Browsing Category
City News
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ହେବେ ସାମିଲ
ଭୁବନେଶ୍ବର: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ଜୁନ 11 କିମ୍ବା 12 ତାରିଖରେ ଓଡ଼ିଶା ଆସିବା ନେଇ PMO ପକ୍ଷରୁ…
ଢେଙ୍କାନାଳକୁ 254 କୋଟିର ପ୍ରକଳ୍ପ ଭେଟି, 30 ହଜାର ବେକାରୀଙ୍କୁ ନିଯୁକ୍ତି ମିଳିବ କହିଲେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ: 254 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଏହା ସହ ଢେଙ୍କାନାଳର 23ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । 30 ହଜାର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ମିଳିବ…
ହୋଟେଲରେ ଚାଲିଥିଲା SEX RACKET, 10 ଦେହଜୀବୀଙ୍କ ସହ 3 ଗ୍ରାହକ, 6 ଦଲାଲ
ଜଳେଶ୍ବର: ହୋଟେଲରେ ଚାଲିଥିଲା ସେକ୍ସ୍ ରାକେଟ୍, ରେଡ୍ ବେଳେ ଧରାପଡ଼ିଲା । ମେରାଇନ ଥାନା ତାଳସାରିର ଏକ ହୋଟେଲରେ ସେକ୍ସ୍ ରାକେଟ୍ ଚାଲିଥିବା ବେଳେ ପୋଲିସର ଚଢାଉ । 10 ଜଣ ଦେହଜୀବୀ, 6 ଦଲାଲ ଓ 3 ଗ୍ରାହକ…
ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା
ଭୁବନେଶ୍ବର: ରାଜଧାନୀରେ ପ୍ରବଳ ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା । ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା କେନାଲ ରାସ୍ତା ଦବିଲା । ପ୍ରାୟ 30 ଫୁଟ ଦୀର୍ଘ ରାସ୍ତା ବର୍ଷାରେ ଦବିଗଲା । ଘଟଣାସ୍ଥଳରେ ମେୟର, ଘେରିଲେ…
ଟ୍ରାଫିକ୍ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ: ଏଣିକି ଡିଭାଇଡରରେ ଲାଗିବ ତୁଳସୀ ଗଛ
ଭୁବନେଶ୍ବର: ଏବେ ସବୁ ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲଗିବ ତୁଳସୀ ଗଛ । ଏନେଇ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…
ରାଜଧାନୀରେ ଘୂର୍ଣ୍ଣିଝଡ଼ ସହ ବର୍ଷା, ବୁଡ଼ିଲା ଗାଡ଼ି
ଭୁବନେଶ୍ବର: ରାଜଧାନୀରେ ହଠାତ ବଦଳିଲା ପାଣିପାଗ । ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ରାସ୍ତାରେ ଛୁଟିଲା ପାଣି । ଏପଟେ ବର୍ଷା ପାଣିରେ ଗାଡ଼ି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।…
ଦେବଗଡ଼କୁ 205 କୋଟି ପ୍ରକଳ୍ପ ଭେଟି, 3 ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ଉଦଘାଟିତ
ଦେବଗଡ଼: ମୁଖ୍ୟମନ୍ତ୍ରୀଙ୍କ 205 କୋଟିର ପ୍ରକଳ୍ପ ଭେଟି । ଦେବଗଡ଼ ଜଲ୍ଲାକୁ 205 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । 11 ସ୍ବାସ୍ଥ୍ୟ ପ୍ରକଳ୍ପ, 4 ଶିକ୍ଷା ଭିତ୍ତିଭୂମି ସମେତ 15ଟି ବିଭିନ୍ନ ଜନକଲ୍ଯାଣକାରୀ…
ଅନ୍ତ୍ୟୋଦୟ ଗୃହ ଯୋଜନା: ପ୍ରତି ପଞ୍ଚାୟତରୁ 10 ହିତାଧିକାରୀଙ୍କୁ 12 ତାରିଖରେ ମିଳିବ ପକ୍କାଘର
ଭୁବନେଶ୍ବର: ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ, ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। । ବର୍ଷ…
୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସଂଯୋଗ ହେବ ପକ୍କା ରାସ୍ତା
ଭୁବନେଶ୍ବର: ଏବେ ଆଉ ଖଟିଆରେ ବୁହା ହେବେନି ରୋଗୀ । ସବୁ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ)ଗାଁକୁ ରାସ୍ତା ସଂଯୋଗ ପାଇଁ ହେଉଛି ଯୋଜନା । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଏକ ବଡ଼ ପ୍ଲାନ…
ଡେ଼ଲାଙ୍ଗରେ ନିଖୋଜ ଥିବା ନାବାଳକ ଉଦ୍ଧାର
ପୁରୀ: ପୁରୀ ଜିଲ୍ଲା ପିପିଲିର ଡେଲାଙ୍ଗ ଅଞ୍ଚଳରେ ନିଖୋଜ ହୋଇଥିବା ନାବାଳକକୁ ଉଦ୍ଧାର କରିଛି ପୁଲିସ। 24 ଘଣ୍ଟାରୁ ଅଧିକ ସମୟ ଧରି ବେନୁପଡ଼ା ଗାଁର ଦଶମ ଶ୍ରେଣୀ ଛାତ୍ର ସନ୍ଦୀପ ରାଉତ ନିଖୋଜ ଥିଲେ।
ଯାହାଙ୍କ…