Browsing Category

ନିଯୁକ୍ତି

ଇଣ୍ଡିଆ ପୋଷ୍ଟରେ ଏହି ପଦବୀ ପାଇଁ ବାହାରିଲା ନିଯୁକ୍ତି: ଦରମା ୬୩ ହଜାର, ଚେକ୍ କରନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣ ଇଣ୍ଡିଆ ପୋଷ୍ଟରେ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆ ପୋଷ୍ଟରୁ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ…

୭୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ ନୋଟିସ୍ ଧରାଇଲା ଏହି କମ୍ପାନୀ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନାଇକ୍ ଏହାର ଶହେରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । ନାଇକ୍ ନିଜର ଓରେଗନ୍ ମୁଖ୍ୟାଳୟରେ ଶହ ଶହ କର୍ମଚାରୀଙ୍କୁ ନୋଟିସ୍ ପ୍ରଦାନ କରି, ଯେଉଁଥିରେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।…

RRB Recruitment 2024: ୮,୦୦୦ TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ, ନିମ୍ନରେ ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ:ଭାରତୀୟ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ପକ୍ଷରୁ ୮୦୦୦ TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଆଗ୍ରହୀ ଓ ଇଛୁକ ପ୍ରାର୍ଥୀ ଭାରତୀୟ ରେଲୱେର ଅଫିସିଆଲ ୱେବସାଇଟ୍ indianrailways.gov.in କୁ…

ଆଧାର ସେବା କେନ୍ଦ୍ରରେ ନିଯୁକ୍ତି: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ମାସ ୧୩ ତାରିଖ…

ବିନା ପରୀକ୍ଷାରେ BHELରେ ହେବ ଚୟନ, ଏପରି ଭାବରେ ନିଯୁକ୍ତି ପାଇଁ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡରେ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିମାନଙ୍କ ପାଇଁ ଏକ ଭଲ ସୁଯୋଗ । ଯଦି ଆପଣ ମଧ୍ୟ ଏହି ପୋଷ୍ଟଗୁଡିକ ପାଇଁ ଯୋଗ୍ୟ, ତେବେ ବିଏଚଇଏଲରେ କାମ କରିବା ପାଇଁ…

OpenAI ଭାରତରେ କଲା ପ୍ରଥମ ନିଯୁକ୍ତି, ପ୍ରଜ୍ଞା ମିଶ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ : ChatGPT କରୁଥିବା କମ୍ପାନୀ ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ…

SSB ଆରମ୍ଭ କରିବ ‘Payment Related Query Portal’: ଜୁନିୟର ଆସିଷ୍ଟାଣ୍ଟ, ଅଧ୍ୟାପକ, ପିଜିଟି ପଦକୁ ନେଇ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ପକ୍ଷରୁ ନିକଟରେ ଅଧ୍ୟାପକ, ପିଜିଟି ଶିକ୍ଷକ, ଜୁନିୟର ଆସିଷ୍ଟାଣ୍ଟ ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ କିଛି ପ୍ରାର୍ଥୀ ଗୋଟିଏ…

ଏସଏସବି ଅଧ୍ୟାପକ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ଲାଗୁ କଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ପକ୍ଷରୁ ବିଭିନ୍ନ କଲେଜରେ ପଦାର୍ଥ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।…

DRDOର ଅନେକ ପୋଷ୍ଟରେ ବମ୍ପର ନିଯୁକ୍ତି, ଶେଷ ତାରିଖ ପୂର୍ବରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ୪୧ ଟି ପଦ ପାଇଁ ନିଯୁକ୍ତି ବାହାର କରିଛି । ଯେଉଁଥିପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ ଯାଇ ଆବେଦନ କରିପାରିବେ । ପ୍ରତିରକ୍ଷା ଅନୁସନ୍ଧାନ…

ATO ନିଯୁକ୍ତିକୁ ନେଇ ଜରୁରୀ ସୂଚନା: ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଅପଲୋଡ୍ ନକଲେ ପ୍ରାର୍ଥୀଙ୍କ ଆବେଦନ ରିଜେକ୍ଟ ହୋଇଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦ ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଜାରି…