Browsing Category
ଅପରାଧ
ସଲମାନ୍ ଖାନ୍ଙ୍କ ଘର ଉପରକୁ ଗୁଳିକାଣ୍ଡ ଘଟଣା; ପୁଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ
ମୁମ୍ୱାଇ: ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ବୁଧବାର ପୋଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଅନୁଜ କୁମାରଙ୍କୁ ତୁରନ୍ତ ଥାପନ ହସ୍ପିଟାଲନିଆଯାଇଥିବା…
୨୭ ବର୍ଷ ଧରି ସାଧୁ ବେଶରେ ବୁଲୁଥିଲା ହତ୍ୟା ଅପରାଧୀ, ଏହି ଉପାୟରେ ପୋଲିସ କଲା ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ୨୭ ବର୍ଷ ଧରି ହତ୍ୟା ଅଭିଯୋଗରେ ଫେରାର ଥିବା ଟିଲ୍ଲୁ ନାମକ ୭୭ ବର୍ଷୀୟ ହତ୍ୟା ଅପରାଧୀକୁ ଋଷିକେଶରୁ ଗିରଫ କରିଛନ୍ତି । ପୋଲିସ ଠାରୁ ରକ୍ଷା ପାଇବା ପାଇଁ ଏହି ଅପରାଧୀ…
ପ୍ରଥମେ ଏକ୍ସ ଗାର୍ଲଫ୍ରେଣ୍ଡର ବୟଫ୍ରେଣ୍ଡକୁ ମର୍ଡର, ପରେ ୩ ଦିନ ରୁମରେ ବନ୍ଦ କରି ନାବାଳିକା ସହ ଦୁଷ୍କର୍ମ
ନୂଆଦିଲ୍ଲୀ: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ଏକ୍ସ ଗାର୍ଲଫ୍ରେଣ୍ଡର ବୟଫ୍ରେଣ୍ଡକୁ ହତ୍ୟା କରିବା ପରେ ସେହି ଯୁବତୀଙ୍କୁ ୩ଦିନ ରୁମରେ ରଖି ତାଙ୍କ ସହ ଦୁଷ୍କର୍ମ କରିବା…
ଭଦ୍ରକ: କ୍ରୋଧ ବୁଝିଲାନି ସମ୍ପର୍କର ମାନ, ସାମାନ୍ୟ ବଚସାରୁ ବାପା-ପୁଅ ହଣାହଣି, ଘଟଣାସ୍ଥଳରେ ପୁଅର ମୃତ୍ୟୁ
ଭଦ୍ରକ: (ଓଡ଼ିଶା ଭାସ୍କର) ପାରିବାରିକ କଳହର କରୁଣ ପରିଣତି ବାପାର କଟୁରୀ ଚୋଟରେ ଚାଲିଗଲା ପୁଅର ଜୀବନ । ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମରେ ଅଘଟଣ । ପାରିବାରିକ କଳିରେ…
DPS ସ୍କୁଲକୁ ମିଳିଲା ବୋମା ପକାଇବାର ଧମକ, ଘଟଣାସ୍ଥଳରେ ପୋଲିସର ତଲାସୀ
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବୋମା ପକାଇବାର ଧମକ ମିଳିଛି । ଏବେ ଦ୍ୱାରକା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ପକାଇବାର ଧମକ ମିଳିଛି । ଏହି ଧମକ ସ୍କୁଲକୁ ଏକ ଇମେଲ ଜରିଆରେ ଦିଆଯାଇଛି । ଦିଲ୍ଲୀ ପୋଲିସ…
ମା’କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ; ଶେଷରେ ୨ ପିଲାଙ୍କୁ ନେଇ ହାରିଲା ଜୀବନ
ଭୋପାଳ: ମଧ୍ୟପ୍ରଦେଶର ଚିତ୍ରକୁଟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମା'କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ ଦୁଇ ପିଲାଙ୍କୁ ନେଇ କୂଅକୁ ଡେଇଁ ଜୀବନ ହାରିଲା। ମାଣିକପୁର କୋତୱାଲି ଅଞ୍ଚଳର…
ଗେମିଙ୍ଗ ଦୁର୍ନୀତିରେ ୯୦ କୋଟି ଟଙ୍କାର କ୍ରିପ୍ଟୋ ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ସେ ଏକ ଅନଲାଇନ ଗେମିଙ୍ଗ ଆପ ଦୁର୍ନୀତିରେ ବାଇନେନ୍ସ, ଜେବପେ ଏବଂ ବଜୀରଏକ୍ସ ପରି ପ୍ଲାଟଫର୍ମର କ୍ରିପ୍ଟୋକରେନ୍ସି ୱାଲେଟରେ ରଖାଯାଇଥିବା ୯୦ କୋଟି ଟଙ୍କାକୁ ନିଜ…
ପିଲାପିଲି ନ ହେବାରୁ ବୋହୂକୁ ଗଣଦୁଷ୍କର୍ମ କରାଇଲା ଶାଶୁ, ପଢନ୍ତୁ କାରୁଣିକ ଦୃଶ୍ୟର କାହାଣୀ
ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଶାଶୂ ବୋହୂକୁ ଗ୍ୟାଙ୍ଗରେପ୍ କରାଇଛି । ପ୍ରଥମେ ରେପ୍ କରିବା ପାଇଁ ଲୋକକୁ ଘରକୁ ଡକାଇଲା, ପରେ ବହୁକୁ ସେହି ରୁମକୁ…
ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୫ ଗିରଫ; ୧୯୭ଟି ମାମଲା ରୁଜୁ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଗଡ଼ୱାଲ ଫରେଷ୍ଟ ଡିଭିଜନରେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏପ୍ରିଲ ଆରମ୍ଭରୁ ଉତ୍ତରାଖଣ୍ଡର ଜଙ୍ଗଲରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି। ଜଙ୍ଗଲରେ ଲାଗିଥିବା…
ଗୁଜରାଟ ଉପକୂଳରୁ ୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ଧରାପଡ଼ିଲେ ୧୪ ପାକିସ୍ତାନୀ ନାଗରିକ
ଓଡ଼ିଶା ଭାସ୍କର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରୁ ପ୍ରାୟ ୯୦ କେଜି…