
Browsing Category
ଅପରାଧ
କଲେଜ ପରିସରରେ ଦୁଷ୍କର୍ମ ଅଭିଯୋଗ, ଛାତ୍ର ସଂଗଠନ ଅଶାନ୍ତ, ୬୦୦ରୁ ଅଧିକ ଗିରଫ
ଇସଲାମାବାଦ: ଜଳୁଛି ପଞ୍ଜାବ । ଦୁଷ୍କର୍ମ ଘଟଣାକୁ ନେଇ ଅଶାନ୍ତ ପାକିସ୍ତାନର ପଞ୍ଜାବ । ସ୍ଥିତି ଅସମ୍ଭାଳ ହେବା ପରେ ରାଜ୍ୟର ପ୍ରଧାନ ମରିୟମ ନବାଜ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି . ୬୦୦ରୁ ଅଧିକ ଛାତ୍ରଙ୍କୁ…
କି ଭୟଙ୍କର ମାନସିକତା… ଶିବଙ୍କ ତ୍ରିଶୂଳରେ ହତ୍ୟା, ଜେଜେ ମା’ଙ୍କ ରକ୍ତରେ ରୁଦ୍ରାଭିଷେକ କଲା ଯୁବକ
ନୂଆଦିଲ୍ଲୀ: ମଣିଷ ମନରୁ ଧିରେ ଧିରେ ଲୋପ ପାଉଛି ମାନବିକତା । ମଣିଷ ହୃଦୟରୁ ହଜିଯାଉଛି ସ୍ନେହ ଆଦର, ଭୁଲି ଯାଉଛି ସମ୍ପର୍କର ମୂଲ୍ୟ । ଛୋଟ ଛୋଟ ମନ ମାଳିନ୍ୟ ନେଉଛି ଭୟଙ୍କ ରୂପ । କେବେ ନିର୍ଯାତନା ତ କେବେ ହତ୍ୟା,…
ସମଲିଙ୍ଗୀ ସମ୍ପର୍କ ପାଇଁ ପାଗଳ ହେଲା ଝିଅ; ମା’କୁ ଛୁରୀ ଭୁସି ମାରିଲା ନାବାଳିକା
ନୂଆଦିଲ୍ଲୀ: ଘଟଣାଟି ୨୦୧୨ ମସିହା ଜୁଲାଇ ମାସର। ରାତି ୧ଟାରେ ପୁଲିସର ଜରୁରୀକାଳୀନ ନମ୍ବରକୁ ଏକ କଲ୍ ଆସିଲା। ଫୋନରେ ଥିବା ସ୍ୱରଟି ଜଣେ ଝିଅର ଥିଲା, ଯିଏ କହିଛି ଯେ ରାତି ଅନ୍ଧାରରେ ସେ ପଛ କବାଟ ଦେଇ ତାଙ୍କ ଘରେ…
ପୂର୍ବ ଶତ୍ରୁତାରୁ ଟାଇଲ୍ସ ଦୋକାନରେ ବୋମାମାଡ଼, ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର
ଭୁବନେଶ୍ବର: ଅଶାନ୍ତ ହେଲା ଖଲ୍ଲିକୋଟ । ଟାଇଲ୍ସ ଦୋକାନ ଉପରକୁ ବୋମାମାଡ ହୋଇଥିବା ସୂଚନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଜଣାପଡିଛି । କେଶପୁର ଛକରେ ବୋମା ଫୁଟିଛି । ତେବେ ବୋମାମାଡ ହୋଇଥିବା…
ପୁଣି ବିମାନରେ ବୋମା ଥିବା କଲ୍; ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଭିସ୍ତାରା ବିମାନକୁ ମିଳିଲା ଧମକ
ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାଉଥିବା ଭିସ୍ତାରାର ବିମାନ ୟୁକେ-୧୭କୁ ବୋମା ମାଡ଼ ଧମକ ଦିଆଯାଇଛି । ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଥିଲା । ବିମାନକୁ ଫ୍ରାଙ୍କଫର୍ଟକୁ…
