
Browsing Category
ଅପରାଧ
୩ ମାସ ଭିତରେ ଫାଶୀଦଣ୍ଡ ଦିଆଯାଉ… ପୋଲିସକୁ ଚେତାବନୀ, ନାବାଳିକା ଦୁଷ୍କର୍ମରେ ମମତାଙ୍କ ତାଗିଦ
କୋଲକାତା: ପଶ୍ଚିମବଙ୍ଗରେ ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଆଶାନ୍ତି ବୃଦ୍ଧି କରିଛି । ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି । ସମ୍ପୃକ୍ତ ଦୁଷ୍କର୍ମକାରୀକୁ…
ଜେଲ ଗଲା ପରେ ବି ପଶିଲାନି ଚେତା, ଦାଦାଗିରି ପାଇଁ ପୋଲିସ ରଖିଲା ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନରେ ଦାଦାବଟି ମାଗିବା ଅଭିଯୋଗରେ ଜେଲଫେରନ୍ତାଙ୍କୁ ଅଟକ ରଖିଛି ପୋଲିସ । ଜେଲରୁ ଫେରିବା ପରେ ରଘୁ ବାରିକ ନାମକ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଜନୈକ ମିଠା ଦୋକାନୀଙ୍କଠାରୁ…
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଗିଂ, 17 ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଗଣିବେ ଏତିକି ଟଙ୍କା
ବ୍ରହ୍ମପୁର : ଥମିବାର ନାଁ ନେଉଛି ରାଗିଂ । ଅନେକ ପ୍ରକାର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ବିଶ୍ବବିଦ୍ୟାଳୟରେ ରାଗିଂ ହେଉଥିବା ଖବର ସାମ୍ନାକୁ ଆସୁଛି । ଗତ କିଛି ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ରାଗିଂ ଖବର…
ହରିୟାଣା ନିର୍ବାଚନରେ ହିଂସା: ପାର୍ଟି ସମର୍ଥକଙ୍କ ମଧ୍ୟରେ ଲଢେଇ, ମତଦାନ ବେଳେ ଅଶାନ୍ତି
ହରିୟାଣା: ଆଜି ସାରା ହରିୟାଣା ନିର୍ବାଚନରେ ମତଦାନ ଜାରି ରହିଛି । ରାଜ୍ୟର ମୋଟ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଜନତା । ତେବେ ଏହା ଭିତରେ ହରିୟାଣାର ଏକାଧିକ ମତଦାନ କେନ୍ଦ୍ରରେ ହିଂସା ଦେଖିବାକୁ ମିଳିଛି ।…
ଭାରତରେ ବ୍ୟାନ୍ କରାଗଲା ଜାକିର ନାଇକଙ୍କ ‘ଏକ୍ସ’ ହ୍ୟାଣ୍ଡେଲ
ନୂଆଦିଲ୍ଲୀ: ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକଙ୍କ ଏକ୍ସ (ପୂର୍ବ ଟ୍ୱିଟର) ହ୍ୟାଣ୍ଡେଲରେ ଭାରତକୁ ନିଷିଦ୍ଧ କରାଯାଇଛି ଏବଂ ଭାରତୀୟ ଆଇନ ଅନୁଯାୟୀ ପଳାତକ ଘୋଷଣା କରାଯାଇଛି । ଜାକିର ନାଇକଙ୍କ ଏକ୍ସ…
ହୁସିଆର! ବୈଜ୍ଞାନିକଙ୍କୁ ହାଉସ ଆରେଷ୍ଟରେ ୭୨ ଘଣ୍ଟା ରଖିଲେ ସାଇବର ଠକ, ଲୁଟିନେଲେ ସବୁକିଛି..
