Browsing Category

Featured

ଏମିତି ବି ଆସେ ମୃତ୍ୟୁ ! ଛକା ମାରିବା ପରେ ଚାଲିଗଲା କ୍ରିକେଟରଙ୍କ ଜୀବନ (Video)

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେର ମିରା ରୋଡ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ କ୍ରିକେଟ ମ୍ୟାଚ ଚାଲିଥିଲା। କ୍ରିକେଟ୍ ଖେଳୁଥିବା ବେଳେ ପଡ଼ିଆରେ ହିଁ ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଘଟଣା…

ନୂଆ ବୋହୂ କରନ୍ତୁ ନାହିଁ ଏହି ଭୁଲ ନଚେତ୍ ଭବିଷ୍ୟତରେ କରିବେ ଅନୁତାପ

ଓଡ଼ିଶା ଭାସ୍କର: କଥାରେ ଅଛି ବିବାହ କେବଳ ଦୁଇଟି ବ୍ୟକ୍ତି ନୁହେଁ ବରଂ ଦୁଇଟି ପରିବାରର ମିଳନ । ବିବାହ ପରେ ଝିଅ ଉପରେ ଉଭୟ ବାପ ଘର ଏବଂ ଶ୍ୱଶୁର ଘରର ଦାୟିତ୍ୱ ରହିଥାଏ । ସେଥିପାଇଁ ତ ନାରୀକୁ ଦୁହିତା ବୋଲି ବିବେଚିତ…

ଆସନ୍ତା ୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ ପାଇଁ ପାଗ ଅନୁକୂଳ

ଭୁବନେଶ୍ୱର : ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ରାଜ୍ୟର କେତେକ…

୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ 

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ଦାସ ଆଜି ୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି । ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ବିଜେଡି ସରକାରର ପଞ୍ଚମ ପାଳିର ଶେଷ…

ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ କରିବ ଦୂରଦର୍ଶନ

ନୂଆଦିଲ୍ଲୀ : ଜୁନ୍ ୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍ କୁ ଡିଡି ଫ୍ରି ଡିସ୍ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ବୋଲି ପ୍ରସାର ଭାରତୀ ଆଜି ଘୋଷଣା କରିଛି। ଦୂରଦର୍ଶନ ଟି-୨୦…

୨୦୦୦ ଟଙ୍କିଆ ନୋଟର ୯୭.୮୨ ପ୍ରତିଶତ ଫେରସ୍ତ; ଲୋକଙ୍କ ପାଖରେ ଏବେ ବି ରହିଛି ୭,୭୫୫ କୋଟି ଟଙ୍କାର ନୋଟ୍

ନୂଆଦିଲ୍ଲୀ : ସୋମବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି ଯେ ୨,୦୦୦ ଟଙ୍କିଆ ନୋଟର ୯୭.୮୨ ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । କେବଳ ୭,୭୫୫ କୋଟି ଟଙ୍କା ଜନସାଧାରଣଙ୍କ ପାଖରେ ଅଛି । ୧୯ ମଇ ୨୦୨୩ ରେ ଆରବିଆଇ…

ଅଫିସରେ କାମ କରିବା ସମୟରେ କାହିଁକି ବଢ଼ିଯାଏ ଓଜନ ? ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି କର୍ମଜୀବୀ । ତେଣୁ ସେମାନେ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗ ଜୀବତ ଜୀବନ ମଧ୍ୟରେ ଛନ୍ଦି ହୋଇଯାଉଛନ୍ତି । ଫଳରେ ଜୀବନଶୈଳୀରେ ପରିବର୍ତ୍ତନ, ଅନିୟମିତ ଖାଦ୍ୟପେୟ ଇତ୍ୟାଦି…

ଅଭିନେତ୍ରୀ ହେମାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ : ରେଭ୍ ପାର୍ଟୀରେ ଡ୍ରଗ୍ସ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରେଭ ପାର୍ଟି ମାମଲାରେ କ୍ରାଇମବ୍ରାଞ୍ଚ ସୋମବାର ତେଲୁଗୁ ଅଭିନେତ୍ରୀ ହେମାଙ୍କୁ ଗିରଫ କରିଛି । ଏହାପୂର୍ବରୁ ବେଙ୍ଗାଲୁରୁ ପୋଲିସର ସିସିବି ହେମାଙ୍କ ସମେତ ଆଠ ଜଣଙ୍କୁ ନୋଟିସ ପଠାଇଥିଲା ।…

ଗ୍ରୀଷ୍ମ ପ୍ରଭାବରୁ ଚର୍ମକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି କି ? ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ

ଓଡ଼ିଶା ଭାସ୍କର: ଦିନକୁ ଦିନ ଗ୍ରୀଷ ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ପ୍ରବଳ ଗରମ ଝାଳ ବାହାରି ଅନେକ ଲୋକ କଲବଲ ହୋଇଯାଆନ୍ତି । ଏହି ଋତୁରେ ବାୟୁମଣ୍ଡଳରେ ଅଧିକ ଆଦ୍ରତା ହେତୁ ଝାଳ ବାହାରିଥାଏ ଫଳରେ…

ଏବେ ୫ ପୃଷ୍ଠା ବିଶିଷ୍ଟ ଫର୍ମ ଭରୁଛନ୍ତି ବିଜେପି ପ୍ରାର୍ଥୀ, କ’ଣ ରହିଛି ପ୍ଲାନ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିଜେପି ଦଳର ଲୋକସଭା ପ୍ରାର୍ଥୀଙ୍କ ପୁରା ବିବରଣୀ ମଗାଇଛନ୍ତି…