Browsing Category
Featured
ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର, ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିବା ବେଳେ ଏହି ଅବସରରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏଥିସହିତ…
SSB ଜାରି କଲା ଆଡମିଟ୍ କାର୍ଡ: ଜୁନ୍ ୧୯ରେ ଜୁନିୟର ଆସିଷ୍ଟାଣ୍ଟ ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନିଷ୍ଠ ସହାୟକ ପଦ ପୂରଣ ପାଇଁ କିଛି ମାସ ତଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)…
ପ୍ରକାଶ ପାଇଲା ବିଜ୍ଞପ୍ତି: ବ୍ୟାଙ୍କ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି, ଉପକୃତ ହେବେ ୮ ଲକ୍ଷ କର୍ମଚାରୀ
ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ନୂଆ ଉପହାର ଘୋଷଣା ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ହୋଇଛି । ଏନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ…
(Video) ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବରେ ପହଞ୍ଚିଲେ ନବୀନ: ହାତ ଯୋଡ଼ି ସ୍ୱାଗତ କଲେ ଅମିତ ଶାହ
ଭୁବନେଶ୍ୱର: ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗୀ…
(Video) ସାଟେଲାଇଟରୁ ମିଳୁଛି ସୁପରଫାଷ୍ଟ ସ୍ପିଡ… ୧୦୦ ଦେଶରେ ପହଞ୍ଚିଲା ଷ୍ଟାରଲିଙ୍କ ଇଣ୍ଟରନେଟ
ନୂଆଦିଲ୍ଲୀ: ସାଟେଲାଇଟ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର କମ୍ପାନୀ ଷ୍ଟାରଲିଙ୍କ ବର୍ତ୍ତମାନ ୧୦୦ ଦେଶକୁ ଛୁଇଁଛି । ଏ ନେଇ ସ୍ପେସ-ଏକ୍ସର ସିଇଓ ଏଲନ୍ ମସ୍କ ସୂଚନା ଦେଇଛନ୍ତି । ୧୦୦ତମ ଦେଶ ଭାବରେ ଆଫ୍ରିକାର ସିଏରା…
USA ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ୪ଟି ବଡ଼ ସମସ୍ୟା: ସମାଧାନର ବାଟ ଖୋଜୁଛନ୍ତି ରୋହିତ
ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପରେ ଆଜି ଭାରତ-ଆମେରିକା ମୁହାଁମୁହିଁ ହେଉଛନ୍ତି । ଆୟରଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲେ ମଧ୍ୟ ଏବେ ବି ଟିମ ଇଣ୍ଡିଆ ପାଇଁ ୪ଟି କାରଣ ଦଳକୁ ସମସ୍ୟାରେ ପକାଇପାରେ ।…
ପେମା ଖାଣ୍ଡୁ ପୁଣି ହେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି
ନୂଆଦିଲ୍ଲୀ: ପେମା ଖାଣ୍ଡୁ ପୁଣି ହେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ପେମାଙ୍କ ନାମରେ ମୋହର ବାଜିଛି । ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ପେମାଙ୍କୁ ବିଧାୟକ ଦଳ ଭାବେ ଚୟନ…
IRDAIର ନୂଆ ଗାଇଡଲାଇନ୍ସ: ଇନସ୍ୟୁରାନ୍ସ କ୍ଲେମ ପାଇଁ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ ନାହିଁ
ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି । ଏଣିକି ବୀମା କମ୍ପାନୀମାନେ ଡକ୍ୟୁମେଣ୍ଟ ଅଭାବ କାରଣରୁ କ୍ଲେମକୁ ଅସ୍ୱୀକାର ଦର୍ଶାଇ ପାରିବେ ନାହିଁ…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଗାଡ଼ିର ଥାର୍ଡ ପାର୍ଟି ବୀମା କରିବା ବାଧ୍ୟତାମୂଳକ, ନଚେତ୍ ଜେଲ୍
ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଗାଡ଼ିର ଥାର୍ଡ ପାର୍ଟି କରିବା ବାଧ୍ୟତାମୂଳକ । ନଚେତ୍ ଆପଣମାନେ ଜେଲ୍ ଯାଇ ପାରନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମୁତାବକ, ବୈଧ…
ମଣିଷକୁ ଘାରୁଛି Bird Flu Virus: ନୂଆ ମାମଲା ରେକର୍ଡ, ଜାଣନ୍ତୁ କିପରି ନିଜକୁ ଦେବେ ସୁରକ୍ଷା
ନୂଆଦିଲ୍ଲୀ: ଭାରତରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ଆମେରିକା ଏବଂ କାନାଡ଼ା ପରେ ଭାରତରେ ମଧ୍ୟ ଏହି ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇ ଦେଇଛି । ବର୍ତ୍ତମାନ ବାର୍ଡ ଫ୍ଲୁ’ର ଆଉ ଏକ ନୂଆ ମାମଲା…