Browsing Category
ଶିକ୍ଷା
MECON Limited ପକ୍ଷରୁ ବାହାରିଲା ୧୬୧ଟି ପଦବୀ, ଅନଲାଇନରେ ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମେକନ ଲିମିଟେଡ ପକ୍ଷରୁ ୧୬୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଡେପୁଟି ଇଞ୍ଜିନିୟର, ଏଗଜିକ୍ୟୁଟିଭ, ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ, ଜୁନିୟର ଇଞ୍ଜିନିୟର ଓ…
CUET-UG ୨୦୨୩ ଆବେଦନ ପାଇଁ ପ୍ରକାଶ ପାଇଲା ତାରିଖ, ମେ ୨୧ ରୁ ଆରମ୍ଭ ହେବ ପରୀକ୍ଷା
ନୂଆଦିଲ୍ଲୀ: ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା- ସିୟୁଇଟି - ସ୍ନାତକୋତ୍ତର ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହି ପରୀକ୍ଷା ୨୧ ରୁ ୩୧ ମେ ପର୍ଯ୍ୟନ୍ତ ଅନୁଷ୍ଠିତ…
NTAର ଗୁରୁତ୍ୱପୂର୍ଣ୍ଣ ନିୟମ: ଯୁକ୍ତଦୁଇରେ ୭୫ ପ୍ରତିଶତ ମାର୍କ ବାଧ୍ୟତାମୂଳକ, ନଚେତ୍ IIT, NITରେ ମିଳିବନି ଆଡମିସନ ଅନୁମତି
ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକ ପରୀକ୍ଷା (ଜେଇଇ) ମେନ୍ସ ୨୦୨୩ ପାଇଁ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଆଜିଠାରୁ ଆସନ୍ତା ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହାର ଆବେଦନ ପ୍ରକ୍ରିୟା ଜାରି ରହିବ । ଓଡ଼ିଆ ସମେତ ମୋଟ ୧୩ଟି…
OPSC ପକ୍ଷରୁ ବାହାରିଲା ୩୪୮୧ଟି ପଦବୀ, ଜାଣନ୍ତୁ ଡିଟେଲ୍ସ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶା ସରକାରଙ୍କ ତରଫରୁ ୩୪୮୧ଟି ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ…
NEET UG 2023 ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ହେବ ପରୀକ୍ଷା ?
ନୂଆଦିଲ୍ଲୀ: ୨୦୨୩-୨୪ ଶିକ୍ଷା ବର୍ଷର ପ୍ରମୁଖ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ କାର୍ଯ୍ୟସୂଚୀ ଘୋଷଣା କରିଛି । ମେଡିକାଲ୍ କଲେଜରେ ଆଡମିଶନ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ୭ ମେ’…
JEE Main Exam 2023: ଆରମ୍ଭ ହେଲା ପଞ୍ଜୀକରଣ, ଓଡ଼ିଆ ସମେତ ୧୩ ଟି ଭାଷାରେ ହେବ ପରୀକ୍ଷା
ନୂଆଦିଲ୍ଲୀ: ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା ୨୦୨୩ (ଜେଇଇ ମେନ୍) ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଅଫିସିଆଲ ୱେବସାଇଟ୍ ଏନେଇ ଅପଡେଟ ମଧ୍ୟ ଆସିସରିଛି। ବର୍ତ୍ତମାନ…
୨୧ ତାରିଖରୁ ଆରମ୍ଭ ଯୁକ୍ତ ଦୁଇ କରେସପଣ୍ଡେଣ୍ଟ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଓ ବାଣିଜ୍ୟରେ କରେସପଣ୍ଡେଣ୍ଟ ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୧ ତାରିଖରୁ ଆରମ୍ଭ ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
OSSC ନିଯୁକ୍ତି: ଷ୍ଟେନୋଗ୍ରାଫର, ଟାଇପିଷ୍ଟ, ଲାଇବ୍ରେରିଆନ, ଷ୍ଟୋର କିପର ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଜୁନିୟର ଷ୍ଟେନୋଗ୍ରାଫର, କ୍ଲର୍କ କମ୍ ଲାଇବ୍ରେରିଆନ,…
IIT ରେ ଖାଲିପଡିଛି ଅନେକ ପଦବୀ: ଦରମା ଲକ୍ଷେ ଉପରେ, ଏପରି କରନ୍ତୁ ଆବେଦନ
IITରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର। ଆଇଆଇଟି କାନପୁରରେ ଖାଲିପଡିଛି ଅନେକ ପଦବୀ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ iitk.ac.in କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ…
ବିନା ପରୀକ୍ଷାରେ THDC ରେ ପାଆନ୍ତୁ ନିଯୁକ୍ତି ,ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ :ତେହେରୀ ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ (THDC)ଆଇଆଇଟି ବାଣିଜ୍ୟ ଆପ୍ରେଣ୍ଟିସ୍ (ଷ୍ଟେନୋଗ୍ରାଫର୍, ଫିଟର୍, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ ମେକାନିକ୍, ୱେଲଡର୍ ଏବଂ ଅନ୍ୟାନ୍ୟ)…