Browsing Category

ଅପରାଧ

ଅମୃତପାଲ ସିଂହଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି, ସମସ୍ତ ବିମାନବନ୍ଦରରେ ବୃଦ୍ଧି ପାଇଲା ପୋଲିସ ଗାର୍ଡ

ନେପାଳ: ଖାଲିସ୍ଥାନ ସମର୍ଥକ ଅମୃତପାଲ ସିଂହ ଏବେ ମଧ୍ୟ ସୁରକ୍ଷା ଏଜେନ୍ସି କବଳ ବାହାରେ ଅଛନ୍ତି । ପଞ୍ଜାବ ପୋଲିସ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାତାର ଆକ୍ରମଣ କରୁଛନ୍ତି…

ଖାଇବାକୁ ନଦେଇ ନିଜ ସନ୍ତାନକୁ ମାରିଦେଲେ ପିତାମାତା! କ୍ଷୀର ଦେବା ବଦଳରେ ଶୁଆନ୍ତି ଖରାରେ

ନୂଆଦିଲ୍ଲୀ: ଦୁନିଆକୁ ଯେତେବେଳେ ଶିଶୁ ଟିଏ ଆସେ, ସେତେବେଳେ ତାର ଯତ୍ନ ନେବା ପିତାମାତାଙ୍କ ଦାୟିତ୍ୱ ଅଟେ। ବାପା ତାଙ୍କୁ ସୁରକ୍ଷା ଦେଉଥିବାବେଳେ ମା ’ପେଟ ଭରିବା ଠାରୁ ତାର ସମସ୍ତ ଆବଶ୍ୟକତାର ଯତ୍ନ ନିଅନ୍ତି।…

ଗର୍ଭଧାରଣ ସମୟରେ ଲିଙ୍ଗ ନିରୂପଣ ପଡିବ ମହଙ୍ଗା: ଉଭୟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗର୍ଭରେ ଭ୍ରୁଣର ଲିଙ୍ଗ ନିରୂପଣ କରିବା ବିରୋଧରେ ନିୟମକୁ କଡାକଡି କରାଯାଇଛି । ଏ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଲକ୍ଷେ୍ନøରେ ଏକ ବୈଠକ କରିଛନ୍ତି । କେବଳ ନିୟମ କରିବା ଦ୍ୱାରା ସବୁକିଛି ସମ୍ଭବ ହେବ…

ଚାରି ପିଲାଙ୍କ ସହ କୂଅକୁ ଡେଇଁଲା ମା’, ଡର ମାଡିବାରୁ ନିଜେ ବାହାରି ଆସିଲା , ହେଲେ କ’ଣ ହେଲା ଛୁଆଙ୍କ ଅବସ୍ଥା…..

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଏକ ଆଶ୍ଚର‌୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ପାରିବାରିକ କଳହ ପରେ ୩୦ ବର୍ଷ ବୟସ୍କା ମହିଳା ଚାରି ପିଲାଙ୍କ ସହ କୂଅକୁ ଡେଇଁପଡିଥିଲେ। ସେ କୂଅ ଭିତରକୁ ଡେଇଁବା…

ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟ, ଗିରଫ ହେଲେ ୨୦ ସମ୍ପୃକ୍ତ

ବଲାଙ୍ଗିର:ଚାକିରୀ ଟିଏ ପାଇଁ କିଏ କଣ ନ କରୁଛନ୍ତି କିନ୍ତୁ ରାଜ୍ୟରେ ନକଲି ସାର୍ଟିଫିକେଟ ରାକେଟ ବଢ଼ିବାରେ ଲାଗିଛି। ବଲାଙ୍ଗିର ନକଲି ସାର୍ଟିଫିକେଟ ଘଟଣାରେ ୨୦ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ବିଭିନ୍ନ ରାଜ୍ୟର…

ମିଛ ଖବର ପ୍ରସାରଣ ପାଇଁ ଗିରଫ ହେଲେ ୱେବ ଚ୍ୟାନେଲ ମାଲିକ ସୁଧାଂଶୁ ରାଉତ,

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବାରୁ ୱେବ ଚ୍ୟାନେଲର ମାଲିକ ସୁଧାଂଶୁ ରାଉତକୁ ଗିରଫ କରାଯାଇଛି । ବଡବିଲର ଏକ ଲଜରୁ ତାଙ୍କୁ ଗିରଫ କରାଯାଇଛି । କମିଶନରେଟ ପୋଲିସଏ ଏକ ସ୍ୱତନ୍ତ୍ର ଟିମ ତାଙ୍କୁ…

ଆମେରିକାରେ ଭାରତୀୟ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଖାଲିସ୍ଥାନୀ ସମର୍ଥକ, ଭାରତ କଲା ନିନ୍ଦା

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ସ୍ଥିତ ଦୂତାବାସ ବାହାରେ ଭାରତୀୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା କଥା ସାମ୍ନାକୁ ଆସିଛି । ସେଠାରେ ଖାଲିସ୍ଥାନୀ ସମର୍ଥକ ମାନେ ଲାଠି ଦ୍ୱାରା ଆକ୍ରମଣ କରି ଅନେକ ଗାଳି…

ସୋନୁ ନିଗମ ବାପାଙ୍କ ଘରୁ ଚୋରି କରିଥିବା ଅଭିଯୁକ୍ତ ଗିରଫ, ୭୦ ଲକ୍ଷ ଟଙ୍କା ଜବତ

ମୁମ୍ବାଇ: ଦୁଇଦିନ ପୂର୍ବରୁ ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ବାପା ଅଗମ କୁମାର ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିଲା । ବର୍ତ୍ତମାନ ମୁମ୍ବାଇ ପୋଲିସ ଚୋରକୁ ଗିରଫ କରିବା କଥା ସାମ୍ନାକୁ ଆସିଛି । ଏହି ମାମଲାରେ…

ପ୍ରଧାନମନ୍ତ୍ରୀ ମୋତେ କହିଥିଲେ ସୁର୍ପଣଖା, ମୁଁ ତାଙ୍କ ନାମରେ କରିବି କେସ: ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ମୋଦୀ ସରନେମ୍ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଦଣ୍ଡାଦେଶ ଜାରି କରାଯାଇଛି । ତେଣୁ ଏହାକୁ ନେଇ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରତିଶୋଧ ନେବା ପାଇଁ ଅଗେଇ ଆସିଛନ୍ତି । ସେ…

ଆଶ୍ରମରେ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି କଲେ ଯଜ୍ଞ, ପରଦିନ ପୁଅ ଏବଂ ତା ପରଦିନ ବାପା ନିଖୋଜ

କାନପୁର: କରୋଲୀ ଆଶ୍ରମର ଅନ୍ୟ ଏକ ମାମଲାରେ ପୋଲିସ ତଦନ୍ତ କରିବା ଆରମ୍ଭ କରିବା କଥା ସାମ୍ନାକୁ ଆସିଛି । ଝାରଖଣ୍ଡ ଜିଲ୍ଲାରୁ ଚିକିତ୍ସା ପାଇଁ ଆସିଥିବା ଏକ ପରିବାର କରୋଲୀ ଆଶ୍ରମ ଉପରେ ପ୍ରଶ୍ନ କରିଛନ୍ତି । ପରିବାର…