
Browsing Category
ଅପରାଧ
ଯାଜପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ହେବ ଖୋଳତାଡ଼
ଯାଜପୁର: ରାଜନୀତିର ପଶାପାଲିରେ ଜଳୁଛି ଯାଜପୁର । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ଆକ୍ରମଣ ମାମଲା ଏବେ ଜୋର ଧରିଛି । ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି ଏହି ଆକ୍ରମଣ ମାମଲା । କାରଣ ଲିକୁଙ୍କ…
(Breaking) ବାଙ୍ଗଲାଦେଶୀ ଦେହଜୀବୀ ମାମଲା- ଆକ୍ସନ ମୋଡରେ ପୋଲିସ, ଦଲାଲ ଦମ୍ପତି ଗିରଫ, ସାମ୍ନାକୁ ଆସୁଛି ନୂଆ ତଥ୍ୟ
କଟକ- ବାଙ୍ଗଲାଦେଶୀ ନାବାଳିକା ଦେହଜୀବୀ ମାମଲାକୁ ଗୁରୁତର ସହ ନେଇଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି କଳା କାରନାମା ପଛରେ ଥିବା ଏକ ଦମ୍ପତିକୁ କାବୁ କରି ନେଇଛି । ଏହି ଦମ୍ପତି କଟକ ସଦର ଅଞ୍ଚଳର ।…
ସମ୍ଭଲରେ ସ୍ଥିତି ଭୟଙ୍କର, ପଥର ମାଡରେ ୨ ଜଣଙ୍କ ମୃତ୍ୟୁ, ବିରୋଧୀ ଘେରିଲେ ସରକାରକୁ
ସମ୍ଭଲ- ଉତ୍ତର ପ୍ରଦେଶର ଜାମା ମସଜିଦ ସର୍ଭେକୁ ନେଇ ଅଶାନ୍ତ ସମ୍ଭଲ । ସର୍ଭେ ବେଳେ ପଥର ମାଡ ସହ ପୋଡାଜଳାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ସର୍ଭେ ଟିମ କୋର୍ଟଙ୍କ ନିର୍ଦ୍ଦେଶରେ…
ଓଡିଶାରୁ ଅପହରଣ, ମହାରାଷ୍ଟ୍ରରେ ୧୪ ଦିନ ଧରି ବନ୍ଦ କୋଠରୀରେ ଦୁଷ୍କର୍ମ, ମନଭରିଗଲା ପରେ…
ଭୁବନେଶ୍ୱର- ରାଜ୍ୟରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ବିବାହିତା ମହିଳାଙ୍କୁ ନବରଙ୍ଗପୁରରୁ ଅପହରଣ କରି ମହାରାଷ୍ଟ୍ର ନେଇ ସେଠାରେ ୧୪ ଦିନ ଧରି ମନଖୁସି କରିବା ପରେ ଅନ୍ୟ ଜଣଙ୍କୁ ବିକ୍ରି କରିବାକୁ ଉଦ୍ୟମ କରିବା…
ସ୍ତ୍ରୀର ଏ କି ମାନସିକତା…ସ୍ବାମୀକୁ 8 ଦିନ ବନ୍ଦି କରି ରଖିଲା, ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା.. ଉଦ୍ଧାର କଲା ପୋଲିସ
ଭୁବନେଶ୍ବର: ଦୁହେଁ ଦୁହିଁଙ୍କର ସୁଖ ଦୁଃଖର ସାଥି ହେବା ପାଇଁ ସ୍ବାମୀ ସ୍ତ୍ରୀ ସାତ ବଚନ ନେଇଥାନ୍ତି । ହେଲେ ଗଜପତି ଜିଲ୍ଲାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବାକୁ ବାଧ୍ୟ…
