
Browsing Category
Featured
ATMରୁ ୫୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଯିବ କି? ସରକାର ଦେଲେ ଏହାର ସ୍ପଷ୍ଟ ଉତ୍ତର
ନୂଆଦିଲ୍ଲୀ: ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ATM ରୁ 500 ଟଙ୍କାର ନୋଟ୍ ବାହାରିବା ବନ୍ଦ ହୋଇଯିବ। ଏନେଇ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି।
ସରକାରଙ୍କ ପକ୍ଷରୁ ସଂସଦରେ…
ହ୍ୱାଇଟ୍ ହାଉସର ବଡ଼ ଖୁଲାସା: ଏହି କାରଣ ପାଇଁ ଟ୍ରମ୍ପ ଭାରତ ଉପରେ ଲଗାଇଛନ୍ତି ୫୦% ଟାରିଫ
ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ପ୍ରଥମେ ୨୫ ପ୍ରତିଶତ ଟାରିଫ ଲଗାଇଛି ଏବଂ ଏହାପରେ ଦ୍ୱିତୀୟ ଥର ୨୫ ପ୍ରତିଶତ ଟ୍ୟାକ୍ସ ଲଗାଇଛି। ଏହିଭଳି ଭାରତ ଉପରେ ସମୁଦାୟ ଆମେରିକୀୟ ଟାରିଫ ବଢି ୫୦ ପ୍ରତିଶତ ହୋଇଯାଇଛି।…
ଅଭିନେତ୍ରୀ କରିସ୍ମାଙ୍କ ଉପରେ ଫିଦା ଏହି ୩ ଶିଶୁର ବାପା, ନିଜ ଘରର କାନ୍ଥ ସାରା ଲଗାଇଛନ୍ତି ପୋଷ୍ଟର
ନୂଆଦିଲ୍ଲୀ: ନିରହୁଆ ଓରଫ ଦିନେଶ ଲାଲ ଯାଦବ ଭୋଜପୁରୀ ସିନେମାର ବଡ଼ ଷ୍ଟାର ଅଟନ୍ତି। ନିରହୁଆ ନିଜ ଫିଲ୍ମ ବ୍ୟତୀତ ନିଜ ଲଭ ଲାଇଫକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାଆନ୍ତି। ଇଣ୍ଡଷ୍ଟ୍ରୀରେ ଆମ୍ରପାଲୀ ଦୁବେ ଏବଂ ତାଙ୍କର…
୪୬୫୪ ଭୂସ୍ଖଳନ, ୯୨ ହିମସ୍ଖଳନ, ୬୭ ବାଦଲ ଫଟା ବର୍ଷା, ୧୨୭୫୮ ବନ୍ୟା….ଏତେ ବିପର୍ଯ୍ୟୟ ଦଂଶନରେ ଦେବଭୂମି, କେବେ ହେବ ପୁନରୁଦ୍ଧାର ?
ଉତ୍ତରାଖଣ୍ଡ: ଆଧୁନିକତାର ସହିତ ମଣିଷ ଯେତେ ଯେତେ ଆଗକୁ ବଢୁଛି, ତାଙ୍କର ଜୀବନଶୈଳୀ ସେତେ ସହଜ ହେବାରେ ଲାଗିଛି । କିନ୍ତୁ କିଛି ଅଞ୍ଚଳ ଅଛି ଯେଉଁଠାରେ ଲୋକମାନେ ଏବେ ବି ଅସୁବିଧାରେ ଜୀବନଯାପନ କରୁଛନ୍ତି ।
ହିମାଳୟ…
ସ୍ବାମୀ ସହ ସାଲୱାର-ସୁଟ୍ ପିନ୍ଧି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ସ୍ତ୍ରୀ; ଡ୍ରେସ୍ ଦେଖି ମିଳିଲାନି ଏଣ୍ଟ୍ରି, ଭିଡିଓ ଭାଇରାଲ ପରେ…
ନୂଆଦିଲ୍ଲୀ: ନିଜ ଦେଶରେ ନିଜ ପୋଷାକ ପିନ୍ଧିବା କ’ଣ ଅପରାଧ? ଆପଣ ମଧ୍ୟ ଭାବୁଥିବେ ଏହା କି ପ୍ରକାରର ପ୍ରଶ୍ନ? କିନ୍ତୁ ରାଜଧାନୀ ଦିଲ୍ଲୀରେ, ସାଲୱାର ସୁଟ୍ ପିନ୍ଧିଥିବା ଜଣେ ମହିଳାଙ୍କୁ ତାଙ୍କ ପୋଷାକ ଯୋଗୁଁ…
