fbpx
Browsing Category

ମନୋରଞ୍ଜନ

(Video) ‘ପୁଷ୍ପା-୨’ରେ ଓଡ଼ିଆ ପୁଅ: ମିଥୁନଙ୍କ ଦମଦାର ଅଭିନୟ ଦେଖି ଅଲ୍ଲୁ ଅର୍ଜୁନ ଛାନିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ପରେ ଏବେ ‘ପୁଷ୍ପା-୨’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ସବୁଠାରୁ ବଡ଼ କଥା ହେଉଛି…

କେବଳ ଭାରତ ନୁହେଁ, ସାରା ଦୁନିଆର ଆଖି ଖୋଲୁଛି ‘The kerala Story’, ଆମେରିକା ଏବଂ କାନାଡାର ୨୦୦ରୁ ଅଧିକ ହଲରେ ହୋଇଛି ରିଲିଜ

ନୂଆଦିଲ୍ଲୀ: "ଦ କେରଳ ଷ୍ଟୋରୀ", ଯାହା ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍) ର ବିପଜ୍ଜନକ କାର୍ଯ୍ୟ ବିଷୟରେ ସତ୍ୟକୁ ସାରା ବିଶ୍ୱରେ ସାମ୍ନାକୁ ଆଣିଛି, କେବଳ ଭାରତୀୟ ସିନେମା ହଲରେ ନୁହେଁ ବରଂ ଏହା…

ଆସିଲା ରାଘବ ଚଡ୍ଡା-ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧର ପ୍ରଥମ ଫଟୋ, ପୁରା ପରିବାର ଉତ୍ସବର ମାହୋଲ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟାଇ ସେହି ଶୁଭ ସମୟ ଆସିଛି ଆଉ ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧର ଶେଷ ହୋଇଛି। ଆଗକୁ ସେମାନେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହେବେ। ପରିବାର ଏବଂ…

(Video) ମୋ ଛାଡ଼ପତ୍ର ଇତିହାସ ରଚିବ: ଏହା ଛାଡ଼ପତ୍ର ନୁହେଁ ଷଡ଼ଯନ୍ତ୍ର, କାନ୍ଦି କାନ୍ଦି କହିଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାହିକ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି । ଗତ ମାର୍ଚ୍ଚ ମାସରେ…

ଆସନ୍ତାକାଲି ପରିଣୀତି-ରାଘବ ନିର୍ବନ୍ଧ ; ସ୍ୱାମୀ ଓ ଝିଅ ସହ ଦିଲ୍ଲୀରେ ପହଞ୍ଚିଥିଲେ ଭଉଣୀ ପ୍ରିୟଙ୍କା

ନୂଆଦିଲ୍ଲୀ : ଏୟାରପୋର୍ଟ, ଷ୍ଟାଡିୟମ୍ ଠାରୁ ଆରମ୍ଭ କରି ସବୁଠି ଏକାଠି ନଜର ଆସିଲେ । ମିଡିଆ କ୍ୟାମେରାକୁ ମଧ୍ୟ ଡର ନଥିଲା । ଶେଷ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା…

(Video) ପୁଷ୍ପା-୨ରେ ରୋଲ ଦେବେ କହି ରକ୍ତଚନ୍ଦନ କାଠ ଆଉ ପଥର ବୋହିବାକୁ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବା ପରେ ‘ପୁଷ୍ପା-୨’ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଶୁଟିଂ ପାଇଁ ପ୍ରଡକ୍ସନ ଟିମ୍ ପୂର୍ବରୁ…

‘ଆଦିପୁରୁଷ’ରେ ମେଘନାଦ ଭୂମିକାରେ ଅଛନ୍ତି ଏହି ଅଭିନେତା: ଟ୍ରେଲରରେ ନାହିଁ ଗୋଟିଏ ବି ଝଲକ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ସିନେମା 'ଆଦିପୁରୁଷ'ର ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରୁଥିବା ବେଳେ ସୁପରଷ୍ଟାର ପ୍ରଭାସଙ୍କ 'ଶ୍ରୀରାମ' ଅବତାର ମଧ୍ୟ…

ମୋଦୀଙ୍କ ନାଁରେ ଯୌନ ଅଭିଯୋଗ ! ୧୫ ବର୍ଷ ଧରି ସହିଛି… ‘ତାରକ ମେହେତା କା ଉଲଟା ଚଷମା’ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ୍ ଶୋ 'ତାରକ ମେହେତା କା ଉଲଟା ଚଷମା' କିଏ ବା ନ ଦେଖନ୍ତି । ଏହି ଟିଭି ଶୋ ବହୁ ବର୍ଷ ଧରି ଛାଲିଆସୁଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଶୋ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି…

ପତ୍ନୀ ଆଲିଆଙ୍କ ସହ ବିବାଦ ଉପରେ ପ୍ରତିକ୍ରିୟା ପ୍ରକାଶ କରିଲେ ନୱାଜୁଦ୍ଦିନ କହିଲେ ମୋର କୌଣସି ଅଭିଯୋଗ …

ନୂଆଦିଲ୍ଲୀ: ବଲିଉଡର ଜଣେ ଆଗଧାଡିର ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପୁଣି ଚର୍ଚ୍ଚାରେ ଆସିଛନ୍ତି। ଏହି ଅଭିନେତା ତାଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କ ସହ ବିବାଦ ଘେରରେ ରହିଛନ୍ତି । ଆଲିଆ…

ବିବାଦ ଘେରରେ ମଧ୍ୟ ଖୁବ୍ ଜୋରସୋରରେ ଚାଲିଛି ‘The kerala story’, ପାଞ୍ଚ ଦିନରେ ରୋଜଗାର କଲା ଏତିକି ଟଙ୍କା

ନୂଆଦିଲ୍ଲୀ: ଟ୍ରେଲର ରିଲିଜ ହେବା ପରଠାରୁ ହେଡଲାଇନରେ ରହିଆସିଥିବା କେରଳ କାହାଣୀର ଆଲୋଚନା ସୋସିଆଲ ମିଡିଆରେ ଜୋରସୋରରେ ଚାଲିଛି। ପ୍ରଶଂସକ ଏବଂ ସେଲିବ୍ରେଟି ମାନେ ଏହି ଫିଲ୍ମକୁ ସମର୍ଥନ କରୁଥିବା ଦେଖାଯାଉଥିବାବେଳେ…