fbpx
Browsing Category

ମନୋରଞ୍ଜନ

କରେନା ପ୍ରଭାବ ,ଫିଲ୍ମ ଓ ଟେଲି ଇଣ୍ଡଷ୍ଟ୍ରିକୁ ଜବରଦସ୍ତ ଝଟକା

କରେନା ପାଇଁ ସାରା ଦେଶରେ ଲକ୍ ଡାଉନ । ଏଭଳି ଅବସ୍ଥାରେ ନାଁ କେହି ଘରୁ ବାହାରିପାରୁଛନ୍ତି ନାଁ କିଛି ସାମୁହିକ କାମ କରାଯାଇପାରୁଛି । ଯାହାର ସିଧା ପ୍ରଭାବ ପଡିଛି ମନୋରଂଜନ ଶିଲ୍ପ ଉପରେ । ମେଗା ଟେଲି ସିରିଏଲ ର…

ଲକ୍-ଡାଉନରେ ବେଲୀ ଡ୍ୟାନ୍ସ ଶିଖୁଛନ୍ତି ସୁହାନା ଖାନ୍

ନୂଆଦିଲ୍ଲୀ,୭ ।୪: ବଲିଉଡ୍ ତାରକା ଶାହାରୁଖ ଖାନଙ୍କ ଲାଡଲି ଝିଅ ସୁହାନା ଖାନ୍ ନିଜର ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୁହାନା ଯଦିଓ ବଲିଉଡରେ ଡେବ୍ୟୁ କରିନାହାନ୍ତି, ତଥାପି ତାଙ୍କର ଫଟୋ ଓ ଭିଡିଓ ସୋସିଆଲ…

ଫିଲ୍ମ ନିର୍ମାତା କରୀମ ମୋରାନିଙ୍କ ଝିଅ କରୋନା ପଜିଟିଭ୍, ପୁରା ପରିବାରର ହେବ ଟେଷ୍ଟ

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ କନିକା କପୂରଙ୍କ ପରେ ‘ଚେନ୍ନାଇ ଏକ୍ସପ୍ରେସ’ର ନିର୍ମାତା କରୀମ ମୋରାନିଙ୍କ ଝିଅ…

କରୋନା ମୁକ୍ତ କନିକା

ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ବଲିଉଡ ଗାୟିକା କନିକା କାପୁର । ଗତ ମାର୍ଚ୍ଚ ୯ ତାରିଖରେ ସେ ଲଣ୍ଡନରୁ ପେରିବା ର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲା ।ଲଗାତାରା ତାଙ୍କ ଚାରି ଚାରିଟି ଟେଷ୍ଟ ରିପୋର୍ଟ…

ପିଭିଆରର ବଡ ଘୋଷଣା: ଲକ୍-ଡାଉନ୍ ପରେ ସିନେମାହଲରେ ଏହିପରି ରଖାଯିବ ସାମାଜିକ ଦୂରତା

ମୁମ୍ବାଇ,୫ ।୪: ଭାରତର ସବୁଠାରୁ ବଡ ଥିଏଟର ଚେନ୍ ପିଭିଆର ଲକ୍ ଡାଉନ୍ ପରେ ସିନେମାଘର ଖୋଲିବାରେ ଦିଗରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଥିଏଟର ଭିତରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ପିଭିଆର…

ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେଙ୍କ ସୋସାଇଟରେ କରୋନା ରୋଗୀ ଚିହ୍ନଟ, ପୂରା ଆପାର୍ଟମେଣ୍ଟ ସିଲ୍

ନୂଆଦିଲ୍ଲୀ,୫ ।୪: ଦେଶରେ କରୋନା ଭାଇରସ୍ ତୀବ୍ର ଭାବେ ବ୍ୟାପିବାରେ ଲାଗିଛି ।ଏହାରି ମଧ୍ୟରେ ଖବର ଆସିଛି କି, ଟିଭି ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେଙ୍କ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି । ତାଙ୍କ ଆପାର୍ଟମେଣ୍ଟରେ ଜଣେ…

ଏହା ହେଉଛି ଦିବ୍ୟା ଭାରତୀଙ୍କ ରାଜ୍, ରହସ୍ୟମୟ ଭାବେ ହୋଇଥିଲା ମୃତ୍ୟୁ

୧୯ ବର୍ଷ ବୟସରଙ୍କ ବଲିଉଡରେ ପାଦ ଦେଇ ବେଶ୍ ନାମ କମାଇଥିବା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ୨୫ ବର୍ଷ ପୂରଣ ହୋଇଛି । ୯୦ ଦଶକରେ ସେ ନିଜ ଅଭିନୟରେ ସମସ୍ତଙ୍କୁ ପାଗଳ କରିଦେଇଥିଲେ । କିନ୍ତୁ କିଏ ଜାଣିଥିଲା ଯେ…