Browsing Category
Featured
ଜୁନ୍ ୨୨ରେ OJS-୨୦୨୩ ପ୍ରିଲିମ୍ସ: ପରୀକ୍ଷାର କାର୍ଯ୍ୟସୂଚୀ ଜାରି କଲା OPSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତ ୨୨ ତାରିଖ (ରବିବାର) ଦିନ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ୨୦୨୩ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସୂଚନା…
OSSSC ପକ୍ଷରୁ ସୂଚନା: ୨୬୨୯ ଜିଲ୍ଲା କ୍ୟାଡର ଶିକ୍ଷକ ଆବେଦନ ତାରିଖ ପୁଣି ଘୁଞ୍ଚିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ଦୁଇଥର ଅନଲାଇନ୍…
(Video) ହାରିକି ବି ଜିତି ଯାଇଛନ୍ତି ନବୀନ ପଟ୍ଟନାୟକ; ଏହି ସବୁ କାରଣ ନବୀନଙ୍କୁ ପରାଜୟ ପରେ ବିଜୟ କରାଇଛି…
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୨୦୨୪ ପୂର୍ବରୁ ଗଣତନ୍ତ୍ରର ପ୍ରକ୍ରିୟା କଣ କେହି ବୁଝି ନଥିଲେ। ପରାଜୟ ପରେ ଶତ୍ରୁ କରି ନେଉଥିଲେ। କିନ୍ତୁ ୨୦୨୪ରେ ନବୀନ ଶିଖାଇଲେ ପରାଜୟ ପରେ କେମିିତି ହୃଦୟ ଜିତା ଯାଏ । କେମିତି…
ରାଜ୍ୟ ଅତିଥି ଭବନ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ମୋହନ ଚରଣ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ହୋଇଛି ରାଜ୍ୟ ଅତିଥି ଭବନ । ଅତିଥି ଭବନର ପ୍ରଥମ ମହଲାକୁ ସେଥିପାଇଁ ପ୍ରସ୍ତୁତ…
ଅଳ୍ପ ବୟସରେ କାହିଁକି ଧଳା ହୋଇଯାଏ କେଶ ? ଜାଣନ୍ତୁ କାରଣ
ବର୍ତ୍ତମାନ କେଶକୁ ନେଇ ଅନେକ ସମସ୍ୟା ଦେଖାଗଲାଣି । କେଶ ଝଡ଼ିବା ହେଉ କି, ମାତ୍ର ଅଳ୍ପ ବୟସରେ କେଶ ଧଳା ହୋଇଯିବା ପରି ସମସ୍ୟା ଦେଖିବାକୁ ମିଳିଲାଣି । ସବୁଠାରୁ ବଡ଼ କଥା ହେଉଛି ଏବେ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା…
ନିଟ୍ ୟୁଜି ୨୦୨୪ ଶୁଣାଣି; ଗ୍ରେସ୍ ମାର୍କ ବାତିଲ, ଜୁନ୍ ୨୩ରେ ହୋଇପାରେ ପୁନଃ ପରୀକ୍ଷା
ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ହୋଇଥିବା ବିବାଦ ଉପରେ ସୁପ୍ରିମକୋର୍ଟରେ ଆଜି ତିନିଟି ଆବେଦନର ଶୁଣାଣି ହୋଇଛି। ଗ୍ରେସ୍ ମାର୍କ ଦିଆଯାଇଥିବା ୧୫୬୩ ନିଟ୍-ୟୁଜି ୨୦୨୪…
ପୁଣିଥରେ ବଢ଼ିଲା ମାଗଣାରେ ଆଧାର ଅପଡେଟ୍ କରିବାର ଡେଡଲାଇନ୍, ଜାଣନ୍ତୁ ନୂଆ ତାରିଖ
ନୂଆଦିଲ୍ଲୀ: ଆଧାର ବ୍ୟବହାରକାରୀଙ୍କ ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ୟୁଆଇଡିଏଆଇ ପୁଣିଥରେ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବାର ସମୟସୀମା ବୃଦ୍ଧି କରିଛି । ଏହାପୂର୍ବରୁ ଏହାର ସମୟସୀମା ୧୪ ଜୁନ୍ ୨୦୨୪…
ଆଖିରେ ମାସ୍କ ଲଗାଇଲେ ମିଳିଥାଏ ଜବରଦସ୍ତ ଫାଇଦା, ବଢିଥାଏ ସ୍ମରଣ ଶକ୍ତି
ଆଖିରେ ମାସ୍କ ଲଗେଇ ଶୋଇବା ହୁଏତ ଆଜିକାଲି ଏକ ଟ୍ରେଣ୍ଡ୍ ହୋଇଛି। ଏଭଳି ପରିସ୍ଥିତିରେ କିଛି ଲୋକ ଭଲ ନିଦ ପାଇବା ପାଇଁ ଆଖିରେ ମାସ୍କ ଲଗାନ୍ତି। ଅନେକ ଲୋକ ଫ୍ୟାଶନ ଟ୍ରେଣ୍ଡ୍କୁ ଅନୁସରଣ କରିବା ପାଇଁ ଆଖିରେ ମାସ୍କ…
ଏଟିଏମ୍ରୁ କ୍ୟାସ୍ କାଢିବା ହୋଇଯିବ ମହଙ୍ଗା, ଜାଣନ୍ତୁ କେତେ ଚାର୍ଜ ବଢାଇବାକୁ ଯାଉଛନ୍ତି କମ୍ପାନୀ
ନୂଆଦିଲ୍ଲୀ: ନୋଟ୍ବନ୍ଦୀ ପରେ ଦେଶରେ ଡିଜିଟାଲ୍ ଟ୍ରାନଜାକସନ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଏବେବି ବହୁ କାମ ଲାଗି ନଗଦ କ୍ୟାସ୍ର ଆବଶ୍ୟକ ପଡୁଛି । ଯଦି ଆପଣ ପ୍ରାୟ ସମୟରେ ଏଟିଏମ୍ରୁ ଟଙ୍କା କାଢୁଛନ୍ତି…
NEET ଗ୍ରେସ ମାର୍କ କ’ଣ? ଯାହାକୁ କରାଗଲା ରଦ୍ଦ, ଜାଣନ୍ତୁ ଏଥିପାଇଁ ବଦଳିଯିବ ପୂରା ଟପ୍ପରଙ୍କ ଲିଷ୍ଟ
ନୂଆଦିଲ୍ଲୀ: ନୀଟ ୨୦୨୪ ରେଜଲ୍ଟରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରାଦାନ କରାଯାଇଥିଲା । ଯେଉଁ କାରଣରୁ ଛାତ୍ରଛାତ୍ରୀଙ୍କ ମାର୍କରେ ପ୍ରାର୍ଥକ୍ୟ ଦେଖିବାକୁ ମିଳିଛି । ଗ୍ରେସ ମାର୍କ କାରଣରୁ ୬୭ଟି…