Browsing Category
ଶିକ୍ଷା
ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ବାହାରିଲା ୧୦୬୫ଟି ପଦ: ସେପ୍ଟେମ୍ବର ୧୧ରୁ ଆବେଦନ ଆରମ୍ଭ
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୧୦୬୫ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏକ ହଜାରରୁ ଅଧିକ ପ୍ରାର୍ଥୀ ଅଧ୍ୟାପକ, ଅଧ୍ୟାପିକା…
JAM ୨୦୨୪ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ, ଅକ୍ଟୋବର ୧୩ ପୂର୍ବରୁ କରନ୍ତୁ ଆବେଦନ, ଜାଣନ୍ତୁ କେବେ ହେବ ପରୀକ୍ଷା
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ ଜଏଣ୍ଟ ଆଡମିଶନ ଟେଷ୍ଟ ଫର ମାଷ୍ଟର୍ସ (JAM ୨୦୨୪) ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍…
୨୨୪୦ ଷ୍ଟାଫ୍ ନର୍ସଙ୍କ ପାଇଁ ବାହାରିଲା ନିଯୁକ୍ତି: ୪୫୦୦୦ ଟଙ୍କା ଦରମା, ୧୨୫ ଟଙ୍କାରେ ଭରିପାରିବେ ଫର୍ମ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସେବା ଆୟୋଗ (ୟୁପିପିଏସସି) ମହିଳା ଏବଂ ପୁରୁଷ ଷ୍ଟାଫ୍ ନର୍ସ ପାଇଁ ବମ୍ପର ନିଯୁକ୍ତି ଘୋଷଣା କରିଛି । ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଗ୍ରୁପ୍ ବି, ଅଣ-ଗେଜେଟେଡ୍ ଅସ୍ଥାୟୀ…
BIG BREAKING…. ଅକ୍ଟୋବର ୪ ତାରିଖରୁ ଦଶମ ପିଲାଙ୍କର ଷାଣ୍ମାସିକ ପରୀକ୍ଷା: ବୋର୍ଡ ଦେଲା ସୂଚନା
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ଦିନ ୧୦ଟାରୁ ୧୨.୩୦ ପ୍ରଥମ ଏବଂ…
ଏହି ଯୋଜନା ଅଧୀନରେ ଏଜୁକେସନ୍ ଲୋନ୍ ଉପରେ ୧୦୦% ସବସିଡି ଦେଉଛନ୍ତି ସରକାର: ଜାଣନ୍ତୁ ଆପ୍ଲାଏ କରିବାର ପ୍ରୋସେସ୍
ନୂଆଦିଲ୍ଲୀ : ଯଦି ଆପଣ ପଢ଼ିବାକୁ ଭଲ ପାଆନ୍ତି ଏବଂ ଅଧିକ ଅଧ୍ୟୟନ କରିବାକୁ ଚାହାଁନ୍ତି ଯଥା ଉଚ୍ଚଶିକ୍ଷା ନେବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଜି ଆମେ…
କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ଆରମ୍ଭ ହେବ ସମନ୍ୱିତ B.ED. ପାଠ୍ୟକ୍ରମ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପଦକ୍ଷେପ
ନୂଆଦିଲ୍ଲୀ: କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ସମନ୍ୱିତ ବି.ଏଡ୍. ପାଠ୍ୟକ୍ରମ ଆରମ୍ଭ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେଇଛି । ଏଣିକି ଶିକ୍ଷକତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୁକ୍ତ ଦୁଇ…
ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥି ମେଡିକାଲ କଲେଜରେ ନାମଲେଖା ପାଇଁ କାଲିଠୁ ଆରମ୍ଭ ହେବ ପଞ୍ଜୀକରଣ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥି ମେଡିକାଲ କଲେଜରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି…
ଆପଣ ମଧ୍ୟ କରିପାରିବେ ଏହି ୧୦ ପାର୍ଟ ଟାଇମ୍ ଚାକିରି ! ମୋଟା ଆକାରରେ ପାଇପାରିବେ ଦରମା
ନୂଆଦିଲ୍ଲୀ: ଯେତେବେଳେ ଆପଣ ପାଠପଢା କିମ୍ବା ସରକାରୀ ଚାକିରି ଇତ୍ୟାଦି ପାଇଁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ପରିସ୍ଥିତି ଏପରି ହୋଇଯାଏ ଯେ ଆପଣଙ୍କୁ ଟଙ୍କା ପାଇଁ ଅନ୍ୟ କିଛି କାମ କରିବାକୁ ପଡିଥାଏ । ତେଣୁ ଆଜି ଆମେ…
SBI PO ନିଯୁକ୍ତି ବିଜ୍ଞପ୍ତି: ୨ ହଜାର ପଦ ଖାଲି, ସ୍ନାତକଙ୍କ ପାଇଁ ବଢ଼ିଆ ସୁଯୋଗ
ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ୨୦୦୦ ପ୍ରୋସେବନାରୀ ଅଫିସର (ପିଓ) ପଦ ଭର୍ତ୍ତି ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି ।…
UPSC ESE ୨୦୨୪ ପରୀକ୍ଷା ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ, ସିଧାସଳଖ ଲିଙ୍କ ସାହାଯ୍ୟରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ ଇଞ୍ଜିନିୟରିଂ ସେବା ପରୀକ୍ଷା (ESE) ୨୦୨୪ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯାହା ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବସାଇଟ୍,…