ଖାଲି ପେଟରେ ତେନ୍ତୁଳି ପତ୍ର ଖାଇବାର ୭ଟି ଜବରଦସ୍ତ ଫାଇଦା, ପତଳା ହେବା ସହ ଦୂର ହେବ ପେଟ ସମସ୍ୟା
ଓଡ଼ିଶା ଭାସ୍କର: ଆୟୁର୍ବେଦ ଅନୁସାରେ, ସକାଳେ ଖାଲି ପେଟରେ କିଛି ଜିନିଷ ଖାଇବା ଦ୍ୱାରା ଆମେ ଲାଭ ପାଇଥାଉ। ଏପରି ଏକ ଔଷଧୀୟ ପତ୍ର ହେଉଛି ତେନ୍ତୁଳି ପତ୍ର।
ତେନ୍ତୁଳି ପତ୍ର କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଏଥିରେ…
ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ବୋମାମାଡ, ବାଇକରେ ଆସି ବୋମାମାଡ଼ କଲେ 3 ଦୁର୍ବୃତ୍ତ
ପୁରୀ: ମୋଚିସାହି ନିକଟ ନୂଆତୋଟାରେ ବୋମା ମାଡ଼ । ଶୁକ୍ରବାର ଏହି ବୋମାମାଡ ହୋଇଛି । ବାଇକରେ ଆସି ଜାଗାଘର ଉପରକୁ 3 ଦୁର୍ବୃତ୍ତଙ୍କୁ ବୋମାମାଡ଼ କରିଛନ୍ତି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା…
ଚଳନ୍ତା ବସ୍ ଉପରେ ପଡ଼ିଗଲା ଗଛ, ୫ ମୃତ, ଫଶି ଯାଇଥିବା ମହିଳା କହିଲେ- ଜୀବନ ବଞ୍ଚାଇବା ଆଗ, ଆପଣ ଭିଡିଓ କରୁଛନ୍ତି..
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାବଂକୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀବାହୀ ଚଳନ୍ତା ବସ୍ ଉପରେ ଏକ ଗଛ ପଡ଼ିଯାଇଛି। ସୂଚନାଯୋଗ୍ୟ ଯେ, ଏଠାରେ ପ୍ରବଳ ବର୍ଷା ଜାରି ରହିଛି।
ଏହି ଦୁର୍ଘଟଣାରେ ୫ଜଣଙ୍କର…
ନାବାଳିକା ଝିଆରୀକୁ ଗର୍ଭବତୀ କଲା ପିଉସା, ମାଙ୍କଡ଼ ଘଉଡ଼ାଇବା ବାହାନାରେ କରିଥିଲା ଦୁଷ୍କର୍ମ
ବସ୍ତା: ପିଉସା –ଝିଆରୀର ସମ୍ପର୍କ ବାପା-ଝିଅର ସମ୍ପର୍କ ପରି । କିନ୍ତୁ ଆଜିର ଦୁନିଆରେ ଏଭଳି ଏକ ଘଟଣା ଘଟିଛି ଯାହା ଦେଖିବା ପରେ ସମ୍ପର୍କ ଉପରୁ ଭରସା ତୁଟି ଯାଇଛି । ତେବେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ…
ହାତୀ ଖୁଆଡ଼ରେ ପଡ଼ିଲା ଛୁଆ; ନିଜ ଶୁଣ୍ଢରେ ଟେକି ପରିବାରକୁ ଦେଲେ ଗଜରାଜ, ହୃଦୟ ଜିତିବ ଏହି ଭିଡିଓ
ନୂଆଦିଲ୍ଲୀ: ହାତୀ ଏକ ବିଶାଳ ପ୍ରାଣୀ। ହାତୀର ହୃଦୟ ତା'ର ଶରୀର ଅପେକ୍ଷା ବହୁତ ବଡ଼। ଏହାକୁ ପ୍ରମାଣିତ କରୁଥିବା ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ, ହାତୀର ହୃଦୟ କେତେ…