Browsing Category
ଶିକ୍ଷା
ନବୋଦୟ ବିଦ୍ୟାଳୟ ସମିତି ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ବୃଦ୍ଧି ଘୋଷଣା
ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଛି । ମହିଳା ଷ୍ଟାଫ ନର୍ସ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଅଡିଟ ଆସିଷ୍ଟାଣ୍ଟ, ଜୁନିୟର ଟ୍ରାନ୍ସଲେସନ ଅଫିସର,…
ଓପିଏସସି ପକ୍ଷରୁ ବିଜ୍ଞପ୍ତି: ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ଅବଧି ପୁଣି ବଢ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ଅବଧି ପୂର୍ବରୁ ଥରେ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଥରେ ବୃଦ୍ଧି କରାଯାଇଛି । ପ୍ରଥମେ ମାର୍ଚ୍ଚ ୧୨ରୁ ଏପ୍ରିଲ ୧୬ ମଧ୍ୟରେ…
OSSSC ପକ୍ଷରୁ ସୂଚନା: ୨୬୨୯ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦର ଆବେଦନ ତାରିଖ ପୁଣି ଘୁଞ୍ଚିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ଥରେ ତାରିଖ…
୨୦୩୩ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ନିଯୁକ୍ତିର ସୁନାମୀ: ନଅ ବର୍ଷରେ ମିଳିବ ୫.୮୨ କୋଟି ଲୋକଙ୍କୁ ଚାକିରି
ନୂଆଦିଲ୍ଲୀ: ୨୦୩୩ ସୁଦ୍ଧା ଅର୍ଥାତ୍ ନଅ ବର୍ଷ ମଧ୍ୟରେ ଦେଶରେ ୫.୮୨ କୋଟି ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି । କରୋନା ସମୟରେ ୨୦୨୦ ରେ ପର୍ଯ୍ୟଟନ କ୍ଷେତ୍ରରେ ୩.୯ କୋଟି ଲୋକଙ୍କର ଚାକିରି ଚାଲିଯାଇଥିଲା,…
ICAR ପକ୍ଷରୁ ନିଯୁକ୍ତି: କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରନ୍ତୁ, ମେ ୧୨ ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ଆସିଛି ଏକ ଭଲ ସୁଯୋଗ । ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ତରଫରୁ ଏନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି । ମୋଟ ୮ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ…
ଗୁଗୁଲରେ ଥମୁନାହିଁ ଛଟେଇ ପ୍ରକ୍ରିୟା: ସମଗ୍ର Python ଟିମକୁ ବାହାର କଲା କମ୍ପାନୀ
ନୂଆଦିଲ୍ଲୀ : ଭେଟେରାନ୍ ଟେକ୍ କମ୍ପାନୀରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ବନ୍ଦ ହେବାର ନାଁ ନେଉନାହିଁ । ସୁନ୍ଦର ପିଚାଇଙ୍କ ନେତୃତ୍ୱରେ ଥିବା ଆଲଫାବେଟ୍ ସମଗ୍ର ପାଇଥନ୍ ଟିମକୁ ଚାକିରିରୁ ବାହାର କରିଛି । ଏହା…
ୟୁଜିସି ନେଟ ୨୦୨୪ ପରୀକ୍ଷା ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲା UGC
ନୂଆଦିଲ୍ଲୀ: ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପ୍ରିଲିମିନାରୀ ପରୀକ୍ଷା ଓ ୟୁଜିସି ନେଟ ପରୀକ୍ଷା ସମାନ ଦିନରେ ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ…
ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି: ଗ୍ରୁପ-ଡି ପଦରେ ଦିଆଯିବ ନିଯୁକ୍ତି, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗ୍ରୁପ-ଡି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଦଶମ / ମାଧ୍ୟମ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।…
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା, ବଣ୍ଟନ ତଥ୍ୟ ରଖିବେ ବିଇଓ
ଭୁବନେଶ୍ୱର: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଦିଆଯିବ ଆଇଏଫଏ ବଟିକା । ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏହି ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ ।…
ସଂଖ୍ୟା ଜାଣିଲେ ଉଡିବ ହୋସ୍ ! ଦେଶରେ ୧ କୋଟିରୁ ଅଧିକ ଚାକିରି, ପ୍ରାର୍ଥୀ କେବଳ ୮୭ ଲକ୍ଷ
ନୂଆଦିଲ୍ଲୀ: ଦେଶରେ ରୋଜଗାର ଅଭାବକୁ ନେଇ ଉତ୍ତେଜନା ଦେଖାଦେଇଛି । କିନ୍ତୁ ସରକାରୀ ତଥ୍ୟ ଆଉ କିଛି ରୋଚକ କଥା କହୁଛି । ନ୍ୟାସନାଲ କ୍ୟାରିୟର ସର୍ଭିସ (ଏନସିଏସ୍) ପୋର୍ଟାଲ ଅନୁଯାୟୀ ଦେଶରେ ଅଧିକ ଚାକିରି ଅଛି ଏବଂ…