Browsing Category
ଅପରାଧ
ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପହଞ୍ଚି କରୁଛି ଖୋଳତାଡ଼
ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲୁଟ-ତରାଜ ମାମଲା ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ବଡ଼ ଲୁଟ ଘଟଣା ସାମନାକୁ ଆସିଛି । ରାତି ଅଧରେ ଏଟିଏମ ଭାଙ୍ଗି ଲୁଟି ନେଇଥିବା ଜାଣିବାକୁ…
Breaking- କଟକରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ, ଟେକା ପଥର ସହ କାଚ ଫିଙ୍ଗା ଫୋପଡା
କଟକ- ଐତିହାସିକ ସହର କଟକରେ ଚାଲିଛି ବାଲିଯାତ୍ରା । ଠିକ ଏତିକି ବେଳେ କଟକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ସହ କାଚ ବୋତଲ ଫିଙ୍ଗା ଫୋପଡା କରିଛନ୍ତି । ଘଟଣାର ସୂଚନା…
୨ ହଜାର ଟଙ୍କାରେ ୪୫ ମିନିଟ୍ ମସାଜ୍, ହିଡେନ୍ କ୍ୟାମେରାରେ ରେକଡିଂ କରି କରୁଥିଲେ ବ୍ଲାକମେଲିଂ
ନୂଆଦିଲ୍ଲୀ: ୟୁପିର ମେରଠ ଜିଲ୍ଲାର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଚାଞ୍ଚଲ୍ୟ। ୟୁନିଭରସିଟି ସାମ୍ନା ମେଡିକାଲ ଥାନା ଅଞ୍ଚଳରେ ସିଜର୍ସ ଫ୍ୟାମିଲି ୟୁନିସେକ୍ସ ସେଲୁନ୍ ପ୍ରତିଷ୍ଠା କରାଯାଇଥିଲା। ସେଲୁନ୍…
ଆଇନ ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ, ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାପାଟଣାରେ ଏକ ଆଇନ ପାଠ ପଢୁଥିବା ଛାତ୍ରୀଙ୍କ ସହ ଦୁଷ୍କର୍ମ ହେବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ପରେ ଆପତ୍ତିଜନକ ଭିଡିଓ ଜରିଆରେ ତାଙ୍କୁ…
BMWରେ ପିଟି ହୋଇ ୧୦୦ ମିଟର ଦୂରରେ ଛିଟିକି ପଡ଼ିଲେ ସାମ୍ବାଦିକ, ଚାଳିଗଲା ପ୍ରାଣ
ଚେନ୍ନାଇ: ଏକ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ଜୀବନ ଚାଲିଯାଇଛି । ଚେନ୍ନାଇର ଏକ ଜଣାଶୁଣା ଚ୍ୟାନେଲରେ କାମ କରୁଥିବା ପ୍ରଦୀପ କୁମାର ରାସ୍ତାରେ ଯାଉଥିବାବେଳେ ସ୍ପିଡରେ ଆସୁଥିବା ଏକ BMW ତାଙ୍କୁ ପିଟିଦେଇଥିଲା ।…
ବଳି ପଡ଼ିଲା ବାକ୍ ସ୍ୱାଧୀନତା! ଭୋଟ୍ ପାଇଁ ଗଲା ଜୀବନ, ଅପହରଣ, ବଳାତ୍କାର, ହତ୍ୟା ଆଉ ତା’ପରେ…….
ଲକ୍ଷ୍ନୌ: ଉତ୍ତର ପ୍ରଦେଶ କରହାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ବସ୍ତାରୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରିଛି ପୋଲିସ । ଯୁବତୀଙ୍କୁ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଅଭିଯୋଗ…
(Video) ଫୁଲକୋବି ଭିତରୁ ବାହାରୁଛି ବିଷାକ୍ତ ସାପ: ଭୟରେ ଖାଉଟି
ଓଡ଼ିଶା ଭାସ୍କର: ଥଣ୍ଡା ଆରମ୍ଭ ହୋଇଯାଇଛି । ଏହି ସିଜନରେ କୋବିର ଚାହିଦା ବେଶ୍ ବଢିଯାଏ । କୋବିରେ ତିଆରି ବିଭିନ୍ନ ଖାଦ୍ୟ ଖାଇବା ପାଇଁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । କୋବିର ସ୍ୱାନ ଯେମିତି, ଶରୀରକୁ ମଧ୍ୟ ବେଶ୍…
ଅନଲାଇନ୍ ଠକେଇକୁ ରୋକିବ ଏହି ଚାଟବକ୍ସ, ସ୍କାମର ଜାଲରେ ଫସିବେ ନାହିଁ ୟୁଜର୍ସ, ଜାଣନ୍ତୁ କିପରି
ଓଡ଼ିଶା ଭାସ୍କର: ଦିନକୁ ଦିନ ବଢ଼ୁଛି ଅନଲାଇନ୍ ଠକେଇ । ଏହା ଉଭୟ ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସ୍କାମର୍ସ ବିଶେଷ କରି ବୟସ୍କଙ୍କୁ ଟାର୍ଗେଟ କରୁଥିବାର ନଜିର ରହିଛି । ଅନଲାଇନ୍…
କଟକରେ ପୁଣି ଲଜ୍ଜା, 6 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଯୁବକ ଫେରାର
ଭୁବନେଶ୍ବର: କଟକରୁ ପୁଣି ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ 6 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୀଡିତାକୁ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି…
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ: ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ବଡ଼ ଅଫିସର । ବଡ଼ବାବୁଙ୍କ ସମ୍ପତ୍ତି ଉପରେ ପଡ଼ିଛି ଭିଜିଲାନ୍ସ ବିଭାଗର ତୀକ୍ଷ୍ଣ ନଜର । ସୁବର୍ଣ୍ଣପୁର ଜିଲ୍ଲାର ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଆରମ୍ଭ ହୋଇଛି…