Browsing Category

Featured

ଏହି ସିଙ୍ଗରଙ୍କ ଗୀତରେ ୪ କିଲୋମିଟର ପର୍ଯ୍ୟନ୍ତ ଥରି ଉଠିଲା ପୃଥିବୀ, ସମସ୍ତେ ଚକିତ

ଓଡ଼ିଶା ଭାସ୍କର: ଆମେରିକାର ସିଙ୍ଗର ଟେଲର ସ୍ୱିଫ୍ଟ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗରେ ଏକ ଲାଇଭ୍ ପରଫର୍ମାନ୍ସ ଦେଇଥିଲେ । ତାଙ୍କ ସିଙ୍ଗିଙ୍ଗ୍ କନସର୍ଟରେ ଫ୍ୟାନ୍ସ ଏପରି ନାଚିଲେ ଝୁମିଲେ ଯେ, ପୃଥିବୀ ଦୋହଲିଗଲା ।…

ନିର୍ବାଚନ ପରେ ଜନତାଙ୍କୁ ବଡ଼ ଝଟକା: ପେଟ୍ରୋଲ ଲିଟର ୩ ଟଙ୍କା ବଢ଼ିଲା, ଡିଜେଲ ୩.୨ ଟଙ୍କା ମହଙ୍ଗା ହେଲା

ନୂଆଦିଲ୍ଲୀ: ଗତ ୪ ତାରିଖରେ ଦେଶରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ବହୁମତ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିବା ବିଜେପି ଦୁଇ ସହଯୋଗୀ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ)…

“ଓଡ଼ିଶାରେ ଦେଶୀ ବିଦେଶୀ ମଦ ବନ୍ଦ…”: ଏଭଳି ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ଦେଶୀ, ବିଦେଶୀ ମନ୍ଦ ବନ୍ଦ । ସ୍ୱାଧିନତା ଦିବସ ଠାରୁ ଓଡ଼ିଶାରେ ମଦ ବନ୍ଦ ହେବ ।’ ଏଭଳି କିଛି ସୂଚନା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।…

କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ: ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି । ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ…

(Video) ‘Melodi’ Moment Again: ମୋଦୀ-ମେଲୋନୀଙ୍କ ସେଲଫି ଓ ଭିଡିଓ ପୁଣି ଥରେ ସଭିଙ୍କ ଦିଲ୍ ଜିତିଲା

ନୂଆଦିଲ୍ଲୀ: ଇଟାଲିରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ପୁଣି ଥରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଶନିବାର ଅଚାନକ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏହାପରେ ତାଙ୍କୁ ପାଟନାର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ତାଙ୍କ…

ବିଜେପି ନେତା ଇନ୍ଦିରା ଗାନ୍ଧୀଙ୍କୁ କହିଲେ ‘ମଦର ଅଫ୍ ଇଣ୍ଡିଆ’, କଂଗ୍ରେସର ଏହି ନେତାଙ୍କୁ କହିଲେ ନିଜ ରାଜନୈତିକ ଗୁରୁ

ତ୍ରିଶୁର: କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍ ଇଣ୍ଡିଆ’ ଓ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ କେ. କରୁଣାକରନଙ୍କୁ ସାହାସୀ ପ୍ରଶାସକ…

ରଜପାନ ବିନା ଫିକା ପଡ଼ିଯାଏ ରଜ ମଉଜ

ଓଡ଼ିଶା ଭାସ୍କର: ‘ବନସ୍ତେ ଡାକିଲା ଗଜ, ବରସକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ ।....’ ଆଜି ରଜ ସଂକ୍ରାନ୍ତି । ଚଳଚଞ୍ଚଳ ଗାଁ ଠାରୁ ସହର । ସବୁଆଡ଼େ ଉତ୍ସବର ମାହୋଲ । ଓଡ଼ିଶାର ପାରମ୍ପରିକ ଗଣପର୍ବ ଭାବେ…

(Video) ମିଳିବନି ସୁଭଦ୍ରା ଟଙ୍କା: ଏହି ସବୁ ପ୍ରମାଣ ପତ୍ର ନଥିଲେ ଯୋଜନାରୁ ବାଦ୍ ପଡ଼ିବେ ମହିଳା

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ସୁଭଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳାଙ୍କର ଆର୍ଥିକ ବିକାଶ ହୋଇପାରିବ । ମାଗଣାରେ ଘରେ ବସି ପାଇବେ ସୁଭଦ୍ରା…

ଆରଏସଏସ ଏବଂ ବିଜେପି ମଧ୍ୟରେ ଚାଲିଛି କ’ଣ; ଏପରି କହିଲେ RJD ନେତା ମନୋଜ ଝା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆର ଜେ ଡି) ନେତା ମନୋଜ ଝା କହିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର ଏସ ଏସ) ମଧ୍ୟରେ ସ୍ଥିତି ପାଇଁ ଲଢ଼େଇ ଚାଲିଛି। ଏଥିରେ ଦେଶକୁ ସମୟ…