Browsing Category

ଅପରାଧ

ଲଜ୍ଜା! ନାବାଳିକାକୁ ଦୁଷ୍କର୍ମ ପରେ ମାରିଦେଲେ ଦୁର୍ବୃତ୍ତ

ନବରଙ୍ଗପୁର: ନବରଙ୍ଗପୁରରେ ଲଜ୍ଜା । ସୀମା ଟପିଲା ପାଶବିକତା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ମୃତ ନାବାଳିକାର ବୟସ 10 ବର୍ଷ ବୋଲି ଜଣାପଡିଛି । ସ୍କୁଲ ପଛ ବୁଦା ନିକଟରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର…

ହିଜବୁଲ୍ଲା ଲଢୁଆ ପେଜରରେ ବିସ୍ଫୋରଣ; ୮ ମୃତ, ଇରାନ ରାଷ୍ଟ୍ରଦୂତଙ୍କ ସମେତ ୩୦୦୦ରୁ ଅଧିକ ଲୋକ ଆହତ

ନୂଆଦିଲ୍ଲୀ: ଲେବନାନରେ ହିଜବୁଲ୍ଲା ସଦସ୍ୟଙ୍କ ପେଜରରେ ସିରିଏଲ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ମଙ୍ଗଳବାର (ସେପ୍ଟେମ୍ବର ୧୭)…

ମନୋଜ ବର୍ମା ହେବେ କୋଲକାତା ପୋଲିସ କମିଶନର; ବିନୀତ ଗୋଏଲଙ୍କୁ ହଟାଇଲେ ଦିଦି

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ପରେ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ କୋଲକାତା ପୁଲିସ କମିସନର ବିନୀତ…

ବିଜେପି କାଉନସିଲରଙ୍କ ଉପରେ ଗୁଳିମାଡ଼, ମର୍ଣ୍ଣିଂ ୱାକରେ ବାହାରିଥିଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଅପରାଧ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଫିରୋଜାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଫିରୋଜାବାଦରେ ଭାରତୀୟ ଜନତା ପାର୍ଟୀର କାଉନସିଲର ଅଲୀମ ଭୋଲାଙ୍କୁ ଅଜଣା ଲୋକେ…

Kolkata Case: ଶେଷରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା, ଶେଷ ହେଲା ବୈଠକ

କୋଲକାତା: କୋଲକାତାର ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନରତ କନିଷ୍ଠ ଡାକ୍ତର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର କାଲିଘାଟସ୍ଥିତ ମୁଖ୍ୟମନ୍ତ୍ରୀ ମମତା…

ତ୍ରିରଙ୍ଗାରେ ନାହିଁ ଅଶୋକ ଚକ୍ର, ଲାଗିଛି ଚାନ୍ଦ-ତାରା… ମାମଲାକୁ ନେଇ ପୋଲିସର ଆକ୍ସନ

ନୂଆଦିଲ୍ଲୀ: ଭାରତର ଜାତୀୟ ପତାକା ଭାବରେ ତ୍ରିରଙ୍ଗାକୁ ଦେଶରେ ଖୁବ ସମ୍ମାନ ଦିଆଯାଏ । କିନ୍ତୁ ବିହାରରେ ଏହି ତ୍ରିରଙ୍ଗା ପତାକାକୁ ଅସମ୍ମାନିତ ହୋଇଥିବା ଦେଖାଯାଇଛି । ଜୁଲୁସର ଏକ ପିକ୍ ଅପରେ ତ୍ରିରଙ୍ଗା ପତାକାରେ…

କଟକ ରୋଡରେ ବେପରୁଆ ଗାଡି ଚଳାଇବା ସହ ଆତଙ୍କ ଖେଳାଇ ୬ ଗିରଫ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ କାରରେ ଷ୍ଟଣ୍ଟ ଦେଖାଇବା ସହ ଆତଙ୍କ ଖେଳାଇ ୬ ଗିରଫ । ରାସ୍ତା ଉପରେ ଖାଲି ରଫ ଡ୍ରାଇଭ ନୁହେଁ, ସାପ ପରି ଏଣେତେଣେ ଗାଡି ଯୁଆଡେ ପାରିଲେ ସିଆଡେ ପୁରେଇଲେ । ସ୍ଥିତି ଏମିତି ହେଲା କି…

ଛାତ୍ରଙ୍କ ପ୍ରାଇଭେଟ୍ ପାର୍ଟ ଚେକିଂ କଲା ପୋଲିସ; ମୁଖ୍ୟମନ୍ତ୍ରୀଙ୍କ ପାଖରେ ମାମଲା, କାର୍ଯ୍ୟାନୁଷ୍ଠାନ ନେଲେ DGP

ଗୌହାଟି: ଆସାମରେ ପରୀକ୍ଷା ବେଳେ ପୋଲିସ ଅସଦାଚରଣର ଏକ ଗମ୍ଭୀର ଘଟଣା ସାମ୍ନାକୁ ଆସିଛି। ଚେକିଂ ନାଁରେ ଜଣେ ଛାତ୍ରଙ୍କ ପ୍ରାଇଭେଟ ପାର୍ଟକୁ ଛୁଇଁବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା…

Video; ଅକ୍ଷମଣୀୟ ମହାପାପ, ଶିବଲିଙ୍ଗ ଉପରେ ପାଦ ରଖି ପୂଜା ପାଉଛନ୍ତି ବାବା, ଦେଖନ୍ତୁ ଦୃଶ୍ୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଆରେ ଏକ ଲୋକ କଥା ଅଛି- ବିନାଶ କାଳେ ବିପରିତ ବୁଦ୍ଧି। ଏହା ପୁଣି ଯେ ଜଣେ ସାଧୁ-ସନ୍ଥଙ୍କ ଉପରେ କୁହାଯିବ ତାହା ଶୁଣି ଟିକିଏ ଆବାକ୍ ଲାଗିବ। ହେଲେ ଏଦୃଶ୍ୟ ଥରେ ଆପଣ ଦେଖିଲେ ନିଜକୁ…

ହଷ୍ଟେଲ ରୁମରେ ଗୋମାଂସ ରାନ୍ଧିବା ଅଭିଯୋଗରେ ୭ ଛାତ୍ର ନିଲମ୍ବିତ

ବ୍ରହ୍ମପୁର: ରାଜ୍ୟର ଜଣାଶୁଣା ସରକାରୀ ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁରର ୭ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନିଲମ୍ବିତ କରିଦେଇଛନ୍ତି । ହଷ୍ଟେଲ ପରିସରରେ ନିଷିଦ୍ଧ ଗୋରୁ ମାଂସ ରୋଷେଇ କରିବା ଅଭିଯୋଗ ପରେ ସେମାନେ…