Browsing Category

ଶିକ୍ଷା

OAS ଢାଞ୍ଚାରେ ହେବ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଯିବ ଓଡ଼ିଶାରେ ଶିକ୍ଷାର ମାନଚିତ୍ର । ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦବୀ ପୂରଣ ହେବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଇ ହଜାର ହଜାର…

Smart class ସମୀକ୍ଷା କଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

ସୁକିନ୍ଦା (ଓଡ଼ିଶା ଭାସ୍କର): ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ସ୍ମାର୍ଟ କ୍ଲାସ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାକୁ ବୁଧବାର ସମୀକ୍ଷା କରିଛନ୍ତି ବିଧାୟକ ।…

ସରକାରଙ୍କ ଘୋଷଣା, ନଭେମ୍ବର ୧ରୁ ଖୋଲିଯିବ ରାଜଧାନୀର ସମସ୍ତ ସ୍କୁଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ବନ୍ଦ ହୋଇଥିବା ସମସ୍ତ ସ୍କୁଲ ପୁଣି ଖୋଲିବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ନଭେମ୍ବର ୧ରୁ ସରକାରୀ ଓ ଘରୋଇ ସ୍କୁଲର…

ଆସନ୍ତା ନଭେମ୍ବର ୧ରୁ UG କ୍ଲାସ ଆରମ୍ଭ, ଜାଣନ୍ତୁ PG କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ସାରା ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ପୋଷ୍ଟ ଗ୍ରାଜୁଏଟ (ପିଜି) ପିଲାଙ୍କ…

OPSC Recruitment 2021: ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବାହାରିଲା ୬୦୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତ ବାହାରିଛି । ଏହି ପଦବୀ ପାଇଁ ୨୬ ଅକ୍ଟୋବର୨୦୨୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ଏହି…

କେବଳ ଅଫଲାଇନ୍ ମୋଡ଼ରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, CBSEର ନିଷ୍ପତ୍ତି ପରେ ନିରାଶ ହେଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଡାଟା ସିଟ୍ ଜାରି କରାଯାଇଛି । ତେବେ ଏଥିସହିତ ସିବିଆଇ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା…

ଓଡ଼ିଶା ସମେତ ଏହି ରାଜ୍ୟରେ ESIC ପକ୍ଷରୁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆ ଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ESIC ପକ୍ଷରୁ ହିମାଚଳ ପ୍ରଦେଶ, ଓଡ଼ିଶା, ଆସାମ ଓ ତାମିଲନାଡୁରେ ୪୭ ଜଣ ବିଶେଷଜ୍ଞ ଗ୍ରେଡ୍ ୨ (ଜୁନିୟର ସ୍କେଲ୍ ଓ…

ଆସନ୍ତା କାଲିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ ପାଠପଢ଼ା; ଜାଣନ୍ତୁ କଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତକାଲି (ସୋମବାର) ଦିନ ଅଫ ଲାଇନ ରେ ଅଷ୍ଟମ ଶ୍ରେଣୀ ପଠାପଢ଼ା ଆରମ୍ଭ ହେବ। ଅଷ୍ଟମ ଶ୍ରେଣୀ କ୍ଳାସ ରୁମ ରେ ପାଠ ପଢିବେ ଛାତ୍ର ଛାତ୍ରୀ। ସକାଳ ୯ ଟାରୁ ଦିନ ସାଢ଼େ ୧୨ଟା ପର୍ୟ୍ୟନ୍ତ…

ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ହେବ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ଖୁବଶୀଘ୍ର ପୂରଣ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ…

ବଦଳିଲା ନବମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ବ୍ୟବସ୍ଥା; ଏହି ତାରିଖରୁ ହେବ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଏହା ସହିତ ପରୀକ୍ଷା ମୂଲ୍ୟାୟନ ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ପର୍କରେ…