ମୁଣ୍ଡରେ ପିସ୍ତଲ ରଖି ରିଲ୍ସ୍ କରୁଥିଲା ୧୩ ବର୍ଷୀୟ ବାଳକ; ଅଚାନକ ଫୁଟିଲା ଗୁଳି, ଘଟଣାସ୍ଥଳରେ ମୃତ୍ୟୁ
ମାଲଦା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଜଣେ ୧୩ ବର୍ଷୀୟ ବାଳକର ରିଲ୍ ହବି ରେ ମୃତ୍ୟୁ ଘଟିଛି। ଅଷ୍ଟମ ଶ୍ରେଣୀ ର ଏହି ଛାତ୍ର ପିସ୍ତଲ ସାହାଯ୍ୟରେ ଛାତ ଉପରେ ରିଲ୍ ତିଆରି କରୁଥିଲେ। ଏହାପରେ ମୁଣ୍ଡରେ ଗୁଳି ବାଜିବାରୁ…
Video: ବିଲରେ ବାଘ ଦେଖି ଢ଼େଲା-ପଥର ପକାଇଲେ ଲୋକେ, ଆଖି ହରାଇ ହେଲା ଗୁରୁତର ହେଲା ବାଘୁଣୀ
ନୂଆଦିଲ୍ଲୀ: ଆସାମରେ ବାଘ ଦେଖିବା ପରେ ଲୋକଙ୍କ ଏଭଳି ଅମାନବୀୟ କାର୍ଯ୍ୟ ଦେଖି ଇଣ୍ଟରନେଟ୍ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ କିଛି ଲୋକ ଜଙ୍ଗଲରେ ଏକ ମାଈ ବାଘକୁ ଦେଖୁଛନ୍ତି। ପଥର ଓ ଧାରୁଆ ଅସ୍ତ୍ରରେ…
ଦିନରେ ବର୍ଦି ପିନ୍ଧି ଡ୍ୟୁଟି, ରାତିରେ ଖୋଜିବୁଲେ ଶିକାର: ୪ ମହିଳାଙ୍କୁ କଲାଣି ହତ୍ୟା
ନୂଆଦିଲ୍ଲୀ: ବର୍ଦି ପଛରେ ଲୁଚି ରହିଥିଲା ସଇତାନ ଚେହେରା। ସେ ଜଣେ ରକ୍ଷକ ଭକ୍ଷକ ସାଜିଲା। ସେ ଚାରି ଜଣ ମହିଳାଙ୍କ ଜୀବନ ନେଇଥିଲା। ସେ ଏକ ଡବଲ୍ ଲାଇଫ୍ ବିତାଉଥିଲେ ଯେଉଁଥିରେ ତାଙ୍କୁ ଦିନରେ ୟୁନିଫର୍ମ ପିନ୍ଧି…
ପାଠରେ କୃଷ୍ଣା ଥିଲା ଆଗରେ, ଅଜାଣତରେ ପଡିଗଲା Online ଗେମ୍ ନିଶାରେ, ତାପରେ…
ଗାନ୍ଧୀନଗର- ପୁଣି ଜୀବନ ନେଲାଣି ଅନଲାଇନ ଗେମ । ଗୁଜରାଟର ରାଜକୋଟରେ ଅନଲାଇନ ଗେମ ପାଇଁ ଜୀବନ ହାରିଲେ ୨୦ ବର୍ଷର ଯୁବକ । ଗେମରେ ବହୁତ କ୍ଷତି ସହିବା ପରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି କୃଷ୍ଣା ପଣ୍ଡିତ ନାମକ ଯୁବକ…
ଆଖୁ କିଆରିରେ ଲୁଚି କରୁଥିଲେ ଖେଳ, ପୋଲିସ ଖବର ପାଇ ପହଞ୍ଚି…
ଚଣ୍ଡିଗଡ- ଆଖୁ କିଆରିରେ ପୋଲିସର ଏନକାଉଣ୍ଟର । ଲାଣ୍ଡା ଗ୍ୟାଙ୍ଗର ଦୁଇ ସାଥୀଙ୍କୁ ଆଖୁ କିଆରିରେ କାବୁ କରିବାରେ ସଫଳ ହୋଇଛି ଓ ପୋଲିସ ଗୁଳିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ପୁରା ୫୦ ରାଉଣ୍ଡ ଗୁଳି ଆଖୁ କିଆରିରେ ଉଭୟ…