ବହରାଇଚ ହିଂସା: ଅଭିଯୁକ୍ତ ଧରାପଡ଼ିବା ପରେ ବି ପ୍ରଶାସନ ଉପରେ ବର୍ଷିଲେ ରାମଗୋପାଳଙ୍କ ପତ୍ନୀ
ନୂଆଦିଲ୍ଲୀ: ବହରାଇଚରେ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ରାମଗୋପାଳଙ୍କ ପତ୍ନୀ ଦାବି କରିଛନ୍ତି ଯେ, ପରିବାରକୁ ଦାବି ଅନୁଯାୟୀ ନ୍ୟାୟ ମିଳୁନାହିଁ । ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ…
୧୫୦୦ ଜମାକାରୀଙ୍କ ଜମା ରାଶି ନେଇ ପୋଷ୍ଟମାଷ୍ଟର ଫେରାର୍! ପୋଷ୍ଟ ଅଫିସରେ ଘୋ’-ଘା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ କୋଟି କୋଟି ଟଙ୍କାର ଠକେଇର ଏକ ଘଟଣା ସାମ୍ନାକୁ ଆସିଛି । ପୁଲିସ ସୂଚନା ଅନୁଯାୟୀ, ଜିଲ୍ଲାର ସିମ୍ଗଡ଼ୀ ସବ୍ ପୋଷ୍ଟ ଅଫିସରୁ ୧୫୦୦ରୁ ଅଧିକ ଆକାଉଣ୍ଟଧାରୀଙ୍କ ଜୀବନ…
‘ଡିଜିଟାଲ ଆରେଷ୍ଟ୍’କୁ କରୁଛନ୍ତି ଅସ୍ତ୍ର; ନିଜକୁ CBI କହି ମହିଳାଙ୍କଠୁ ଠକିନେଲେ ୫ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଏକ ଭୟଙ୍କର ଠକେଇର ଶିକାର ହୋଇଛନ୍ତି ଅହମ୍ମଦାବାଦର ନାରଣପୁରାର ଜଣେ ୨୭ ବର୍ଷୀୟା ଯୁବତୀ, ଯେଉଁଥିରେ ସାଇବର ଅପରାଧୀମାନେ ସିବିଆଇ ପରିଚୟ ଦେଇ ତାଙ୍କୁ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମହିଳା ହେମାଲି…
ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲା; ୩୫କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା
ପାଟନା: ବିହାରର ସିୱାନ ଓ ସାରଣ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ମାମଲା, ୩୫କୁ ବୃଦ୍ଧି ପାଇଲା ମୃତଙ୍କ ସଂଖ୍ୟା । ସିୱାନ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୮ ରହିଛି। ସିୱାନରେ ବିଷାକ୍ତ ମଦ ପିଇ ୭୯ ଜଣ ଙ୍କୁ ହସ୍ପିଟାଲରେ…
ରାଜଧାନୀରେ ଭରତପୁର ଘଟଣାର ପୁନରାବୃତ୍ତି, କୋଷ୍ଟଗାର୍ଡ ଅଧିକାରୀଙ୍କ ପରିବାରକୁ ମଦ୍ୟପଙ୍କ…
ଭୁବନେଶ୍ୱର: ରାଜଧାନୀରେ ଥମୁନି ମଦ୍ୟପଙ୍କ ଉତ୍ପାତ । ପୁଣି ରାସ୍ତାରେ ମଦ୍ୟପ ଜଣେ ସୁରକ୍ଷା ଅଧିକାରୀଙ୍କ ସହ କଲେ ଦୁର୍ବ୍ୟବହାର । ନିଛାଟିଆ ରାସ୍ତାରେ ଗାଡ଼ି ଗାଡି ଅଟକାଇ ଅଧିକାରୀ ଓ ତାଙ୍କ ପତ୍ନୀଙ୍କ ପ୍ରତି ଖରାପ…