fbpx
BJD SKY
BJD SKY
Browsing Category

ଅପରାଧ

ଅନ୍ତର୍ଜାତୀୟ କବାଡ଼ି ଖେଳାଳିଙ୍କୁ ଗୁଳିମାଡ଼, ମ୍ୟାଚ ମଝିରେ ହତ୍ୟା କରି ଫେରାର ହେଲେ ଦୁର୍ବୁତ୍ତ

ମ୍ୟାଚ ମଝିରେ ଖେଳାଳିଙ୍କୁ ଗୁଳିମାରି ହତ୍ୟା । ପଞ୍ଜାବ ଜଳନ୍ଧରରେ ସୋମବାର ସନ୍ଧ୍ୟାରେ ଜଣେ କବାଡ଼ି ଖେଳାଳିଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବଡ଼ କଥା ହେଉଛି କବାଡ଼ି ଟୁର୍ଣ୍ଣାମେଣ୍ଟ ଚାଲୁଥିବା ସମୟରେ ହିଁ କିଛି…

‘ରାଜେଶକୁ ଛାଡ଼ ନ ହେଲେ ଉଠିବୁନି’: ଲକ୍ଷ୍ମୀ ସାଗର ଥାନା ଆଗରେ ଧାରଣାରେ ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଟକ ରଖିଥିବା ଯୁବକଙ୍କୁ ଛାଡ଼ିବା ଦାବିରେ ଥାନା ସମ୍ମୁଖରେ ବିଜେପିର ଧାରଣା । କର୍ପୋରେଟର ପ୍ରାର୍ôଥନୀଙ୍କ ଦିଅରଙ୍କୁ ପୋଲିସର ଅଟକ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଆଗରେ ଧାରଣା…

ସହିପାରିଲେନି ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ: ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ

ସଂସାର ଉଜାଡ଼ିଦେଲା ରାଜନୀତି । ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟଙ୍କୁ ସହି ନ ପାରି ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ, ସ୍ତ୍ରୀ ମଧ୍ୟ ପିଇଦେଲେ ବିଷ । ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର…

ପେଟ ଖରାପ ଥିବା ନେଇ ଅଭିଯୋଗ ଆଣିଲେ ବ୍ୟକ୍ତି: ଗୋଡେଇ ଗୋଡେଇ ମାଡ ମାରିଲେ ଡାକ୍ତର, ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ରୋଗୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଡାକ୍ତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପକଣ୍ଠ ଚିକିତ୍ସାଳୟରୁ ଏମିତି ଏକ ଅଭିଯୋଗ ଆସିଛି । ଡାକ୍ତର ଜଣକ କେତେବେଳେ ବିଧା ଗୋଇଠା ତ କେତେବେଳେ ବାଡି ଧରି…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ କର୍ମଚାରୀ: ପଲସରରେ ଆସି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ରାଉରକେଲା: ରାଉରକେଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି ଦୁର୍ବୃତ୍ତ । ସେକ୍ଟର-୧୯ ଥାନା ନିକଟରେ ଏମିତି ଏକ ଲୁଟର ଶିକାର ହୋଇଛନ୍ତି…

ଆତଙ୍କବାଦୀଙ୍କ ବର୍ବରତା, ଛୁଟିରେ ଯାଇଥିବା ସିଆରପିଏଫ ଯବାନଙ୍କ ଗୁଳିମାରି କଲେ ହତ୍ୟା

ଜମ୍ମୁ-କଶ୍ମୀର ସୋପିଆନରେ ଆତଙ୍କବାଦୀମାନେ ଜଣେ ସିଆରପିଏଫ୍ ଯବାନଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ଯବାନ ଜଣକ ଛୁଟିରେ ଥିବା ସମୟରେ ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଯବାନଙ୍କୁ ହସ୍ପିଟାଲ ନେବା…

ପ୍ରେମରେ ଲାଗିଲା କଳଙ୍କ: ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ଜହ୍ଲାଦ ପ୍ରେମିକ

ମୟୁରଭଞ୍ଜ: ପ୍ରେମିକ ମନରେ ଭରିଗଲା ରାଗ, ଆଉ ଭୁଲିଗଲା ହୃଦୟ ଦେଇ ଭଲ ପାଉଥିବା ସେହି ଝିଅଟିକୁ । ପଥରରେ ଛେଚି ଛେଚି ପ୍ରେମିକାକୁ ବିଭତ୍ସ ଭାବରେ ହତ୍ୟା କରିଛି ଞ୍ଜମୁନୁ । ବୁଲିବାକୁ ଯାଇଥିଲେ ପ୍ରେମୀ ଯୁଗଳ । କିନ୍ତୁ…

ଛାତ୍ରୀକୁ କମେଣ୍ଟ ମାରିବା ପଡିଲା ମହଙ୍ଗା, ଧରାପଡି ଜେଲ୍ ଗଲେ ଯୁବକ

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌):ସ୍କୁଲ ଛାତ୍ରୀକୁ କମେଣ୍ଟ ମାରିବା ଘଟଣା ଜଣେ ଯୁବକକୁ ମହଙ୍ଗା ପଡିଲା । ଶେଷରେ ଡେଲାଙ୍ଗ ପୋଲିସ ଯୁବକକୁ ଗିରଫ କରି ଜେଲ ପଠାଇଛି । ମିଳିଥିବା ପୋଲିସ ସୁଚନା ମୁତାବକ ପ୍ରତ୍ୟେକଦିନ…

ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ଧରାପଡିଲା ମହିଳା ମାଓବାଦୀ, ବିଭିନ୍ନ ଥାନାରେ ମାଓହିଂସାରେ ସାମିଲ ନେଇ ରହିଛି ମାମଲା

ମାଲକାନଗିରି,(ଭାସ୍କର ନ୍ୟୁଜ୍ ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛାତିଶଗଡର ବିଜାପୁର ଜିଲ୍ଲାରେ ଜଣେ ମହିଳା ମାଓବାଦୀ ପୋଲିସ ଦ୍ୱାର ଗିରଫ । ସୂଚନା ଅନୁଯାୟୀ ଛାତିଶଗଡର ଉସୁର ପୋଲିସ ଷ୍ଟେସନର ମହିଳା ଏବଂ ପୁରୁଷ…

ଯୁବକଙ୍କୁ କଲେ ଅପହରଣ: ଟଙ୍କା ପାଇଁ ପରିବାରକୁ ଭିଡିଓ କଲ କରି ଯୁବକଙ୍କୁ ମାଡ଼ (See Video)

ଯୁବକଙ୍କ ମୁଣ୍ଡକୁ ଗୋଡରେ ଚାପି ଗଡ଼ାଇ ତଡ଼ାଇ ମାରିଲେ ମାଡ଼ । ଖାଲି ସେତିକି ନୁହେଁ ଉଲଗ୍ନ କରି ଭିଡିଓ କଲେ ଘର ଲୋକଙ୍କୁ ମଗାଯାଇଥିଲା ଟଙ୍କା । ଭୁବନେଶ୍ୱରରେ ଏଭଳି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାରେ…