Browsing Category
ଅପରାଧ
ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଦେବାଦେବୀଙ୍କୁ ବି ଛାଡୁନାହାନ୍ତି ଦୁରାଚାରୀ
ନୂଆଦିଲ୍ଲୀ: ପଡୋଶୀ ବାଙ୍ଗଲାଦେଶରେ ନୂଆ ମହମ୍ମଦ ୟୁନୁସ ସରକାର ଆସିବା ପରଠାରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ କଥା ନ କହିବା ଭଲ । ଖାଲି ହିନ୍ଦୁଙ୍କ ଉପରେ ନୁହେଁ, ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଦୁବୃତ୍ତ ରଚୁଛନ୍ତି…
ଥାଳ ନିଅ ଭିକ ମାଗ… ଅସହ୍ୟ ହେଲା ପୁଅ-ବୋହୂଙ୍କ ଅତ୍ୟାଚାର, ପାଣି ଟାଙ୍କିରେ ଡେଇଁ ଜୀବନ ହାରିଲେ ମାତା ପିତା
ରାୟପୁର: ଆଜିକାଲି ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ସାଧାରଣ କଥା । ସମ୍ପତ୍ତି ଲୋଭ ପାଇଁ ପରିବାରରେ ଅନେକ ପରସ୍ପରର ଶତ୍ରୁ ମଧ୍ୟ ପାଲଟିଯାଇଥାନ୍ତି । ବେଳେ ବେଳେ ଏହି ମାନସିକ ଯନ୍ତ୍ରଣା ଏତେ ବଢ଼ିଯାଏ କି ବ୍ୟକ୍ତି…
(Video) ରାତିରେ ବାହାରେ ବୁଲୁଥିଲେ ସାବଧାନ! ପଛରୁ ଆସି ବେକ ଚିପି ଦେବେ ତଣ୍ଟି ଚିପା ଗ୍ୟାଙ୍ଗ, ତାପରେ..
ନୂଆଦିଲ୍ଲୀ: ଏବେ ରାଜଧାନୀରେ ଏକ ନୂଆ ଗ୍ୟାଙ୍ଗ ଆସିଛି । ଲୁଟିବା ପାଇଁ ପଛେ ପଛେ ଆସି ପ୍ରଥମେ ବେକ ଚିପିଦିଅନ୍ତି ପରେ ସାମଗ୍ରୀ ନେଇ ଚାଲିଯାଆନ୍ତି । ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସବୁ ସାମଗ୍ରୀ ମଧ୍ୟ ଦେଇଦିଅନ୍ତି…
ଗୋଟିଏ ଫ୍ୟାନ୍-୨ଟି ବଲ୍ବରେ ଆସିଲା ୧.୯ ଲକ୍ଷର ବିଜୁଳି ବିଲ୍; ଜୀବନ ହାରିଦେଲେ ଯୁବକ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ବ୍ୟକ୍ତି ନିଜ ଘରେ ୧ ଲକ୍ଷ ଟଙ୍କାର ବିଜୁଳି ବିଲ୍ ପାଇବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ବିଦ୍ୟୁତ୍ ବିଲ୍ ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା…
ଦୁର୍ଗା ପୂଜାରେ ପୋଲିସକୁ ମିଳିଲା ବଡ଼ ସଫଳତା; ଜବତ କଲା ୨ ହଜାର କୋଟି ଟଙ୍କାର କୋକେନ୍
