Browsing Category

ବାଣିଜ୍ୟ

TCS, Wipro, Infosys ଭଳି ଆଇଟି କମ୍ପାନୀର ସରିବ ୱର୍କ ଫ୍ରମ୍ ହୋମ୍ ଅବଧି, କର୍ମଚାରୀ ମାନେ ପୁଣି ଫେରିବେ ଅଫିସ୍

ନୂଆଦିଲ୍ଲୀ: ୨୦୨୦ରେ କରୋନା ମହାମାରୀ ଦେଶକୁ ଆସିବା ପରଠାରୁ ଘରୋଇ କମ୍ପାନୀ ଗୁଡ଼ିକ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ସମୟରେ ଦେଶ ତଥା ବିଦେଶରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବିଭିନ୍ନ…

HDFC ଓ Paytm ଲଞ୍ଚ କରିବେ ସ୍ପେଶାଲ କ୍ରେଡିଟ୍ କାର୍ଡ, କ୍ଷୁଦ୍ର ବେପାରୀଙ୍କୁ ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଏକ ନୂଆ ଅଫର ସହିତ କ୍ରେଡିଟ୍ କାର୍ଡ ଜାରି କରିବାକୁ ଯାଉଛି । ଏହି କାର୍ଯ୍ୟର ଶୁଭାରମ୍ଭ ନେଇ ଏଚଡିଏଫ୍ ବ୍ୟାଙ୍କ ପେଟିଏମ୍ ସହିତ ବୁଝାମଣା କରିଛି । ଅର୍ଥାତ ଏଚଡିଏଫସି ଓ ପେଟିଏମ୍…

ନା କଂଗ୍ରେସ, ନା ବିଜେପି; କ୍ୟାପଟେନ୍ ଗଢ଼ିବେ ନୂତନ ଦଳ, ଅନେକ ବରିଷ୍ଠ ନେତା ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ବିବାଦ ମଧ୍ୟରେ ପାର୍ଟି ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ତେବେ ସେ ଏକ ସ୍ୱତନ୍ତ୍ର ପାର୍ଟିର ଗଢ଼ିବେ ବୋଲି ଶୁଣିବାକୁ ମିଳୁଛି । ହେଲେ…

ମାସ ଆରମ୍ଭରୁ ମହଙ୍ଗା ମାଡ, ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦାମ୍

ନୂଆଦିଲ୍ଲୀ: ଅକ୍ଟୋବର ମାସର ପ୍ରଥମ ଦିନରୁ ପେଟ୍ରୋଲିୟମ୍ କମ୍ପାନୀ ଗୁଡ଼ିକ ମହଙ୍ଗା ମାଡର ଝଟକା ଦେଇଛନ୍ତି । କରୋନା ସମୟରେ ଜୀବିକାକୁ ନେଇ ଲୋକେ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହି ମହଙ୍ଗା ମାଡ଼ ସେମାନଙ୍କ ଆର୍ଥିକ…

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ତୈଳଦର

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଆଜି ଠାରୁ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ପେଟ୍ରୋଲ୍ ଓ ଡିଜେଲ ଦରରେ ପୁଣି ବୃଦ୍ଧି କରିଛନ୍ତି । ଆଇଓସିଏଲ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦେଶର ପାଖାପାଖି ସବୁ ସହରରେ ଆଜେି…

ଆଶ୍ୱସ୍ତିର ଖବର: DL, RC ଭଳି ଡକ୍ୟୁମେଣ୍ଟର ବଢ଼ିଲା ବୈଧତା, ତୁରନ୍ତ କରନ୍ତୁ ରିନ୍ୟୁ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣ ପତ୍ର(ଆରସି) ଏବଂ ଅନ୍ୟ ପରମିଟ୍ ର ବୈଧତାକୁ ଅକ୍ଟେବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏପର୍ଯ୍ୟନ୍ତ ଏହାର ବୈଧତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲା…

ପେନସନ୍, ଚେକବୁକ୍ ଠାରୁ ଆରମ୍ଭ କରି ସିଲିଣ୍ଡର ପର୍ଯ୍ୟନ୍ତ, ଏସବୁ କ୍ଷେତ୍ରରେ ଆଜିଠାରୁ ଲାଗୁ ହେବ ନୂତନ ନିୟମ

ନୂଆଦିଲ୍ଲୀ: ଅକ୍ଟୋବର ୧ ଅର୍ଥାତ୍ ଆଜିଠାରୁ ପେମେଣ୍ଟ, ବ୍ୟାଙ୍କିଙ୍କ୍, ପେନସନ୍, ଏଟିଏମ୍, ସିଲିଣ୍ଡର ଭଳି କିଚଇ ପ୍ରମୁଖ କ୍ଷେତ୍ରରେ ପରିବର୍ତ୍ତନ ହେବ । ତେବେ ଏହିସବୁ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ । ତେଣୁ…

ହୁରୁନ୍ ଧନୀ ତାଲିକା ପ୍ରଥମରେ ମୁକେଶ ଅମ୍ବାନୀ; ଅଦାନୀଙ୍କ ସମ୍ପତ୍ତିରେ ୨୬୧ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇଛି ହୁରୁନ ଇଣ୍ଡିଆ ଧନୀକ ତାଲିକା । ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ୬୪ ବର୍ଷୀୟ…

ସିମ୍ କାର୍ଡ ଦ୍ୱାରା ମାତ୍ର କିଛି ସେକେଣ୍ଡରେ ଖାଲି ହୋଇପାରେ ଆକାଉଣ୍ଟ୍, ଏଥିରୁ ବର୍ତ୍ତିବାପାଇଁ ଏସବୁ କଥା ଜାଣିବା ଜରୁରୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକାଲି ନେଟ ବ୍ୟାଙ୍କିଙ୍ଗ ଅପେକ୍ଷା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଅଧିକ ସାଧାରଣ ହୋଇଛି କାରଣ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବହୁତ ସହଜ । ଏହି ମାଧ୍ୟମରେ ଲୋକମାନେ ଯେକୌଣସି ସମୟରେ ସେମାନଙ୍କ ବ୍ୟାଙ୍କ…

ଆଧାର କାର୍ଡ ନିୟମରେ ହେଲା ପରିବର୍ତ୍ତନ! ଏଥର ଆପଣଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…