fbpx
BJD SKY
BJD SKY
Browsing Category

ମନୋରଞ୍ଜନ

(Video) ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ: କାହାର ହାତ ଧରିଲେ ଶ୍ରଦ୍ଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ମ୍ୟାରେଜ୍ ସିଜିନ୍ ଚାଲିଛି । ଏହି ଅବସରରେ ରୀତିନୀତି ଅନୁଯାୟୀ ବହୁ ଯୁବକ-ଯୁବତୀ ନୂଆ ଜୀବନ ସାଥୀଙ୍କ ସହିତ ନୂଆ ଜୀବନ ଆରମ୍ଭ କରୁଛନ୍ତି । ତେବେ ଏହା ମଧ୍ୟରେ ଓଡ଼ିଆ ଫିଲ୍ମ…

Ira Khan ଏବଂ Nupur Shikhare ଏପରି ମନାଇଲେ ହନିମୁନ, ଇଣ୍ଡୋନେସିଆରୁ ଭାଇରାଲ ହେଲା ଦମ୍ପତ୍ତିଙ୍କ ଫଟୋ

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ବିବାହ ଖୁବ ଧୁମଧାମର ସହ ହୋଇଥିଲା । ସେ ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡଙ୍କ ନୂପୁର ଶିଖରଙ୍କ ସହ ୧୦ ଜାନୁଆରୀରେ ଉଦୟପୁରରେ ବିବାହ କରିଥିଲେ । ଏହା ପୂର୍ବରୁ ୩ ଜାନୁଆରୀ…

ଜେଲ୍ ଯିବେ ପୁନମ୍ ପାଣ୍ଡେ? ଜାଣନ୍ତୁ, ମିଥ୍ୟା ଖବର ପ୍ରସାର କରିବାରେ କ’ଣ ରହିଛି ଆଇନ ଦଣ୍ଡ

ମୁମ୍ବାଇ: ମଡେଲ ଏବଂ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ପରଦିନ ଅର୍ଥାତ୍ ଶନିବାର ଦିନ ପୁନମ୍ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଥିଲେ…

ହଲିଉଡ଼ର ଲୋକପ୍ରିୟ ଅଭିନେତା କାର୍ଲ ୱେଦର୍ସଙ୍କ ଦେହାନ୍ତ

ନୂଆଦିଲ୍ଲୀ: ହଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଜ ଦମଦାର ଅଭିନୟ ପାଇଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା ହଲିଉଡ଼ର ଭେଟେରାନ୍ ଅଭିନେତା କାର୍ଲ ୱେଦର୍ସଙ୍କ ଗୁରୁବାର ଦେହାନ୍ତ ହୋଇଛି…

ପୁନମ ପାଣ୍ଡେ ଲୋକଙ୍କ ଭାବନା ସହ ଖେଳୁଛନ୍ତି? ଏହା କେତେଦୂର ସତ, ଇନଷ୍ଟାଗ୍ରାମରେ କାହିଁକି ମୃତ୍ୟୁ ଖବର ପୋଷ୍ଟ କରାଯାଇଥିଲା

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ମାତ୍ର ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ଅଭିନେତ୍ରୀ ପ୍ରାଣ ହରାଇଥିବା…

(Video) ମୁଁ ବଞ୍ଚିଛି ବୋଲି କହିଲେ ପୁନମ ପାଣ୍ଡେ, ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡିଓ

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖରେ ଏକ ଖବର ଆସିଥିଲା ଯେ, ପୁନମ ପାଣ୍ଡେଙ୍କର ଦେହାନ୍ତ ଘଟିଛି । ହେଲେ ବର୍ତ୍ତମାନ ଏହି ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ପୁନମ ପାଣ୍ଡେ ନିଜେ ଲୋକମାନଙ୍କର ଏହି…

‘ପୁନମ ବଞ୍ଚିଛନ୍ତି, ନିଜ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି’, ଟ୍ୱିଟରରେ ଦାବି କଲେ ଫିଲ୍ମ କ୍ରିଟିକ

ନୂଆଦିଲ୍ଲୀ: ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବରକୁ ନେଇ ସାରା ବଲିଉଡ ଇଣ୍ଡଷ୍ଟ୍ରୀ ଦୁଃଖରେ ଭାଙ୍ଗିପଡିଥିବା ବେଳେ ତାଙ୍କ ଫ୍ୟାନ୍ସ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି । ପୁନମଙ୍କର ୩୨ ବର୍ଷରେ ସର୍ବାଇକଲ କ୍ୟାନ୍ସର କାରଣରୁ…

BIG BREAKING: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ

ଓଡ଼ିଶା ଭାସ୍କର: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ। ତେବେ ମୁମ୍ବାଇରେ ଆଜି ସାଧୁ ମେହେରଙ୍କ ପରଲୋକ ଘଟିଥିବା ଜଣାପଡିଛି। ସାଧୁଙ୍କ ପରଲୋକ ନେଇ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ…

ଓସ୍କାର ମନୋନୀତ ନିର୍ମାତାଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ, ବାଲକୋନୀରୁ ଡେଇଁ ଜୀବନ ହାରିଲେ ପତ୍ନୀ

ନୂଆଦିଲ୍ଲୀ: ନିର୍ମାତା ବ୍ରାଡଲି ଥୋମାସଙ୍କୁ ଚଳିତ ବର୍ଷ ଓସ୍କାର ଲାଗି ମନୋନୀତ କରାଯାଇଥିଲା । ତାଙ୍କ ଫିଲ୍ମ ‘କିଲର ଅଫ୍ ଦି ଫ୍ଲାୱାର ମୁନ୍‌’ ବେଶ୍ ଚର୍ଚ୍ଚାରେ ରହିଆସିଛି । କିନ୍ତୁ ଏହାରି ମଧ୍ୟରେ ବ୍ରାଡଲିଙ୍କୁ…

ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ: ଇନଷ୍ଟାଗ୍ରାମ ପୋଷ୍ଟରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ସେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ଥିଲେ ।…