
Browsing Category
ଅପରାଧ
କୋଲକାତା ମାମଲା: CBI ଚାର୍ଜସିଟ୍ରେ ଆସିଲା କ’ଣ? ସଞ୍ଜୟ ନିଶାରେ ଏସବୁ କରିଥିଲା ନା ଆଉକିଛି…
କୋଲକାତା: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ସଞ୍ଜୟ ରାୟଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି…
Video: ମୃତ୍ୟୁ ପୂର୍ବରୁ ମଶାଣିରେ ଶୋଇଦେଲେ ପରିବାର ଲୋକ, ମରିବା ପାଇଁ ଦିନ ଗଣୁଛନ୍ତି ବୃଦ୍ଧ
ଢେଙ୍କାନାଳ: (ଓଡ଼ିଶା ଭାସ୍କର) ଇଏ କେମିତିକା ସମାଜ। କେମିତିକା ମଣିଷ, ଏମଣିଷ ଦେହରେ କଣ ରକ୍ତ ଶୁଖିଗଲାଣି। କଣ ହୃଦୟ ଓ ମାନବିକତା ବୋଲି କିଛି ନାହିଁ। କଣ ପଶୁ ଠାରୁ ହିନପାଲଟି ଯାଇଛି। କୁହାଯାଏ କୋଟି ପୁଣ୍ୟ ବଳରେ…
ଫସିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ; ସିଜେଏମ୍ କୋର୍ଟରେ ମାମଲା
ମୁମ୍ବାଇ: ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ମୁଜାଫରପୁର ସିଜେଏମ୍ କୋର୍ଟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ୪ ଜଣଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି…
(Video) ଦେହରେ କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି, କାରଣ ବୁଲାଇଦେବ ମଥା
ବ୍ରହ୍ମପୁର: ଝିଅ ଉପରେ ବାପାର ଖରାପ ନଜର ଥିଲା । ପ୍ରତିଟି ସମୟରେ ଝିଅ ସହ ଖରାପ ସମ୍ପର୍କ ରଖିବା ପାଇଁ ଚାହୁଁଥିଲା ବାପା । ଯାହାକୁ ସହି ପାରିଲା ନାହିଁ ଝିଅ । ଆଉ ରାସ୍ତା ଉପରେ ଉପରେ ଆତ୍ମାହୁତୀ ଉଦ୍ୟମ କରି…
ମେକ୍ସିକୋରେ ରାଜନୈତିକ ହିଂସା: ୬ ପ୍ରାର୍ଥୀଙ୍କ ହେଲାଣି ହତ୍ୟା
ମେକ୍ସିକୋ: ମେୟରଙ୍କ ହତ୍ୟାର ଆଧିକାରିକ ପୁଷ୍ଟି ହ୍ୱାଟ୍ସଅପରେ ସର୍କୁଲେଟ ହେଉଛି । ଫଟୋରେ ଏକ ଟ୍ରକ ଉପରେ ଏକ କଟା ମୁଣ୍ଡ ଦେଖିବାକୁ ମିଳୁଛି । କଟା ମୁଣ୍ଡ ଜଣେ ମେୟରଙ୍କର । ମେୟରଙ୍କ ହତ୍ୟା ନୂଆ ସରକାରର ସଚିବ…
(Video) ଦୁଷ୍କର୍ମକାରୀ ବିରୋଧରେ ଥାନାରେ ମାମଲା ଦେବାରୁ, ଏମିତି କରିଛି ଦୁରାଚାରୀ କି ଛାତି ଥରିଯିବ
ଭୋପାଲ: ମଧ୍ୟପ୍ରଦେଶର ଛତ୍ରପୁରରେ ଲଜ୍ଜା । ଖାଲି ଲଜ୍ଜା ନୁହେଁ, ନରାକୀୟକାଣ୍ଡ । ଘରେ ପସି ନାବାଳିକାକୁ ଗୋଟିଏ କୋଠରୀକୁ ନେଇ ବାରମ୍ବାର, ବହୁ ସମୟ ଧରି ଦୁଷ୍କର୍ମ କରିବା ପରେ ପୀଡିତା ଓ ତାର ପରିବାର ଲୋକଙ୍କୁ ଗୁଳି…
ଶ୍ୱଶୁର ଘରକୁ ଯିବା ସମୟରେ ଅଘଟଣ; ମହିଳାଙ୍କୁ ମାଡ଼ ମାରିଲେ, ବନ୍ଧୁକ ମୁନରେ ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ
ନୀଳଗିରି: ଦିନକୁ ଦିନ ଲୁଟ୍ ମାର ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହା ପୋଲିସ ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଥିମଧ୍ୟରେ ନୀଳଗିରି ଚଷାଖଣ୍ଡ ନିକଟରେ ମହିଳାଙ୍କ ଠାରୁ ଲୁଟ୍ ଘଟଣା…
Video: ଦୁଷ୍କର୍ମ କରି ଦୌଡ଼ି ପଳାଉଥିଲା ଦୁର୍ବୃତ୍ତ, ଏନକାଉଣ୍ଟର କଲା ପୋଲିସ, ଅଭିଯୁକ୍ତ ଗୁରୁତର
ନୂଆଦିଲ୍ଲୀ: ୮ ବର୍ଷ ଝିଅକୁ ଦୁଷ୍କର୍ମ କରି ଦଉଡ଼ୁଥିଲା ପୋଲିସ କଲା ଏନକାଉଣ୍ଟର। ଏକୁଟିଆ ପାଇ କୁନି ଝିଅକୁ ଝୁଣି ପକାଇଥିଲା। ଅନ୍ଧାର ରାତିରେ ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର କଲା ପୋଲିସ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…
୨୪ ପ୍ରଗଣା ଦୁଷ୍କର୍ମ ମାମଲା: ସାରା ଶରୀରରେ କ୍ଷତ ଓ ରକ୍ତ, କହିଲେ ନାବାଳିକାଙ୍କ ପରିବାର ଲୋକ
କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଜୟନଗରରେ ଜଣେ ନାବାଳିକାଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି…
ଠିକାଦାରଙ୍କ ବିଲ କ୍ଲିୟର କରିବାକୁ ନିର୍ବାହୀ ଯନ୍ତ୍ରୀ ନେଉଥିଲେ ଲାଞ୍ଚ…
ସୁବର୍ଣ୍ଣପୁର: ଆଉ ଜଣେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଭିଜିଲାନ୍ସ ଜାଲରେ । ସୁବର୍ଣ୍ଣପୁରର ତେଲ ଇରିଗେସନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ରଙ୍ଗାହାତ କାବୁ କରିନେଇଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜଣେ…