fbpx
Browsing Category

ବାଣିଜ୍ୟ

ପ୍ରସ୍ତୁତି ଫେଲ ,ମଦୁଆ ହତାସ,ରାଜଧାନୀରେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର :୩ ।୫(ଓଡିଶା ଭାସ୍କର): ଫେଲ ମାରିଲା ପୂର୍ବ ପ୍ରସ୍ତୁତି । ଫଟୋଟି ରାଜଧାନୀ ଭୁବନେଶ୍ୱରର ମଧ୍ୟ ଭାଗରେ ଥିବା ମଦ ଦୋକାନର । ଦେଖନ୍ତୁ କିଭଳି ଆଜି ସକାଳର ଥିଲା ଦୃଶ୍ୟ । ଜଣେ ବ୍ୟକ୍ତି ଦୋକାନ ସମ୍ମୁଖରେ…

ବସ ଚାଲିବା ନେଇ ନିଷ୍ପତ୍ତି ଆଜି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): କରୋନା ଲକ ଡାଉନ ୩.୦ର ନିୟମ ଅନୁଯାୟୀ ଗ୍ରୀନରେ ବସ ଗଡିବାକୁ ମିଳିଛି ଗ୍ରୀନ ସିଗନାଲ । କିନ୍ତୁ ସର୍ତ୍ତ ଏହା ଯେ ୫୦% ଯାତ୍ରୀଙ୍କୁ ନେଇ ଗଡିବ ବସ । କିନ୍ତୁ ଏଭଳି ସର୍ତ୍ତରେ…

କୋଟି କୋଟି ଲୋକଙ୍କ ଖାତାକୁ ପଠାଯିବ ୫୦୦ ଟଙ୍କା, ଜାଣନ୍ତୁ କେବେ ଓ କିପରି ଉଠାଇବେ?

କରୋନା ସଙ୍କଟ ବଢୁଥିବାରୁ ଲକ୍-ଡାଉନ୍ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଗରୀବମାନେ ବେଶୀ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଗରୀବ ମହିଳାଙ୍କ…

ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା ଆରବିଆଇ: ଅଟକିଛି ଲକ୍ଷାଧିକ ଆକାଉଣ୍ଟଧାରୀଙ୍କ ଟଙ୍କା, ଏଥିରେ ନାହିଁ ତ ଆପଣଙ୍କର ଖାତା?

ଦେଶରେ କରୋନା ସଙ୍କଟ ଚାଲିଥିବା ସମୟରେ ସିକେପି ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରି ଗ୍ରାହକମାନଙ୍କୁ ଝଟକା ଦେଇଛି ଆରବିଆଇ । ମନି କଣ୍ଟ୍ରୋଲ ମୁତାବକ, ଆରବିଆଇର ଏଭଳି ପଦକ୍ଷେପ ପାଇଁ ପ୍ରାୟ ୧.୨୫ ଲକ୍ଷ…

ଗ୍ରୀନ ଜୋନରୁ ରେଡ ଓ ଅରେଂଜ ଜୋନକୁ ବହିବ ମଦର ସୂଅ,ରୋକିବ କିଏ ?

ଭୁବନେଶ୍ୱର:୨ ।୫(ଓଡିଶା ଭାସ୍କର):ଗତକାଲି ସରକାର ଗ୍ରୀନ ଜୋନରେ ମଦ ବିକ୍ରିକୁ ଦେଇଛନ୍ତି ଗ୍ରୀନ ସିଗନାଲ । ସୋମବାରଠୁ ଗ୍ରୀନଜୋନରେ ଥିବା ସବୁ ମଦ ଦୋକାନ ଖୋଲା ସରକାରୀ ନିର୍ଦ୍ଦେଶନାମା ପରେ ମଦୁଆଙ୍କ ଦେଢ଼ମାସର…

ଆଜିଠୁ ବଦଳିଯିବ ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ

ଦେଶରେ ଲକ୍-ଡାଉନ୍ ପ୍ରଭାବ ଜାରି ରହିଥିବା ବେଳେ ଆଜିଠାରୁ ଅର୍ଥାତ୍ ମେ ୧ରୁ ଆପଣଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ବହୁ ଜିନିଷ ବଦଳିଯିବ । ଏଥିରେ ବ୍ୟାଙ୍କ, ଏଟିଏମ୍, ରେଳ, ବିମାନ ଉଡାଣ ଆଦି ସାମିଲ ରହିଛି । ଏଥିରେ…

ଖୁସିଖବର! ଲକ୍-ଡାଉନରେ ୧୬୨.୫ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍

କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଆସିଛି ଖୁସି ଖବର । ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯଥା ଏଚପିସିଏଲ, ବିପିସିଏଲ ଓ ଏଲଓସି ବିନା ସବସିଡିଯୁକ୍ତ ଏଲପିଜି ଗ୍ୟାସ…

ଲକ୍-ଡାଉନ୍ ହଟିବାର ଯେକୌଣସି ମୁହୂର୍ତ୍ତରେ ଖୋଲିବ ବିମାନବନ୍ଦର

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି, ଯାହାର ପ୍ରଭାବରେ ବିମାନଠାରୁ ଆରମ୍ଭ କରି ବସ୍, ଟ୍ରେନ୍ ଚଳାଚଳ ଠପ୍ ହୋଇ ପଡିଛି । ଏହାରି ମଧ୍ୟରେ ଭୁବନେଶ୍ୱର…

ଜାଣନ୍ତୁ ବିଏମସିର ନିର୍ଦ୍ଦେଶନାମା ଅନୁଯାୟୀ ରାଜଧାନୀରେ କାଲିଠୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ବିଏମସି ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ଇଲେକଟ୍ରୋନିକ୍ସ ଉପକରଣ ମରାମତି ଓ ସର୍ଭିସ ଦୋକାନ ଖୋଲା ରହିବ । ସେହିପରି ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ମୋଟର ପାର୍ଟ…

ଏଣିକି ଫ୍ଲାଇଟ୍ ପାଇଁ ଦେଖାଇବାକୁ ପଡିବ ମେଡିକାଲ ସାର୍ଟିଫିକେଟ୍

କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନର ଅବଧି ମେ ୩ରେ ସମାପ୍ତ ହେବାକୁ ଯାଉଛି । ହଟସ୍ପଟ୍ ଅଞ୍ଚଳକୁ ଛାଡି ବାକି ଅଞ୍ଚଳରେ ଲକ୍-ଡାଉନ୍ ହଟାଇବା ଉପରେ ସରକାର ବିଚାର କରୁଛନ୍ତି । କିନ୍ତୁ ଟ୍ରେନ୍ ଓ…