Browsing Category
ଅପରାଧ
ଢେଙ୍କାନାଳ ତହସିଲରେ ଜମି କେଳେଙ୍କାରୀ: ଜମି ମାଫିଆ ଓ ଅତିରିକ୍ତ ତହସିଲଦାର ଗିରଫ, ୩ ଅଟକ
ଢେଙ୍କାନାଳ (ଭାସ୍କର ନ୍ୟୁଜ): ଜିଲ୍ଲାର ବିଭିନ୍ନ ତହସିଲ ଅଂଚଳରେ ଜମି ମାଫିଆମାନେ ଖୁବ୍ ସକ୍ରିୟ ଥିବାବେଳେ ଏବେ ସେମାନଙ୍କ ଅକ୍ତିଆରରେ ସଂପୃକ୍ତ ଅଂଚଳର ତହସିଲ ଅଫିସ୍ ଗୁଡିକ ଅଛି । ଏହି ମାଫିଆଙ୍କୁ ସମସ୍ତ ସୁବିଧା…
ପିକଅପ୍ ଭ୍ୟାନରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
ସୋରଡା (ଭାସ୍କର ନ୍ୟୁଜ୍): ସୋରଡ଼ା ତହସିଲ ଅନ୍ତର୍ଗତ ବଡଗଡ଼ ଥାନା ଅଞ୍ଚଳରେ ବଡଗଡ଼ ଥାନା ଇନ୍ସପେକ୍ଟର ସୁରଜ ଝଙ୍କାରଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ହୃଦୟାନନ୍ଦ କଲୋ ଓ ଷ୍ଟାଫ ଗତକାଲି ଦିନ ୧୧.୪୫ ସମୟରେ ବଡଗଡ଼ ମୋହନା…
କଳା ପଲ୍ସର ଆତଙ୍କ: ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୬୦ ହଜାର ଟଙ୍କା ଲୁଟିନେଲେ ୨ ଜଣ ଦୁର୍ବୃତ୍ତ
ବାଲିପାଟଣା (ଭାସ୍କର ନ୍ୟୁଜ୍): ଜଣେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଲୁଟ୍ର ଶିକାର ହୋଇଛନ୍ତି । ଆମେଣାକୁଦ ବାଙ୍କୁଆ କେନାଲ ବନ୍ଧରେ ଲୁଟ୍ର ଶିକାର ହୋଇଥିବା କର୍ମଚାରୀ ହେଲେ ନିମାପଡ଼ାସ୍ଥିତ ଫୁଲର୍ଟନ୍…
ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଫୁଟିଲା ଗୁଳି: ବାପା ଗୁଳିରେ ଆଖିବୁଜିଲା ପୁଅ
ବାରଙ୍ଗ,(ଭାସ୍କର ନ୍ୟୁଜ୍): ବାରଙ୍ଗ ଅଞ୍ଚଳରେ ଏକ ଅଘଟଣ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲ୍ୟାଣ ନଗର (ବେନ୍ଟୁଆ ) ମୁଣ୍ଡାସାହିର ଯଦୁମଣି…
ମାଆ ରଖୁଥିଲା ଅବୈଧ ସମ୍ପର୍କ, ବିରୋଧ କରିବାରୁ ପୁଅକୁ ଦେଲା ଗରମ ଲୁହା ଚେଙ୍କ
ଚେନ୍ନାଇ: କୁହାଯାଏ ମାଆ କେବେ ବି ନିଜ ପିଲାମାନଙ୍କ ଖରାପ ଚିନ୍ତା କରେ ନାହିଁ । ହେଲେ ଏହି କଥାକୁ ଭୁଲ୍ ବୋଲି ସାବ୍ୟସ୍ତ କରିଛି ତାମିଲନାଡ଼ୁରୁ ଆସିଥିବା ଏହି ଖବର । ଏଠାରେ ଜଣେ ମାଆ ନିଜ ପ୍ରେମିକ ସହିତ ମିଶି ନିଜର…
ପୁଣି ଏକ ନିର୍ଭୟା କାଣ୍ଡ; ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୁରାଇଲେ ରଡ୍
ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ ନିର୍ଭୟା ପରି ଅତ୍ୟାଚାର ଦିଆଯାଇଛି । ମହିଳାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି । ତାଙ୍କ ସ୍ଥିତି ଖୁବ୍ ଗୁରୁତର ଥିବା ସହିତ…
ଛାତ୍ରୀ ସ୍ୱୀକାର କଲେନି ପ୍ରେମ, ପର୍ଣ୍ଣ ସାଇଟରେ ପକାଇଲେ ଫୋନ୍ ନମ୍ବର; ଆଉ ତାପରେ
ମୁମ୍ବାଇ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ପୁରୁଷ ବନ୍ଧୁ । ହେଲେ ପ୍ରେମକୁ ସ୍ୱୀକାର କଲେନି ଛାତ୍ରୀ । ଆଉ ତାପରେ ପୁରୁଷ ବନ୍ଧୁ କିଛି ଏପରି କଲେ ଯେଉଁଥିପାଇଁ ପୋଲିସ୍ ତାଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତର…
ଛୁରୀ ମୁନରେ ଲୁଟ୍, ଅଭିନେତ୍ରୀ ଅଳଂକୃତା ସହାୟଙ୍କ ଘରେ ପଶି ସାଢ଼େ ୬ ଲକ୍ଷ ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ
ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ୍ ଅଳଂକୃତା ସହାୟଙ୍କୁ ଛୁରୀ ଦେଖାଇ ବନ୍ଧକ ରଖି କିଛି ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଚଣ୍ଡିଗଡ଼ର ସେକ୍ଟର ୨୭ ସ୍ଥିତ ଅଳଂକୃତାଙ୍କ ଘରେ ଦିନ ୧୨ଟା…
କି ଠକ ଯୁଗ ପ୍ରଭୁ! ମାଲିକ ଜାଣିନି ହେଲେ ଜମି ବନ୍ଧା ରଖି ଉଠେଇଛନ୍ତି ୬୮ ଲକ୍ଷର ଋଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି ମାଲିକଙ୍କୁ ଜଣା ନାହିଁ କିନ୍ତୁ ନାଁରେ ରହିଛି ୬୮ ଟଙ୍କାର ବ୍ୟାଙ୍କ ଲୋନ୍ । ଜମି ମାଲିକ ଦସ୍ତଖତ କରିନଥିବା ସତ୍ତେ୍ୱ ମଧ୍ୟ ତାଙ୍କ ନିକଟକୁ ଋଣ ନୋଟିସ ଆସିଥିଲା । ଏହା ପରେ ଜମି…
ଗଳେଇଲା ଗଞ୍ଜି ଉପରେ ୧୦ ଗଞ୍ଜି, ବାହାରିବା ବେଳେ ଅଟକାଇଲା ଦୋକାନୀ; ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଆପଣ ଏକା ସାଙ୍ଗରେ କେତୋଟି ଗଞ୍ଜି ପିନ୍ଧି ପାରିବେ । ଅତି ବେଶୀରେ ଦୁଇ ବା ୩ ତାହା ପୁଣି ବଡ କଷ୍ଟରେ । ମାତ୍ର ତାମିଲନାଡୁରେ ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏକା ସାଙ୍ଗରେ ୧୦ଟି ଗଞ୍ଜି ପିନ୍ଧି…