Browsing Category
City News
ଆଜି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ: ଉପସ୍ଥିତ ନ ରହିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲାର ସମସ୍ତ…
A.D ରତ୍ନ ତେଜାଙ୍କୁ ଭୁବନେଶ୍ୱରର ନୂଆ ଚିଫ୍ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେଲା SBI
ଭୁବନେଶ୍ୱର: ଘୋଷଣା ହେଲା ଭୁବନେଶ୍ୱର SBI ମଣ୍ଡଳର ନୂଆ ମୁଖ୍ୟ ମହାପ୍ରବନ୍ଧକ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶ୍ରୀ ରତ୍ନତେଜା ଦିନକର ଅକେଲ୍ଲାଙ୍କୁ ଏହାର ଭୁବନେଶ୍ୱର ମଣ୍ଡଳର ନୂଆ ଚିଫ୍ ଜେନେରାଲ ମ୍ୟାନେଜର ଭାବେ…
ରହସ୍ୟ ଖୋଲିବ କି ରୂପା ମୁଦି ? ବଳଙ୍ଗା ନାବାଳିକା ପୋଡି ଘଟଣାରେ ସୁନା ଦୋକାନୀଙ୍କୁ ରାତି ତମାମ ଜେରା
ପୁରୀ: ବଳଙ୍ଗା ନାବାଳିକା ପୋଡି ଘଟଣାରେ ମିଳିଛି ସୁରାକ୍ । ପୋଲିସ ହାତରେ ଲାଗିଛି ବଡ଼ ତଥ୍ୟ । କ୍ରାଇମ ସ୍ପଟ୍ରୁ ମିଳିଥିବା ମୁଦି ଏବେ ଖୋଲିବ ଗୁମର ? ଖାସ୍ କରି ରୂପା ମୁଦି ଦେଇପାରେ ନୂଆ ମୋଡ଼ ।
ବଳଙ୍ଗା ବଜାରର…
ଆଜି ପୁଣି କମିଲା ସୁନା ଓ ରୂପା ଦର, କିଣିବା ପୂର୍ବରୁ ଜାଣନ୍ତୁ ୧୦ ଗ୍ରାମ ପିଛା କେତେ କମିଲା…
ଭୁବନେଶ୍ବର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ…
ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍; ମିଳିଲାଣି ଦେଢ କୋଟି ଟଙ୍କା, ସୁନା ବିସ୍କୁଟ-ଇଟା
ଜୟପୁର: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ । ଘରେ ପଶୁ ପଶୁ ମିଳିଲାଣି ପୁଳା ପୁଳା ଟଙ୍କା ।…
ଲଗାଣ ବର୍ଷା କଲା କଲବଲ; ପୋଲ ଉପରେ 2 ଫୁଟର ପାଣି, ଯାତାୟାତ ଠପ୍
ମାଲକାନଗିରି: ଲଗାଣ ବାର୍ଷାରେ ବେହାଲ ମାଲକାନଗିରି । ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ, ଯାତାୟାତ ବାଧାପ୍ରାପ୍ତ । କନ୍ୟାଶ୍ରମ ପୋଲ ଉପରେ ଚାଲିଛି 2 ଫୁଟର ବର୍ଷା ଜଳ । ଫଳରେ କାଲିମେଳା-ପଡ଼ିଆ ବ୍ଲକକୁ ଯୋଗାଯୋଗ…
ଆସନ୍ତା ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେବ ଅବପାତ ରୂପ, ୨୮ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ବର: ଆସନ୍ତା 12 ଘଣ୍ଟାରେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତର ରୂପ ନେବ । ସତର୍କ କରାଇଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ଉତ୍ତର-ପଷ୍ଚିମ ଦିଗରେ ଗତି କରି ଉତ୍ତର…
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷଙ୍କ ବଡ଼ ଘୋଷଣା, ଆସନ୍ତା ଦଶହରାରୁ ପୁଣି ଚଢିବେ ମଞ୍ଚ
ଭୁବନେଶ୍ବର: ବଡ଼ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣି ସିଂହବାହିନୀ ମଞ୍ଚକୁ ଓହ୍ଲାଇବେ ବୋଲି କହିଛନ୍ତି ପୀୟୂଷ ତ୍ରିପାଠୀ।
ଏବର୍ଷ ହିଁ ପୀୟୂଷ ଯାତ୍ରାରେ ଅଭିନୟ କରିବେ ବୋଲି…
ନକଲି ଜବ୍ କାର୍ଡ ହାତେଇବାରେ ଓଡି଼ଶା ଦ୍ବିତୀୟ: ଲୋକସଭାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ବର: ନକଲି ଜବି କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ । ସାମ୍ନାକୁ ଆସିଲା ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ । ବିହାର ପ୍ରଥମରେ ରହିଥିବା ବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି ।…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ସମୁଦ୍ରରୁ ମାଡ଼ି ଆସିଲା ବଡ଼ ଜୁଆର, ଗାଁରେ ପଶିଲା ପାଣି, ଭୟଭୀତ ଗ୍ରାମବାସୀ
ଜଗତସିଂହପୁର: ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର । 500 ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି । ବେଳାଭୂମି ନିକଟରେ ଥିବା ଦୋକାନଗୁଡ଼ିକରେ ପଶିଲା ସମୁଦ୍ର ପାଣି । ହଠାତ୍ ସମୁଦ୍ରର ଏଭଳି…