ନୂଆଦିଲ୍ଲୀ: ସାଇବରଠକଙ୍କ ସଂଖ୍ୟା ସାରା ଦୁନିଆରେ ବଢିବାରେ ଲାଗିଛି। ଇନ୍ଦୋରର ଜଣେ ବୈଜ୍ଞାନିକ ଏବଂ ତାଙ୍କ ସ୍ତ୍ରୀଙ୍କୁ ୭୨ ଘଣ୍ଟା ଅର୍ଥାତ ୬ଦିନ ପର୍ଯ୍ୟନ୍ତ ଡିଜିଟାଲ ଆରେଷ୍ଟ କରି ରଖିଥିଲେ। ଏହାରି ମଧ୍ୟରେ ଠକମାନେ…
ହାଇତିରେ ଭୟଙ୍କର ଆକ୍ରମଣ; ୭୦ ମୃତ, ଲୋକଙ୍କୁ ଘର ଛାଡ଼ି ପଳାଇବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ମିଳିତ ଜାତିସଂଘ କହିଛି ଯେ ହାଇତିରେ ଗଣହତ୍ୟାରେ ଅତି କମରେ ୭୦ ଜଣଙ୍କ ମୃତ୍ୟୁ ଘଟିଛି । ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଅନୁଯାୟୀ, ସ୍ୱୟଂଚାଳିତ ରାଇଫଲ ଧରି ସଶସ୍ତ୍ର ବନ୍ଧୁକଧାରୀମାନେ…
ଗୁଣି-ଗାରେଡ଼ି ପାଇଁ ଯାଉଛି ଅନେକ ଜୀବନ; ନଜର ପକାନ୍ତୁ NCRBର ଏହି ଭୟଙ୍କର ତଥ୍ୟ ଉପରେ
ନୂଆଦିଲ୍ଲୀ: ଇତିହାସ କୁହେ ତନ୍ତ୍ର-ମନ୍ତ୍ର ଆଜି ନୁହେଁ, ଶତାବ୍ଦୀ ଧରି ଦୁନିଆରେ ରହିଆସିଛି। ଏପରିକି ଅତିତରେ ଏମିତି ଅନେକ ଘଟଣା ଦେଖିବାକୁ ମିଳେ, ଯେଉଁଥିରେ ତନ୍ତ୍ର ବା ଗୁଣି-ଗାରେଡ଼ି ବିଷୟରେ ଉଲ୍ଲେଖ ରହିଛି। ତେବେ…
(Video) ଉଲଗ୍ନ କରି ପିଟିଲେ, ପରିସ୍ରା ପିଆଇ ହୋସକୁ ଆଣିଲେ: ଶ୍ରମିକଙ୍କୁ ମାଡ଼ ଘଟଣାରେ ୩ ଜଣ ଗିରଫ
ଢେଙ୍କାନାଳ: ମଣିଷ କୂଳରେ ଜନ୍ମ ନେଇ ବି ଅନେକ ଲୋକ ନିଜ ମାନବିକତା ହରାଇ ଦେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ମୋଟଙ୍ଗା ଥାନା ଅଞ୍ଚଳରେ ୨ ଜଣ ଯୁବକଙ୍କୁ ମିଛରେ ଚୋର…
ଇଜରାଏଲ ମେସିନ ଥେରାପି ଫେରାଇବ ଯୌବନ, ଲାଳସାରେ ହଜାର ହଜାର ଧାଡିରେ…
କାନପୁର: ମଣିଷ ମାତ୍ରକେ ସମସ୍ତେ ଚାହଁନ୍ତି ଚୀର ଯୌବନ । ସେଥିପାଇଁ ବୟସ ବଢିଗଲେ ଅନେକ ଅବସାଦଗ୍ରସ୍ତ ହୋଇଯାଉଛନ୍ତି । ଯାହାର ଫାଇଦା ନେଇ କାନପୁରର ଏକ ହାଇପ୍ରୋଫାଇଲ ଠକ ଦମ୍ପତି ଲୁଟିନେଇଛନ୍ତି କୋଟିକୋଟି ଟଙ୍କା ।…