fbpx
BSKY
BJD SHG SKY
BJD MC SKY
Browsing Category

ମନୋରଞ୍ଜନ

ଲକ୍-ଡାଉନରେ ବାହାହେଲେ ସାଉଥ୍ ହିରୋ

ଲକ୍-ଡାଉନ ଚାଲିଥିବା ବେଳେ ସାଉଥ୍ ଅଭିନେତା ନିଖିଲ୍ ସିଦ୍ଧାର୍ଥ ନିଜର ପ୍ରେମିକା ପଲ୍ଲବୀ ବର୍ମାଙ୍କ ସହ ବିବାହ ରଚିଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ବିବାହରେ କେବଳ…

କାହିଁକି ବସ୍ତ୍ରହରଣ ବେଳେ ଦୁଃଶାସନକୁ ପିଟିଥିଲେ ଦ୍ରୌପଦୀ

ଲକ୍-ଡାଉନ୍ ସମୟରେ ଏବେ ପୁରୁଣା ଟିଭି ଶୋ’ ଗୁଡିକ ଆରମ୍ଭ ହୋଇଯାଇଛି । ଡିଡି ଚ୍ୟାନଲରେ ମହାଭାରତ ଓ ରାମାୟଣ ପୁଣି ଥରେ ଲୋକେ ଦେଖୁଥିବା ବେଳେ ଷ୍ଟାରପ୍ଲସରେ ଲୋକପ୍ରିୟ ଶୋ ‘ମହାଭାରତ’ ପୁଣିଥରେ ଆରମ୍ଭ ହୋଇଯାଇଛି ।…

ସାରା ନୁହେଁ, ବରଂ କରିନାଙ୍କ ସହ ଆଇଲ୍ୟାଣ୍ଡରେ ଫସିବାକୁ ଚାହାନ୍ତି କାର୍ତ୍ତିକ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଏପରି ଏକ ଷ୍ଟାର, ଯାହାଙ୍କ ପଛରେ ଅନେକ ଝିଅ ପାଗଳ । ତାଙ୍କର ହସ ସବୁବେଳେ ଲୋକମାନଙ୍କୁ ପାଗଳ କରିଥାଏ । ସାରା ଅଲ୍ଲୀ ଖାନ୍ ଠାରୁ ଆରମ୍ଭ କରି ଅନନ୍ୟା ପାଣ୍ଡେ ଯାଏଁ, ସମସ୍ତେ ତାଙ୍କ…

ଏପରି ବିଳାସପୂର୍ଣ୍ଣ ବେଡରୁମରେ ରହୁଛନ୍ତି ସୋନମ୍ କପୂର

ବଲିଉଡ ଅଭିନେତ୍ରୀ ସୋନମ କପୁରସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି । ସେ ସର୍ବଦା ନିଜର ପ୍ରଶଂସକମାନଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳୁଛି । ଲକ୍-ଡାଉନରେ ସେ ନିଜ ପତୀ ଆନନ୍ଦ ଆହୁଜା ସହ…

ମହଙ୍ଗା ପଡିଲା ବୟଫ୍ରେଣ୍ଡ ସହ ବୁଲିବା! ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ବାନ୍ଧିନେଲା ପୋଲିସ

ଅଭିନେତ୍ରୀ ତଥା ମଡେଲ୍ ପୁନମ ପାଣ୍ଡେଙ୍କୁ ଲକ୍-ଡାଉନରେ ପ୍ରେମିକ ସହ ବୁଲିବା ମହଙ୍ଗା ପଡିଲା । ସବୁବେଳେ କଣ୍ଟ୍ରୋଭର୍ସିରେ ରହୁଥିବା ପୁନମ ମୁମ୍ବାଇର ମେରାଇନ୍ ଡ୍ରାଇଭରେ ତାଙ୍କ ପ୍ରେମିକ ସହ ବୁଲୁଥିବା ବେଳେ…

ଜ୍ୟାକଲିନ୍ ସହ ରୋମାନ୍ସ କରୁଥିବା ନଜର ଆସିଲେ ସଲମାନ୍

ନିଜର ପୂର୍ବ ଗୀତ ‘ପ୍ୟାର କରୋନା’ ରିଲିଜ ହେବା ପରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ପରବର୍ତ୍ତୀ ମ୍ୟୁଜିକ୍ ଭିଡିଓ ‘ତେରେ ବିନା’ର ଘୋଷଣା କରିଥିଲେ । ପ୍ରଥମ ଗୀତ ପରେ ଆଉ ୨ଟି ଗୀତ ରିଲିଜ କରିବାକୁ ନେଇ ସଲମାନ୍…

ବାହୁବଲୀ ଓ ମଦ ଦୋକାନ ସମ୍ପର୍କ !

ଭୁବନେଶ୍ୱର :୪ ।୫(ଓଡିଶା ଭାସ୍କର): ଦିନା କେତେ ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ । କଟପ୍ପା କାହିଁକି ମାରିଲା ବାହୁବଲୀକୁ । ସଭିଏଁ ଖୋଜି ଚାଲିଥିଲେ ଏହାର ଉତ୍ତର । ରାଜାମୈାଲୀଙ୍କ ବାହୁବଲୀ ୨ ର ରିଲିଜ ପରେ ଏହାର…

ପଞ୍ଚମହାଭୂତରେ ବିଲୀନ ହେଲେ ଋଷି

ମୁମ୍ବାଇ, ୩୦ା୪: ଚନ୍ଦନବାଡ଼ିରେ ଚନ୍ଦନକାଠରେ ପଞ୍ଚମହାଭୂତରେ ବିଲୀନ ହେଲେ ଅଭିନେତା ଋଷି । ମୁମ୍ବାଇ ସ୍ଥିତ ଚନ୍ଦନବାଡ଼ିରେ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଋଷି କପୁରଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି…

ଚନ୍ଦନୱାଡିରେ ପହଞ୍ଚିଲା ଋଷି କାପୁରଙ୍କ ପାର୍ଥିବ ଶରୀର

୨ ବର୍ଷ କ୍ୟାନ୍ସରରେ ସଂଘର୍ଷ କରିବା ପରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ଋଷି କପୁର । ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ ମେଡିକାଲରେ ଆଜି ସକାଳ ୮ଟା ୪୫ ମିନିଟରେ ତାଙ୍କର…