Browsing Category

Featured

ମାତ୍ର ୩ ମିନିଟରେ ବଞ୍ଚାଇପାରିବେ ଜୀବନ: ଏଣିକି କଲେଜରେ ମିଳିବ CPRର ଟ୍ରେନିଂ

ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ହୃଦ୍ଘାତ ମାମଲା ବୃଦ୍ଧି ପାଇଛି । କେତେକ ମାମଲା ଏତେ ଅଚାନକ୍ ଘଟିଛି ଯେ କେହି ଡାକ୍ତରଙ୍କୁ ଡାକିବାକୁ କିମ୍ବା କିଛି ସମ୍ଭାଳିବାକୁ ମଧ୍ୟ ସୁଯୋଗ ପାଇଲେ ନାହିଁ । ହୃଦଘାତ…

OJS-2023 ପ୍ରିଲିମିନାରୀ ପରୀକ୍ଷା ତାରିଖ ଓ ସମୟ ବଦଳିଲା: ନୂଆ ଶିଡ୍ୟୁଲ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ହେବ ନାହିଁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)- ୨୦୨୩ ପ୍ରିଲିମିନାରୀ ପରୀକ୍ଷା । ଜୁନ ୨୩ରେ ଓଜେଏସ-୨୦୨୩ ପ୍ରିଲିମ୍ସ ଅନୁଷ୍ଠିତ ହେବା ନେଇ ଗତ ମାସ ୨୪…

+୨ ପରୀକ୍ଷା ଖାତା ରିଚେକିଂ ପାଇଁ ଆଜିଠୁ ଆବେଦନ, ୧୫ ଯାଏଁ ଅବଧି

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି +୨ ପରୀକ୍ଷା ଖାତା ପୁନଃମୂଲ୍ୟାୟନ (ରିଚେକିଂ) I ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ +୨ ପରୀକ୍ଷା କଥା ରିଚେକିଂ ପାଇଁ ଆଜି ଠାରୁ ଆବେଦନ ଆରମ୍ଭ ହୋଇଛି।…

୪ଟି ବସ୍‌ରେ ଲାଗିଗଲା ନିଆଁ , ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଘଟିଲା ଅଘଟଣ

ଭୁବନେଶ୍ୱର: ୪ଟି ବସ୍‌ରେ ଲାଗିଲା ନିଆଁ । ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ଟି ବସ୍‌ରେ ନିଆଁ ଲାଗିଯାଇଥିଲା । ଏହି ଅଘଟଣ ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳରେ । ସମସ୍ତ ବସ୍ ଜଣେ ମାଲିକଙ୍କର ବୋଲି…

ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତ୍ରୀ ସସ୍ମିତା ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ମତଦାନ ସରିବା ପରେ ଆସନ୍ତା ୪ ତାରିଖରେ ଫଳାଫଳ ଘୋଷଣା ହେବ । ଏଥର ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବ ବୋଲି…

ଏହି ମାସରେ ପଡୁଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତରେ ଦୃଶ୍ୟମାନ ହେବ କି ନା ଜାଣି ନିଅନ୍ତୁ

ଓଡ଼ିଶା ଭାସ୍କର: ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ମହାଜାଗତିକ ଘଟଣା ହୋଇଥିଲେ ବି ଏହା ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିରୁ ବି ବେଶ୍ ମହତ୍ତ୍ୱପୂର୍ଣ୍ଣ । ଏହା ସହିତ ଯେତେବେଳେ ପୂର୍ଣ୍ଣ ଗ୍ରହଣ ଲାଗିଥାଏ ସେତେବେଳେ ଏହାର…

ନିଲମ୍ବିତ ହେଲେ ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଫିସର, ଜାଣନ୍ତୁ କାହିଁକି

କଟକ : ଦେଶ ତଥା ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲ୍ଲାପାଳ…

୪ ଜୁନ୍ ହେଉଛି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ, ଏପରି କରନ୍ତୁ ଆପ୍ଲାଏ

ଭୁବନେଶ୍ୱର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି,…

କାଲି ଅପରା ଏକାଦଶୀ; ଭୁଲ୍‌ରେ ବି କରନ୍ତୁନି ଏପରି କାର୍ଯ୍ୟ, କ୍ରୋଧିତ ହୋଇଯିବେ ଶ୍ରୀହରି

ଓଡ଼ିଶା ଭାସ୍କର: ଏଥର ଜୁନ୍ ୨ ତାରିଖ ରବିବାର ପଡୁଛି ଅପରା ଏକାଦଶୀ । ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଅପରା ଏକାଦଶୀ ବ୍ରତ…

ରାସ୍ତାରେ ଖେଳୁଛନ୍ତି ମାଛ, ଗୋଟାଇବାକୁ ଲୋକଙ୍କ ଜମିଛି ଭିଡ

ଧାନବାଦ: ଝାରଖଣ୍ଡ ଧାନବାଦରେ ଏକ ଗାଡି ପ୍ରତିବନ୍ଧ ଲଗାଯାଇଥିବା ଥାଇ ମାଗୁର ମାଛ ଲଦି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଲେଉଟି ପଡିଥିଲା । ଫଳରେ ଗାଡିରୁ ସବୁ ମାଛ ରାସ୍ତା ସାରା ବିଛାଡି ହୋଇ ପଡିଥିଲେ । ଖବର ଚାରିଆଡେ…