Browsing Category

ଅପରାଧ

ଦାନ ନାମରେ ହେଉଥିଲା ଟ୍ୟାକ୍ସ ଚୋରି, ୮୦୦୦ କର୍ମଚାରୀଙ୍କୁ ନୋଟିସ ଦେଲେ ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗ ପାଖାପଖି ୮,୦୦୦ ଟ୍ୟାକ୍ସପେୟର୍ସଙ୍କୁ ନୋଟିସ ପଠାଇଛନ୍ତି । ଏଥିରେ ଧର୍ମିକ ଟ୍ରଷ୍ଟ ମଧ୍ୟ ସାମିଲ ଅଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, କରଦାତା ନିଜ ଆୟ ଏବଂ ବ୍ୟୟର ଅନୁପାତରେ ଦାନ…

ଲଣ୍ଡନ ଫେରନ୍ତା ପୁଅ ସଂପତ୍ତି ପାଇଁ ନିଜ ମାଆକୁ ଜାଳିଦେଲା, ରୋଷେଇ ଘରୁ ମିଳିଲା ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ: ଦିଲ୍ଲୀ କୀର୍ତି ନଗର ଅଂଚଳରେ ଗତ ମଙ୍ଗଳବାର ଦିନ ଏକ ୭୮ ବର୍ଷୀୟ ବୃଦ୍ଧ ମହିଳା ରୋଷେଇ ଘରେ ପୋଡିହୋଇ ପ୍ରାଣ ହରାଇଥିଲେ । ଆରମ୍ଭରୁ ଲାଗୁଥିଲା ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ କିନ୍ତୁ ପରେ ଜଣାପଡିଲା ଯେ,…

ଫୁଲଦମରେ ସମ୍ବଲପୁର ପ୍ରଶାସନ: ପୁଣି ବଢ଼ିଲା ଇଣ୍ଟରନେଟ ବନ୍ଦ ଅବଧି, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗୁ ହେଲା ଏହି କଟକଣା

ଭୁବନେଶ୍ୱର: ସମ୍ବଲପୁରର ବର୍ତ୍ତମାନ ସ୍ଥିତିକୁ ଦେଖି ଇଣ୍ଟରନେଟ ସେବାକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସେ ସୂଚନା ଦେଇ କହିଛନ୍ତି ଯେ…

ମହର୍ଷି କଲେଜରେ ଗଣ୍ଡଗୋଳ: ଛାତ୍ରଙ୍କୁ ରଡରେ ପିଟିଲେ ଲୋକାଲ ପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହର୍ଷି କଲେଜରେ ଲୋକାଲ ପିଲାଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । କଲେଜରେ ପଶି ଜଣେ ଛାତ୍ରଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ସଂଘବଦ୍ଧ ଭାବରେ କିଛି ପିଲା…

Alert! IRCTC ଦେଲା ଚେତାବନୀ, ହ୍ୱାଟସ୍ଆପ୍ ୟୁଜର୍ସ ଭୁଲରେ ଏହି ଆପ ଡାଉନଲୋଡ଼ କରନ୍ତୁ ନାହିଁ , ନହେଲା ଚୋରି ହେଇଯିବ ଆପଣଙ୍କ ସମସ୍ତ ଡାଟା

ନୂଆଦିଲ୍ଲୀ: ଆଜି କାଲି ଲୋକମାନଙ୍କୁ ଠକିବା ପାଇଁ ହ୍ୟାକର ମାନେ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଉଛନ୍ତି । ସେପଟେ ଲୋକମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ ସରକାର ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେବେ…

ଆକ୍ସନମୋଡ଼ରେ ସମ୍ବଲପୁର ଜିଲ୍ଲାପାଳ, ପୁନଶ୍ଚ ଆଗାମୀ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବା ଠପ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ବଲପୁରର ବର୍ତ୍ତମାନ ସ୍ଥିତିକୁ ଦେଖି ଇଣ୍ଟରନେଟ ସେବାକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସେ ସୂଚନା ଦେଇ କହିଛନ୍ତି ଯେ…

ବୁର୍କିନା ଫାସୋରେ ଥମୁନି ହିଂସା: ଜିହାଦୀମାନେ କଲେ ପୁନର୍ବାର ଆକ୍ରମଣ, ୪୦ ମୃତ୍ୟୁ

ନୂଆଦିଲ୍ଲୀ: ସନ୍ଦିଗ୍ଧ ଜିହାଦୀମାନେ ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଏକ ବଡ଼ ଅଘଟଣ କରିଥିବା କଥା ସାମ୍ନାକୁ ଆସିଛି। ଜିହାଦୀମାନେ ୪୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହା ବୁର୍କିନା ଫାସୋ ରାଜ୍ୟପାଳ ନିଜେ ସୂଚନା…

ଉମେଶ ପାଲ ହତ୍ୟା ମାମଲା ; ମୋଟ ୯ ଅଭିଯୁକ୍ତ, ୬ ସଫା ଆଉ ୩ ଫେରାର

ୟୁପି : ଉମେଶ ପାଲ ହତ୍ୟା ମାମଲାରେ ଗୋଟିଲଏ ପରେ ଗୋଟିଏ ୬ ଜଣ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଛନ୍ତି । ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କ ଏନକାଉଣ୍ଟର ହୋଇଥିବା ବେଳେ ତିନି ଦିନ ପୂର୍ବରୁ ଅତିକର ପୁଅ ଅସରତ୍ କୁ ଏକ…

ଯଦି ଚେକ ବାଉନ୍ସ ହୁଏ ତେବେ ଆପଣ ଯାଇପାରନ୍ତି ଜେଲ ! ଜାଣନ୍ତୁ ଅଭିଯୁକ୍ତଙ୍କୁ କେତେ ବର୍ଷ ପାଇଁ ମିଳେ ଏହି ଦଣ୍ଡ

ନୂଆଦିଲ୍ଲୀ: ପ୍ରତିଦିନ ବ୍ୟାଙ୍କରେ ଚେକ୍ ବାଉନ୍ସ ଖବର ଶୁଣିବାକୁ ମିଳେ। ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଚେକ୍ ପ୍ରଦାନ କରେ ଏବଂ ପର୍ଯ୍ୟାପ୍ତ ଅର୍ଥ ହେତୁ ଚେକ୍ ଫେରସ୍ତ ହୁଏ, ତେବେ ଏହା ଅପରାଧ ବର୍ଗ ଅଧୀନରେ ଆସେ ।…

Video: ଟ୍ରାଫିକ ପୋଲିସଙ୍କୁ ୨୦କିମି ଘୋଷାଡି ନେଲା କାର ଡ୍ରାଇଭର, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ କାର ଡ୍ରାଇଭର ଟ୍ରାଫିକ ପୋଲିସ କନଷ୍ଟେବଳଙ୍କୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏନେଇ ପୋଲିସ ଅଭିଯୁକ୍ତ…