Browsing Category
Featured
ବଡ଼ ଘୋଷଣା: ସେଭିଙ୍ଗସ ଆକାଉଣ୍ଟରେ ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ୭.୭୫ ପ୍ରତିଶତ ସୁଧ
ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ…
ବିଜେପିରୁ ବହିଷ୍କୃତ ହେଲେ ଧର୍ମଶାଳା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧ ତାରିଖରେ ରାଜ୍ୟରେ ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ସେନେଇ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ।…
(Video) ୨୦୨୪ ନିର୍ବାଚନ ଓଡ଼ିଶା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ହେବ; କାହିଁକି ଏପରି କହିଲେ ପୂର୍ବତନ IG ବଟକୃଷ୍ଣ ତ୍ରିପାଠୀ?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି-ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ କେନ୍ଦ୍ରୀୟ…
ବୟସରେ କମ୍ ଦେଖାଯିବା ପାଇଁ ଦୈନିକ ଖାଆନ୍ତୁ ଏହି ଗୋଟିଏ ଜିନିଷ, ଚମକିବ ତ୍ୱଚା
ଓଡ଼ିଶା ଭାସ୍କର: ସମସ୍ତେ ୟଙ୍ଗ ଓ ସୁନ୍ଦର ଦେଖାଯିବାକୁ ଚାହାନ୍ତି । କିନ୍ତୁ ବୟସ ବଢିବା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଯାହାକୁ ରୋକାଯାଇ ପାରିବ ନାହିଁ । ଯେତେ ଯେତେ ବୟସ ବଢିଥାଏ ସେତେ ସେତେ ଆପଣଙ୍କ ଚେହେରାରେ ବୟସର…
ସରକାରଙ୍କ ନୂଆ ନିୟମ: ଖରାଦିନେ ଜଳ ନଷ୍ଟ କଲେ କଟିବ ୨ ହଜାର ଟଙ୍କାର ଚାଲାଣ, ଲୋକଙ୍କ ଉପରେ ନଜର ରଖିବ ଟିମ୍
ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦିଲ୍ଲୀର ମୁଙ୍ଗେଶପୁରରେ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ତେବେ ଅସହ୍ୟ ତାତି ସମୟରେ ଜଳ ଏକ ନିହାତି ଜରୁରୀ ସାମଗ୍ରୀ…
LIC ର ସମ୍ପତ୍ତି ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳର GDP ଠାରୁ ଅଧିକ, ଏହି ସଂଖ୍ୟାକୁ ପାର କଲା କମ୍ପାନୀ
ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ଜିଡିପିକୁ ମିଶାଗଲେ ଏହା ଆମ ଦେଶର ଏକ ସରକାରୀ କମ୍ପାନୀର ସମୁଦାୟ ସମ୍ପତ୍ତି ସହ ସମାନ ହେବନାହିଁ । ଦେଶର ସବୁଠୁ ବଡ଼ ଏବଂ ସବୁଠାରୁ ପୁରୁଣା ବୀମା…
ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ୧୦ ଟଙ୍କିଆ କୋଲ୍ଡ ଡ୍ରିଙ୍କସ୍ ଭିତରୁ ବାହାରିଲା କଣ୍ଡୋମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବା ବେଳେ ଲୋକମାନେ ଅସହ୍ୟ ତାତିରେ କଲବଲ ହେଉଛନ୍ତି । ଏପରି ସ୍ଥିତିରେ ଲୋକମାନେ ଘରମାନଙ୍କରେ ଏସି, କୁଲର ଲଗାଇବା ସହ ଲସି, ସରବତ,…
(Video) ଚାଲିଥିଲା ବ୍ରିଜ କାମ ସକାଳୁ ସକାଳୁ ପହଞ୍ଚିଗଲା ବିଶାଳ କୁମ୍ଭୀର; ଗାଁ ଲୋକେ ଦୌଡ଼ି ଆସିଲେ…
ମହାକାଳପଡ଼ା: (ଓଡ଼ିଶା ଭାସ୍କର) ଗାଁ ପାଖ ନଦୀରେ ନିର୍ମାଣ ହୋଇଉଥିଲା ବ୍ରିଜ । ଆଉ ନଦୀ ସେ ପାଖରୁ ସାଥି କୁମ୍ଭୀରକୁ ଖୋଜି ଖୋଜି ପଡିଗଲା ନିର୍ମାଣ ଧୀନ ବ୍ରିଜ ଗର୍ତ୍ତରେ । ଗର୍ତ୍ତରେ ପଡିଯିବା ପରେ କୁମ୍ଭୀରଟି…
ଶୋଇବା ପୂର୍ବରୁ କରନ୍ତୁ ଏହି ୪ କାମ, ଧନ ଆଗମନରେ ସମସ୍ୟା ରହିବ ନାହିଁ
ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ବ୍ୟକ୍ତି ଯଦି କିଛି କାର୍ଯ୍ୟ କରିବ ତେବେ ମା’ ଲକ୍ଷ୍ମୀ ନିଶ୍ଚୟ ପ୍ରସନ୍ନ ହେବେ । ମାନ୍ୟତା ରହିଛି କି ରାତ୍ରୀ ସମୟରେ ମା ଲକ୍ଷ୍ମୀ ବିଚରଣ କରିଥାନ୍ତି ।…
UPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ୩ ଶହରୁ ଅଧିକ ପଦରେ ଦିଆଯିବ ନିଯୁକ୍ତି
ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ତରଫରୁ ୩ ଶହରୁ ଅଧିକ ପଦରେ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ…