Browsing Category

Featured

ଇସ୍ତଫା ଦେଲେ ଲେନିନ୍ ମହାନ୍ତି: ଛାଡ଼ିଲେ OTDC ଅଧ୍ୟକ୍ଷ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୫ ଧରି ଓଡ଼ିଶାରେ କ୍ଷମତାସୀନ ରହିବା ପରେ ବିଜେଡି ଅଚାନକ କ୍ଷମତାଚ୍ୟୁତ ହେବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଆସନ୍ତା…

ଭାରିଯାନକୁ ପିଟିଲା ବସ: ୨ ମୃତ, ୭ ଯାତ୍ରୀ ଗୁରୁତର

ଯାଜପୁର: ଆଜି ସକାଳୁ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଯାଜପୁର ଜିଲ୍ଲାର ବଡ଼ଚଣା କଡେଇଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଭାରିଯାନକୁ ଧକ୍କା ଦେଇଥିଲା ଏକ ବସ୍ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।…

ମିଳିତ ନିଯୁକ୍ତି ପରୀକ୍ଷା-୨୦୨୩: ଓଡ଼ିଆ ଓ ଇଂରାଜୀ ଟାଇପିଂ ଟେଷ୍ଟର ଡେମୋ ଲିଙ୍କ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ୧୧ ଓ ଜୁନ ୧୨ରେ ହେବ ଷ୍ଟେନୋଗ୍ରାଫି, ଟାଇପିଂ ଟେଷ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର ଟେଷ୍ଟ । ମିଳିତ ନିଯୁକ୍ତି ପରୀକ୍ଷାରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଷ୍ଟୋନୋଗ୍ରାଫି ଓ ଟାଇପିଂ…

ଯୁକ୍ତ 2 ଇନ୍‍ଷ୍ଟାଣ୍ଟ୍‍ ପରୀକ୍ଷା ପାଇଁ କେବେ ଭରିବେ ଫର୍ମ ? ଜାଣନ୍ତୁ

ଭୁବନେଶ୍ୱର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଇନ୍‍ଷ୍ଟାଣ୍ଟ୍‍ ପରୀକ୍ଷା ନିମନ୍ତେ ଆସନ୍ତା ୧୧ ଓ ୧୨ ତାରିଖରେ ଫର୍ମ ପୂରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଚଳିତମାସ ୧ରୁ ୫ ଯାଏଁ ଫର୍ମ…

ଗ୍ରୀଷ୍ମ ଅବକାଶ ପରେ ଖୋଲିବ ବିଦ୍ୟାଳୟ: ଏହିସବୁ ବ୍ୟବସ୍ଥା ପାଇଁ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ଥିବାରୁ ଏହା ପୂର୍ବରୁ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଆସନ୍ତା ୧୮ ତାରିଖରେ ସ୍କୁଲ୍‍…

ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ନୂଆଦିଲ୍ଲୀ : ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ…

ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ: ବଢ଼ିଲା ସୁପର-୮ ଆଶା

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଏକ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ଗତ ୬ ତାରିଖରେ ପାକିସ୍ତାନକୁ ହରାଇ ଆମେରିକା ବିପର୍ଯ୍ୟୟ ଘଟାଇଥିବା ବେଳେ ପୁଣି ଏକ ଛୋଟ ଟିମ୍ ବିପର୍ଯ୍ୟୟ ଘଟାଇଛି । ଟି-୨୦ ବିଶ୍ୱକପ…

ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା: ଜୁନ୍ ୧୭ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୭ ତାରିଖରେ ସ୍କୁଲ ଖୋଲିବ । ଏନେଇ ପୂର୍ବ ପ୍ରସ୍ତୁତ କରାଯିବା ସହିତି ଶ୍ରେଣୀଗୃହ, ଶୌଚାଳୟ, କ୍ୟାମ୍ପସକୁ ପରିଷ୍କାର କରାଯିବ । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ…

କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୯ ତାରିଖରେ କେନ୍ଦ୍ରରେ ନୂଆ ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ୧୦ରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଭଳି…

ପ୍ରସିଦ୍ଧ ନିର୍ମାତା ତଥା ରାମୋଜି ଫିଲ୍ମ ସିଟିର ମାଲିକ ରାମୋଜି ରାଓଙ୍କ ପରଲୋକ

ନୂଆଦିଲ୍ଲୀ: ୮ ଜୁନ୍ ୨୦୨୪ ର ସକାଳେ ବହୁତ ଦୁଃଖଦ ଖବର ମିଳିଛି । ରାମୋଜି ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ରାମୋଜି ରାଓଙ୍କର ପରଲୋକ ହୋଇଛି । ଶନିବାର ସକାଳ ୪:୫୦ ରେ ତାଙ୍କର ଦେହାନ୍ତ ହୋଇଛି । କୁହାଯାଉଛି ଯେ ରାମୋଜି…