fbpx
Browsing Category

ମନୋରଞ୍ଜନ

ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ମହେବୁବା ନଗର ନିକଟରେ ଏକ କାର ଦୁର୍ଘଟଣାରେ ତାଙ୍କର…

MLA ସାଙ୍ଗ ଘରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖି ପ୍ରଶଂସକଙ୍କ ଜମିଲା ଭିଡ଼, ପ୍ରଚାରରେ ସାମିଲ ହେବା ପଡ଼ିଲା ମହଙ୍ଗା, ଅଭିନେତା ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଶନିବାର ଅଲ୍ଲୁ…

ବଢିଲା କରୀନାଙ୍କ ସମସ୍ୟା, ଏହି ମାମଲାରେ ହାଇକୋର୍ଟ ଜାରି କଲେ ନୋଟିସ୍‌

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ସମସ୍ୟା ନିଜ ପୁସ୍ତକର ଟାଇଟେଲ୍‌କୁ ନେଇ ବଢିଯାଇଛି । ବଲିଉଡ୍ ବେବୋ କରୀନା ନିଜ ପ୍ରେଗନାନ୍ସୀ ସମୟର ଅନୁଭବକୁ ଏକ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ଏହି…

ସାମ୍ନାକୁ ଆସିଲା ଏହି ଇନସ୍ୟୁରାନ୍ସ ଆଇପିଓର ପ୍ରାଇସ୍ ବଣ୍ଡ୍; ଲାଭବାନ ହେବେ କୋହଲି-ଅନୁଷ୍କା

ମୁମ୍ୱାଇ: ଆସନ୍ତା ସପ୍ତାହରେ ନିବେଶକଙ୍କ ପାଇଁ ଖୋଲିବ ବୀମା ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ଗୋ ଡିଜିଟ୍ ଜେନେରାଲ ଇନସ୍ୟୁରାନ୍ସର ଆଇପିଓ । ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସମର୍ଥନରେ କମ୍ପାନୀ ଏହି ଆଇପିଓ ଜରିଆରେ…

ସନି ଦେଓଲ-ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବର୍ଡର-୨’ ହେବ ଭାରତର ସବୁଠାରୁ ବଡ଼ ଯୁଦ୍ଧ ଫିଲ୍ମ; ଜାଣନ୍ତୁ ରିଲିଜ ଡେଟ୍…

ନୂଆଦିଲ୍ଲୀ: ସନି ଦେଓଲ 'ଗଦର-୨' ପ୍ରେକ୍ଷାଳୟରେ ଏଭଳି ପରିଚୟ ସୃଷ୍ଟି କରିଛି, ଅନେକ ଦିନ ଧରି ଲଗାତାର ଦେଖିବାକୁ ମିଳିଥିଲା। ଏହି ସିନେମାର ସଫଳତା ସହ ସନ୍ନି ପ୍ରମାଣ କରିଛନ୍ତି ଯେ ତାଙ୍କ ପାଖରେ ଏବେ ବି ବକ୍ସ…

ଆନ୍ଧ୍ରପ୍ରଦେଶ; କାହା ପକ୍ଷରେ ଅଛନ୍ତି ଅଲ୍ଲୁ ଅର୍ଜୁନ? ପବନ କଲ୍ୟାଣଙ୍କ ରାଜନୀତିକୁ ନେଇ ବଡ଼ ବୟାନ…

ଅମରାବତୀ: ଏଥର ମଧ୍ୟ ଆନ୍ଧ୍ରପ୍ରଦେଶର ରାଜନୈତିକ ଅସ୍ଥିରତା ଭିତରେ ଫିଲ୍ମ ଷ୍ଟାରଙ୍କ ରୋଚକତା ବଢିଥିବା ଦେଖିବାକୁ ମିଳୁଛି। ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣଙ୍କ ପ୍ରବେଶ ପରେ ଆନ୍ଧ୍ରର ରାଜନୈତିକ…

ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ସହ ତିରୂପତିରେ ବିବାହ କରିବେ କି ଜାନଭୀ କପୁର? ମୁହଁ ଖୋଲିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜ ପ୍ରଫେଶନାଲ ଲାଇଫ ସହ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚରେ ରହିଥାଆନ୍ତି । ରିପୋର୍ଟ ମୁତାବକ ଜାନଭୀ ଶିଖର ପାହାଡିଆଙ୍କ ସହ ଡେଟ କରୁଛନ୍ତି । ଏହି ଦୁଇ…

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗାର୍ଲ ହେମାମାଲିନୀ !

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଏଥିମଧ୍ୟରେ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରିଛି । ବିଜେପିର ଷ୍ଟାର ପ୍ରଚାରକ…

(Video):Met Galaରେ ଚମକିଲେ ଆଲିଆ ଭଟ୍ଟ, ରେଡ୍ କାର୍ପେଟରେ ବିଶିଷ୍ଟ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଫଟୋ ପାଇଁ ଦେଲେ ପୋଜ୍‌

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ତାଙ୍କ କ୍ୟୁଟନେସ୍ ପାଇଁ ବେଶ ଲୋକପ୍ରିୟ । Met Gala 2024ର ଇଭେଣ୍ଟରେ ଆଲିଆ ଭଟ୍ଟ ଭାରତୀୟ ପରିଧାନରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ବିଶିଷ୍ଟ…

୨୫୦ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କର ପରଲୋକ, ନିଦ ନ ଆସୁଥିବା ରୋଗରେ ଥିଲେ ପୀଡିତ

ନୂଆଦିଲ୍ଲୀ: ମାଲୟାଲମ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କନକଲତାଙ୍କର ପରଲୋକ ଘଟିଛି । ସେ ତିରୂବନ୍ତପୁରମରେ ଥିବା ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ ୩ ବର୍ଷ ହେଲାଣି ଡିଂମେସିୟା…