ନୂଆଦିଲ୍ଲୀ: ଡ୍ରଗ୍ସ ବିରୋଧୀ ଅଭିଯାନରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ କୁ ପୁଣି ବଡ଼ ସଫଳତା ମିଳିଛି। ରମେଶ ନଗର ଅଞ୍ଚଳରେ ଥିବା ଗୋଦାମରୁ ୨୦୦୦ କୋଟି ଟଙ୍କାର କୋକେନ୍ ଜବତ କରିଛି ପୁଲିସ। ପ୍ରାୟ ୨୦୦ କେଜି ଡ୍ରଗ୍ସ…
ଏ କି ମାନସିକତା.. ଦଳିତ ବୋଲି କଣ ଏତେ ଅତ୍ୟାଚାର, ମଜୁରୀ ମାଗିଲେ ବୋଲି ମୁହଁରେ ଛେପ ପକାଇ ପରିସ୍ରା କଲେ
ନୂଆଦିଲ୍ଲୀ: ବିହାରରୁ ସାମ୍ନାକୁ ଆସିଲା ନିନ୍ଦନୀୟ ଘଟଣା । ମଜୁରୀ ମାଗିବା କାରଣରୁ ବାପା-ପୁଅ ମିଶି ଦଳିତ ଯୁବକଙ୍କୁ ନିର୍ଯାତନା ଦେଇଥିବା ଖବର ସାମ୍ନାକୁ ଆସିଛି । ମଜୁରୀ ମାଗିବା ବେଳେ ତାଙ୍କୁ ନିର୍ଦ୍ଧୁମ ଛେଚିବା…
ଜୁଆ ଖେଳ ପାଇଁ ୧୧ ମାସର ପିଲାକୁ ଅନଲାଇନରେ ବିକିଦେଲା ବାପା; ୮୦ ହଜାରରେ କାରବାର
ନୂଆଦିଲ୍ଲୀ: କଥାରେ ଅଛି, ‘ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ, ପିତରି ପ୍ରତିମା ପନ୍ତେ ପ୍ରିୟନ୍ତେ ସର୍ବଦେବତା’। ପିତାଙ୍କ ସ୍ଥାନ ଆଉ କେହି ନେଇପାରିବେନି । ପିତାଙ୍କ ଆଙ୍ଗୁଠି ଧରି ପିଲା ଚାଲିବା…
ଖଣ୍ଡଗିରି ଥାନାକୁ ଶନିଦଶା, ରାତି ହେଲେ…
ଭୁବନେଶ୍ୱର: ଖଣ୍ଡଗିରି ଥାନାକୁ ପଡିଛି ଶନିଦଶା । ନିଶାସକ୍ତ ମହିଳାଙ୍କ ଏହି ଥାନା ଉପରେ ନଜର । ଆଗରୁ ଏହି ଥାନାରେ ମହିଳା ମଦ ପିଇ ମାତାଲ ଅବସ୍ଥାରେ ଆସି ଏଠି ହଙ୍ଗାମା କରୁଥିବା କଥା ଶୁଣିବାକୁ ମିଳୁଥିଲା । ଏବେ ଏକ…
(Video) ନାବାଳିକାକୁ ଅଚେତ କରିବା ପରେ ଦୁଷ୍କର୍ମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଗିରଫ ମୁସଲମାନ ଯୁବକ
ଚମେଲି: ଉତ୍ତରାଖଣ୍ଡ ଥେରାଲିର ଜଣେ ମୁସଲମାନ ଯୁବକଙ୍କୁ ଗିରଫ କରିଥି ଚମୋଲି ପୋଲିସ । ବାରିକ କାମ କରୁଥିବା ଏହି ଯୁବକ ବିରୋଧରେ ରହିଛି ସଂଗୀନ ଅଭିଯୋଗ । ସେ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ…
(Video) ଓଃ କି ମାନସିକତା, ତାନ୍ତ୍ରିକର ପ୍ରରୋଚନାରେ ଜନ୍ମକଲା ଝିଅର ଜୀବନ ନେଲା ବାପା
ଲକ୍ଷ୍ନୌ: ଅନ୍ଧବିଶ୍ୱାସର କରୁଣ ପରିଣତି । ପତ୍ନୀଙ୍କୁ ଆରୋଗ୍ୟ କରିବାକୁ ନିଜ କୁନି ଝିଅକୁ ଦେଲେ ବଳି । ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜାଫରନଗରରେ । ଘଟଣା ସାର୍ବଜନୀନ ହେବା ପରେ ପୋଲିସ…