Browsing Category
ଅପରାଧ
ଭୁବନେଶ୍ବର: ଭଡ଼ା ଘର ଭିତରୁ ବାର୍ ଡ୍ୟାନସର୍ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଭଡ଼ା ଘର ଭିତରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଶିବଶକ୍ତି ନଗର ସ୍ଥିତ ଏକ ବିଲ୍ଡିଂରୁ ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ଘର ଚଣ୍ଡିଗଡ଼ ହୋଇଥିବା ସୂଚନା ।…
ଭାରତରେ ପହଞ୍ଚିବା ମାତ୍ରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା; ଆପତ୍ତିଜନକ ଭିଡିଓ ମାମଲାରେ ପଚରାଉଚରା କରିବ SIT
ନୂଆଦିଲ୍ଲୀ: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା । କର୍ଣ୍ଣାଟକର ହାସନରୁ ସାଂସଦ ପ୍ରଜୱାଲ ରେଭାନ୍ନା ଶୁକ୍ରବାର ସକାଳେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ…
ହୋଟେଲ ମାଲିକ ଜୟା ସେଟ୍ଟୀ ହତ୍ୟା ମାମଲାରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡ
ମୁମ୍ବାଇ: ୨୦୦୧ମସିହାରେ ହୋଟେଲ ବ୍ୟବସାୟୀ ଜୟା ସେଟ୍ଟୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଆଜୀବନ କାରାଦଣ୍ଡ । ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ । ଗୁରୁବାର ସ୍ୱତନ୍ତ୍ର ବିଚାରପତି…
ବିରାଟ କୋହଲିଙ୍କୁ ସମାଲୋଚନା କରିବାରୁ ମତେ ହତ୍ୟା ଧମକ ମିଳିଛି; ସାଇମନ ଡୁଲ୍
ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ସମାଲୋଚନା କରି ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏପରି ଅଭିୟୋଗ ଆଣିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ ଡୁଲ୍। ବିରାଟ କୋହଲିଙ୍କ ବିଷୟରେ…
ରାଜଧାନୀରେ ଦୋକାନ ଦେବା ନାଁରେ ଠକେଇ; ଜାଗା ସମେତ କମ୍ପାନୀର ୨୯୦କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ: ଏକ ମନୋରଞ୍ଜନ କମ୍ପାନୀର ୨୯୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସି ନୋଏଡାର ଲୋକପ୍ରିୟ ଜିଆଇପି…
Breaking: ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍
ଯାଯପୁର: ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ ଖବର ସାମ୍ନାକୁ ଆସିଛି । ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍ ଜାରି ରହିଛି । ଏହି ରେଡ୍ ଠିକାଦାର ଧରଣୀ ସାହୁଙ୍କ ଘରେ କରାଯାଉଥିବା ଜଣାପଡିଛି । ଗୁପ୍ତ ସୂଚନା ପାଇବା…
୩ ବାଳକଙ୍କ ଉପରେ ଚଢିଗଲା କରଣ ଭୂଷଣଙ୍କ ପ୍ରଚାର ଗାଡି; ୨ ମୃତ, ଅନ୍ୟ ଜଣେ ଗୁରୁତର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କେସରଗଞ୍ଜ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରଣ ଭୂଷଣ ସିଂହଙ୍କ ପ୍ରଚାର ଗାଡି ୩ ବାଳକଙ୍କ ଉପରେ ଚଢିଯିବା ଦ୍ୱାରା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର…
ବିଭତ୍ସ ହତ୍ୟାକାଣ୍ଡ! ମାଆ-ବାପା, ଭାଇ-ଭାଉଜ, ସ୍ତ୍ରୀ ଏବଂ ପିଲାଙ୍କୁ ମାରିବା ପରେ ନିଜ ଜୀବନ ହାରିଦେଲେ
ନୂଆଦିଲ୍ଲୀ: ଏକ ବିଭତ୍ସ ହତ୍ୟାକାଣ୍ଡ ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ଏକ ଆଦିବାସୀ ପରିବାରରେ ୮ଜଣ ଲୋକଙ୍କୁ ହତ୍ୟା କରାଯାଇଛି । ପରିବାରର ପୁଅ ସମସ୍ତଙ୍କୁ କୁରାଢୀରେ ହାଣି ମାରିଦେଇଛି । ଏହାପରେ ନିଜେ ଫାସି…
ନବରାତ୍ରୀ ପୂଜାରେ ପୁତୁରାକୁ ବଳି ଦେଲେ ପିଉସୀ-ପିଉସା; ମାସେ ପରେ ସାମ୍ନାକୁ ଆସିଲା ସତ
କୋରିଆ: ଛତିଶଗଡ଼ର କୋରିଆ ଜିଲ୍ଲାରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ହତ୍ୟାକାଣ୍ଡର ସମାଧାନ କରିଛି ପୋଲିସ। ପାଟନା ଥାନା ଅନ୍ତର୍ଗତ ଖୋଣ୍ଡ ଗ୍ରାମରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ତା'ର ପିଉସୀ-ପିଉସା ହତ୍ୟା କରିଥିବା ପୋଲିସ…
ପୂର୍ବତନ ସରପଞ୍ଚଙ୍କୁ ବିଭତ୍ସ ହତ୍ୟା, ଛେଣ୍ଡିପଦା ଜେରେଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା
ଅନୁଗୁଳ: ପୂର୍ବତନ ସରପଞ୍ଚଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ଗାଁ ଦାଣ୍ଡରୁ ରକ୍ତାତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବିଭୂତି ଭୂଷଣ ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି…