fbpx
BJD
BJD SKY
BJD SKY
Browsing Category

ମନୋରଞ୍ଜନ

ମାଆ ହେବାକୁ ଯାଉଛନ୍ତି ସ୍ୱରା ଭାଷ୍କର, ସ୍ୱାମୀଙ୍କ ସହ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଜୁଲାଇ ମାସରେ ସ୍ୱରା ଭାସ୍କରଙ୍କ ମା ହେବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ସ୍ୱରା ତାଙ୍କ…

ଆଖିବୁଜିଲେ ମହାଭାରତର ଶକୁନି ‘ଗୂଫୀ ପଟେଲ’, ଅନେକ ଦିନ ଧରି ଥିଲେ ରୋଗାକ୍ରାନ୍ତ

ନୂଆଦିଲ୍ଲୀ: ଅଭିନୟ ଜଗତ ପାଇଁ ଦୁଃଖ ଖବର । ଆଉନାହାନ୍ତି ଦିଗଜ୍ଜ ଅଭିନେତା ଗୂଫୀ ପଟେଲ । ସେ ମହାଭାରତ ସିରିୟଲର ଶକୁନି ଭୁମିକାରେ ଅଭିନୟ କରୁଥିଲେ । ବହୁ ଦିନ ଧରି ରୋଗାକ୍ରାନ୍ତ ପରେ ଅଭିନେତାଙ୍କ ଦେହାନ୍ତ ଘଟିଛି ।…

୩୯ ବର୍ଷ ବୟସରେ ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ: ଶୋକରେ ବୁଡ଼ିଲା ସାଉଥ୍ ସିନେମା

ନୂଆଦିଲ୍ଲୀ: ଏହି ବର୍ଷ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କଳାକାରଙ୍କୁ ହରାଇଛି ଏବଂ ଏବେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିକଟରେ ଖବର ଆସିଛି ଯେ ଦକ୍ଷିଣ ଅଭିନେତା ନିତିନ ଗୋପୀ ମଧ୍ୟ ଦୁନିଆକୁ ଅଲବିଦା…

କ୍ରିକେଟର କାହିଁକି Chewing-Gum ଖାଇ ଖେଳିଥାନ୍ତି ମ୍ୟାଚ୍? ଜାଣିଛନ୍ତି କି ଏହାର କାରଣ

ନୂଆଦିଲ୍ଲୀ: ଆଜିକାଲି ସାରା ଦୁନିଆରେ କ୍ରିକେଟ ସବୁଠାରୁ ଲୋକପ୍ରିୟ ଖେଳ ଭାବରେ ପରିଚୟ ପାଇଛି । ଏହି ଖେଳାଳିମାନଙ୍କର ଅନେକ ଷ୍ଟାଇଲ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ଯଦି କ୍ରିକେଟରମାନଙ୍କ ଉପରେ କେବେ ଧ୍ୟାନ…

କଳିଯୁଗରେ ପାପ ବଢାଇବା ପାଇଁ ଆସିଗଲା ‘ଅସୁର’: ଅର୍ଶଦ ଏବଂ ବରୁଣ ଜିତିଲେ ହୃଦୟ

ନୂଆଦିଲ୍ଲୀ: ଲୋକପ୍ରିୟ ୱେବସିରିଜ ‘ଅସୁର’ର ଦ୍ୱିତୀୟ ସିଜିନ୍ରୁ ରିଲିଜ ହୋଇଛି। ୨୦୨୦ରେ ରିଲିଜ ହୋଇଥିବା କ୍ରାଇମ-ଥ୍ରୀଲର ସିରିଜ ଅସୁର’। ଏହି ସିରିଜ ସମସ୍ତଙ୍କ ମୁହଁରୁ ପ୍ରଶଂସା ସାଉଁଟିଥିଲା। ଏଥିରେ ଅର୍ଶଦ ୱାରସି…

ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କ ଉପରକୁ ଗୁଳିମାଡ଼: ଶରୀରରେ ବାଜିଛି ଗୋଟିଏ ଗୁଳି

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ଲାଇଭ୍ ଶୋ’ ଅବସରରେ ଜଣେ ସେଲିବ୍ରେଟିଙ୍କ ଉପରକୁ ଗୁଳିମାଡ଼ କରାଯାଇଛି । ଏକ କନସର୍ଟ ଚାଲିଥିବା ସମୟରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣାଶୁଣା ଗାୟିକା ନିଶା…

୧୯୦ କୋଟି ଟଙ୍କାରେ ବିଳାସପୂର୍ଣ୍ଣ ଘର କିଣିଲେ ଉର୍ବଶୀ, ପାଲଟିଲେ ଏହି ଦିଗଜ କଳାକାରଙ୍କ ପଡ଼ୋଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ସବୁବେଳେ କିଛିନା କିଛି ଖବର ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବେଳେବେଳେ ନିଜର ଗେଟଅପ ପାଇଁ ତ କେତେବେଳେ ନିଜର ସମ୍ପର୍କ ପାଇଁ ଆଲୋଚନାରେ ରହିଥା’ନ୍ତି। କାନ୍ସ ଚଳଚ୍ଚିତ୍ର…

ପରଲୋକରେ ସାଉଥ ଅଭିନେତା ହରିଶ ପେଙ୍ଗନ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ସାଉଥ ଅଭିନେତା ହରିଶ ପେଙ୍ଗନ ଆଉ ନାହାନ୍ତି । ମାତ୍ର ୪୯ ବର୍ଷ ବୟସରେ ହରିଶଙ୍କ ଆରପାରିକୁ ଚାଲିଯାଇଛନ୍ତି । ଫୁସଫୁସ ଜନିତ ବୀମାରୀରେ ସେ କିଛିଦିନ…

ସଡକ ଦୁର୍ଘଟଣାର ଶିକାର ହେଲା ‘ପୁଷ୍ପା-୨’ ଟିମ୍ ବସ୍: ୨ କଳାକାର ଆହତ

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଅଭିନୀତ 'ପୁଷ୍ପା-୨' ସିନେମାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହି ଫିଲ୍ମ ଏବଂ ଏହାର କଳାକାରମାନଙ୍କୁ ନେଇ ବର୍ତ୍ତମାନ ଏକ ଦୁଃଖଦ ଘଟଣା ସାମନାକୁ…

ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯାତ୍ରା ଜଗତରୁ ଆସିଛି ଏକ ଦୁଃଖ ଖବର । ଯାତ୍ରା ଜଗତର ଜଣାଶୁଣା ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ…