Browsing Category
Featured
କୁଜଙ୍ଗ ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର: ପାରାଦୀପ କୁଜଙ୍ଗ ଏକ୍ସପ୍ରେସ କଲୋନୀରେ ଦୁଇ ମହିଳାଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀଙ୍କୁ ଆଜୀବନ ଦଣ୍ଡିତ କରାଯାଇଛି । ୨୦୨୩ ମସିହାରେ ହୋଇଥିବା ବଡଧରଣର ବିଭତ୍ସ ହତ୍ୟାକାଣ୍ଡରେ ସାରା ରାଜ୍ୟରେ ଚହଳ…
ଜୁଲାଇ ୧୪ରେ ହେବ ATO ପ୍ରିଲିମିନାରୀ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ହେଉଥିବା ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୭ ତାରିଖରେ…
ସେମିଫାଇନାଲ ବିଜୟ ପାଇଁ ଟିମ୍ ଇଣ୍ଡିଆର ୩ଟି ବଡ଼ ଅସ୍ତ୍ର! କେଉଁ ରଣନୀତି ଆପଣାଇଲେ ହାରିବ ଇଂଲଣ୍ଡ
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ବିଜେତା ଚୟନ ପାଇଁ ଆଉ ମାତ୍ର ଦୁଇଟି ପାଦ ବାକି ରହିଛି । ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଫାଇନାଲରେ…
(Video) ମାତ୍ର ୨୦ ଟଙ୍କାରେ ମିଳୁଛି କିଲେ ପିଆଜ: ଓଡ଼ିଶାର ଏହି ସ୍ଥାନରେ ଗ୍ରାହକଙ୍କର ଭିଡ଼ ଜମିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବଜାରକୁ ଯିବାକୁ ଡର ଲାଗୁଛି । ଶହେ ଟଙ୍କା ନେଇ ମାର୍କେଟକୁ ଗଲେ ପରିବାର ବ୍ୟାଗ୍ ଭର୍ତ୍ତି ହେଉନାହିଁ । ଆଳୁ, ବାଇଗଣ, ପୋଟଳ, ବିନ୍ସ, ପିଆଜ, କଲରା ଆଦି ବିଭିନ୍ନ…
T 20 Worldcup: India vs England Semifinal:କ’ଣ ଅଟେ ୨୫୦ ମିନିଟ ନିୟମ, ଭାରତ ଇଂଲଣ୍ଡ ସେମିଫାଇନାଲ ମ୍ୟାଚରେ କେମିତି ପ୍ରଭାବ…
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଲାଯିବାକୁ ଥିବା ମ୍ୟାଚରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିପାରେ । ଗୁୟାନାରେ ଲଗାତାର ବର୍ଷା ହେଉଥିବାରୁ ମ୍ୟାଚ ଆରମ୍ଭ ହେବା ବିଳମ୍ବ ହୋଇପାରେ ବୋଲି ଜଣା ପଡିଛି ।…
ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଭଙ୍ଗାଗଲା ବିଜେପି କାର୍ଯ୍ୟାଳୟ; ପୋଲିସ-ଦଳୀୟ କର୍ମୀ ଧସ୍ତାଧସ୍ତି
କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୋଲିସ। ଏପରିକି କୋଲକାତାସ୍ଥିତ…
ଜୁଲାଇ ୨୦ରେ ହେବ ସିଷ୍ଟମ ଆସିଷ୍ଟାଣ୍ଟ ମୁଖ୍ୟ ଲିଖିତ ପରୀକ୍ଷା: OSSC ପକ୍ଷରୁ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସୂଚନା ଆୟୋଗରେ ସିଷ୍ଟମ ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଫେବୃଆରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ଏହି…
ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ପୂର୍ବରୁ ଆସିଲା ଖୁସି ଖବର
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ…
ଜରୁରୀକାଳୀନ ପରିସ୍ଥିତି ଉପରେ ଓମ୍ ବିର୍ଲାଙ୍କ ବୟାନକୁ ନେଇ ରାହୁଲ ଖପା; କହିଲେ- ‘ବାଚସ୍ପତି ଏପରି…’
ନୂଆଦିଲ୍ଲୀ: ନବନିର୍ବାଚିତ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ଜରୁରୀକାଳୀନ ପରିସ୍ଥିତିକୁ ନିନ୍ଦା କରି ସଂକଳ୍ପ ପାଠ କରିଥିଲେ । ଏହି ସମୟରେ ସେ ଜରୁରୀକାଳୀନ ପରିସ୍ଥିତିକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଦେଶର…
KALKI 2898 AD MOVIE: ଫ୍ୟାନ୍ସ କହିଲେ ପେସାବସୁଲ ସିନେମା, ଏସଏସ ରାଜାମୌଲିଙ୍କ ତାରିଫ, ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଲା ଖଚାଖଚ ଭିଡ
ଓଡିଶା ଭାସ୍କର: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସିନେମା "କଲ୍କି ୨୮୯୮ ଏଡି' ଆଜି ସାରା ଦେଶର ସିନେମା ହଲରେ ରିଲିଜ ହୋଇଛି । ୬୦୦ କୋଟିର ବଜେଟରେ ନିର୍ମିତ ଏହି ସିନେମା ହିନ୍ଦୁ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ।…