Browsing Category

Featured

୬ ଜୁନରେ ଏହି ରାଶିର ବ୍ୟକ୍ତିମାନେ ହେବେ ଧନବାନ, ଗୁରୁ ଉଦୟ କରିବେ ଭାଗ୍ୟ

ଓଡ଼ିଶା ଭାସ୍କର: ଗୁରୁ ଗ୍ରହ ଗୋଟିଏ ବର୍ଷ ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି । ଏହି ସମୟରେ ଗୁରୁ ବୃଷ ରାଶିରେ ପ୍ରବେଶ କରିବେ ଏବଂ ୧୧ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଗତ ୭ ମେ ରୁ ଗୁରୁ ଅସ୍ତ ହୋଇଯାଇଥିଲେ ।…

Big Breaking; କଟକ ବଡ଼ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦେବ: ଜେଲରେ ଅସୁସ୍ଥ ହେଲେ ବିଜେପି ବିଧାୟକ ପ୍ରାର୍ଥୀ

କଟକ: ଜେଲ ଭିତରେ ଅସୁସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରାର୍ଥୀ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହୋଇଥିବା ପ୍ରଶାନ୍ତ ଜଗଦେବ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି । ଜେଲରେ ଥିବା ବେଳେ ସେ…

କାରଗିଲ ଯୁଦ୍ଧର ୨୫ ବର୍ଷ ପରେ ନିଜ ଭୁଲ ସ୍ୱୀକାର କଲା ପାକିସ୍ତାନ, ସତ ମାନିଲେ ନୱାଜ ସରିଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଙ୍ଗଳବାର ଦିନ ସ୍ୱୀକାର କରିଛନ୍ତି ଯେ, ଇସଲାମାବାଦ ଭାରତ ସହ ୧୯୯୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ସ୍ୱାକ୍ଷରିତ…

ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ: ଆଉ ୨ ଦିନ ହେବ ହେଭିୱେଟ ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ଜମୁଛି ହେଭିୱେଟ ପ୍ରଚାର । ପ୍ରତ୍ୟେକ ଦଳର ହେଭିୱେଟ ନେତାଙ୍କ ଭିତରେ ହେବ…

ଏସଡିପିଓ ସନ୍ଦେଶଖାଲିଙ୍କ ସମେତ ୩ପୋଲିସ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇଲେ EC

କୋଲକାତା: ଚର୍ଚ୍ଚିତ ସନ୍ଦେଶଖାଲି ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ସେଠାକାର ଏସଡିପିଓଙ୍କ ସମେତ ୩ ପୋଲିସ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇଲେ ନିର୍ବାଚନ କମିଶନ । ତାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ପୋଲିସ…

ସାମୁଦ୍ରିକ ଝଡ଼ ‘ରେମାଲ’ ପରେ ମିଜୋରାମରେ ଭୂସ୍ଖଳନ; ଚାଲିଗଲା ୨୭ଜଣଙ୍କ ଜୀବନ

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ବାତ୍ୟା 'ରେମାଲ' ଯୋଗୁଁ ହୋଇଥିବା ଭୂସ୍ଖଳନରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ମିଜୋରାମ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଜୋରାମ…

(Video)ଭଲ ଖବର ଆଉ କ’ଣ କି?; ‘ଦିନେ ଚୋରି କରି ନିଶା ଖାଉଥିଲୁ, ପାଠ ପଢ଼ି ଦେଶ ସୁରକ୍ଷା କରିବୁ…’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସମୟ ସହ ତାଳ ଦେଇ ମଣିଷ ଖୋଜେ ବଞ୍ଚିବାର ରାହା, ଆଉ ସୁଖ ପାଇବାର ବାଟ । ଏହାରି ଭିତରେ ପରିସ୍ଥିତିରେ ପଡ଼ି ହେଉ କିମ୍ୱା  କୌଣସି କରଣ ପାଇଁ ଭଲ-ମନ୍ଦ ବିଚାର କରିବାର ଶକ୍ତି ବି ହରାଇ…

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ମେ ୧୯ରୁ ଆରମ୍ଭ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତରିଖରୁ ବି.ଏଡ, ବିଏଚଏଡ ଓ ଏମ.ଏଡ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଆରମ୍ଭ ହେବ । ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଉପହାର: ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ…

ବିଜେପିର ହାଇଭୋଲଟେଜ୍ ପ୍ରଚାର ଯୋଗୁଁ ଚାପରେ ଅଛି କି ବିଜେଡି?

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାମାନେ ଘନ ଘନ…