Browsing Category
ଶିକ୍ଷା
କାଲି ଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଛୁଟି , ବଢ଼ୁ ଥିବା ତାତି ପାଇଁ ସରକାର ଦେଲେ ଆଗୁଆ ଛୁଟି
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଖରାକୁ ଦେଖି ରାଜ୍ୟରେ ଖରା ଛୁଟି ଘୋଷଣା ହେଇଛି । ଆସନ୍ତା କଲି ଠାରୁ ରାଜ୍ୟରେ ସମସ୍ତ ସରକାରୀ ଆଉ ବେସରକାରୀ ସ୍କୁଲ ବନ୍ଦ ହେଇ ଘୋଷଣା କରାଯାଇଛି । ତେବେ ଏହାପୂର୍ବରୁ ବଢୁଥିବା ତାତି…
CCLରେ ବମ୍ପର ନିଯୁକ୍ତି: ସେଣ୍ଟ୍ରାଲ କୋଲଫିଲ୍ଡରେ ଚାକିରୀ ପାଇବାର ଶେଷ ସୁଯୋଗ ହାତଛଡା କରନ୍ତୁ ନାହିଁ, ଆଜି ହିଁ ଆବେଦନ କରନ୍ତୁ
ନୂଆଦିଲ୍ଲୀ: କୋଲ ଇଣ୍ଡିଆ ଲିମିଟେଡର ଏକ ସହାୟକ କମ୍ପାନୀ ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡରେ ତିନି ଶହରୁ ଅଧିକ ପଦବୀ ପାଇଁ ନିଯୁକ୍ତି ଚାଲିଛି । ଆଜି ହେଉଛି ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ଦିନ । ଯେଉଁ…
ଆଉ ୨ ଦିନ ସବୁ ସ୍କୁଲ ଛୁଟି: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ବଢିବାରେ ଲାଗିଛି । ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଦିନର ତାପମାତ୍ରା ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏହି…
ଚଳିତବର୍ଷ ଖରାଛୁଟିରେ ସ୍କୁଲ ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା, ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ପାଠ୍ୟକ୍ରମ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଅବକାଶକାଳୀନ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଆସନ୍ତା ମେ’ ୪ ତାରିଖରୁ ସ୍କୁଲଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା…
ଓଡ଼ିଶା ଲୋକସେବା ଆୟୋଗରେ ବାହାରିଲା ଚାକିରି: ଗ୍ରାଜୁଏଟ୍ ଓ PG ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ
ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଓଡ଼ିଶା ବୈଷୟିକ…
ବଡ଼ ଘୋଷଣା : ମାତୃଭାଷା ଓଡିଆରେ ହେବ SSC MTS ପରୀକ୍ଷା, ଓଡିଆ ଭାଷା ସମେତ ୧୩ଟି ଭାଷାରେ ହେବ ଏହି ପରୀକ୍ଷା
ଭୁବନେଶ୍ୱର: ମାତୃଭାଷା ଓଡିଆରେ ହେବ ଏସଏସସି ଏମଟିଏସ ପରୀକ୍ଷା । ସିଏପିଏଫ ଭଳି ଏସଏସସି ଏମଟିଏସ ମଧ୍ୟ ଓଡିଆରେ ହେବ । କେବଳ ଏତିକି ନୁହେଁ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏଥିନେଇ…
କୃଷି ବିଶ୍ବବିଦ୍ୟାଳୟରେ ବାହାରିଲା ନିଯୁକ୍ତିର ସୁଯୋଗ, ମାସକୁ ଦରମା ୧ଲକ୍ଷରୁ ଅଧିକ
ନୂଆଦିଲ୍ଲୀ: ଯଦି ଆପଣ ଶିକ୍ଷକ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ପ୍ରଫେସର, ସହକାରୀ ପ୍ରଫେସର ଏବଂ ଆସୋସିଏଟ୍ ପ୍ରଫେସର ପଦ ପାଇଁ BUAT ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି । ସେହି…
ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ‘Uniform Research Policy’: ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ସହିତ ଶିକ୍ଷାର୍ଥୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଏକକ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷାର ସଫଳତା ପରେ…
ଓଡ଼ିଶା ସରକାର ଆଣିଲେ ନିଯୁକ୍ତି ସୁଯୋଗ: ବଢ଼ିଆ ଚାକିରି, ବଢ଼ିଆ ଦରମା
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼଼ିଆ ସୁଯୋଗ ସୁଯୋଗ ଆସିଛି । ଚାକିରି ଆଶାୟୀଙ୍କ ପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ (ଓପିଟିସିଏଲ)…
ଦଶମପାସଙ୍କ ପାଇଁ ବଡ଼ ନିଯୁକ୍ତି, ହାତଛଡା କରନ୍ତୁ ନାହିଁ ଏହି ସୁବର୍ଣ୍ଣ ସୁଯୋଗ; ତୁରନ୍ତ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ସୀମା ସୁରକ୍ଷା ବଳ ଦ୍ୱାରା ହେଡ୍ କନଷ୍ଟେବଲ୍ ରେଡିଓ ଅପରେଟର ସମେତ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା…