Browsing Category

Featured

ଚେନ୍ନାଇକୁ ମାତ୍ ଦେବା ପାଇଁ ଦଳକୁ ଫେରିବେ ବିରାଟଙ୍କ ସାଥୀ! କାହାକୁ ମିଳିବ ପ୍ଲେ-ଅଫ୍ ଟିକେଟ?

ନୂଆଦିଲ୍ଲୀ: ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ପ୍ଲେଅଫ୍ ଟିକେଟ ପାଇଁ ଲଢିବେ ଚେନ୍ନାଇ ଏବଂ ବେଙ୍ଗଲୁରୁ । ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି । ଉଭୟ ଦଳ ମ୍ୟାଚରେ ବିଜୟ ହାସଲ କରି ପ୍ଲେ-ଅଫରେ ସ୍ଥାନ…

କାହିଁକି ଖାରଜ ହୋଇଥାଏ ନାମାଙ୍କନ ପତ୍ର? କିଏ ଲଢିପାରିବେ ନିର୍ବାଚନ, ଇତ୍ୟାଦି ସବୁ ଉତ୍ତର

ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ବାରାଣସୀ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚାକୁ ଆହୁରି ଲୋକଲୋଚନକୁ ଆଣିଛନ୍ତି ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲା । ବାରାଣସୀରୁ ନିର୍ବାଚନ ଲଢିବା ପାଇଁ…

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକ ଅଧିକ ବୁଦ୍ଧିମାନ!

ରାତିରେ ଡେରି ରାତି ଯାଏଁ ଚେଇଁ ରହୁଛନ୍ତି କି? ଡେରିରେ ଶୋଇ ଡେରିରେ ଉଠୁଥିବା ଲୋକ ମାନଙ୍କୁ ସମାଜରେ ବେଦାୟିତ୍ତ୍ୱ ତଥା ବହୁତ ଆଳସୁଆ ଭାବେ ଗଣ ଯାଉଥିବ ବେଳେ କିଛି ଅଲଗା ମତ ଦେଉଛି ଵିଜ୍ଞାନ। ଆଜି ଆମେ ଆପଣଙ୍କୁ…

କାଲି ଆପ୍‌ର ସବୁ ନେତାଙ୍କୁ ଧରି ବିଜେପି ମୁଖ୍ୟାଳୟ ଯିବେ କେଜ୍ରିୱାଲ, ବିଭବଙ୍କ ଗିରଫ ପରେ ସାମ୍ବାଦିକ ସମ୍ମିଳନୀ କରି କହିଲେ

ନୂଆଦିଲ୍ଲୀ:ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ ମାମଲାରେ ଦିଲ୍ଲୀ ପୋଲିସ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର…

ବିଭବ କୁମାରଙ୍କୁ ପୁଣି ଏକ ବଡ ଝଟ୍‌କା, କୋର୍ଟ ଖାରଜ କଲେ ଅଗ୍ରୀମ ଜାମିନ ଯାଚିକା

ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କ ସହ ମାରପିଟ୍ ମାମଲାରେ ଗିରଫ ବିଭବ କୁମାର ତିସ୍ ହଜାରୀ କୋର୍ଟରେ ଆଗୁଆ ଜାମିନ ଯାଚିକା ଦାଖଲ କରିଥିଲେ । ଶୁଣାଣୀ ପରେ କୋର୍ଟ ଯାଚିକା ଖାରଜ କରି ଦେଇଛନ୍ତି । ରାଜ୍ୟସଭା ସାଂସଦ…

ମଣିଷର ମସ୍ତିଷ୍କ ଉପରେ ଜଳବାୟୁ ପକାଉଛି ଭୟାନକ ନକାରାତ୍ମକ ପ୍ରଭାବ: ଅଧ୍ୟୟନରୁ ଖୁଲାସା

ଜଳବାୟୁର ପରିର୍ତ୍ତନ ଯୋଗୁଁ ମଣିଷଙ୍କ ମସ୍ତିଷ୍କ ଉପରେ ଭୟାନକ ନକାରାତ୍ମକ ପ୍ରଭାବ ପଡୁଛି । ସ୍ନାୟବିକ ସ୍ଥିତିକୁ ମଧ୍ୟ ବିଗାଡୁଛି । ସଦ୍ୟ ଅଧ୍ୟୟନରୁ ଏହି ଖୁଲାସା ହୋଇଛି । ୟୁନିଭର୍ସିଟି କଲେଜ ଲଣ୍ଡନର…

କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍‌ରେ ଭୟାନକ ଅଗ୍ନିକାଣ୍ଡ, ଫସି ରହିଛନ୍ତି ଅନେକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:ଆସାମରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ସିଲଚର ଶିଲାଙ୍ଗ ପଟ୍ଟି ଇଲାକାରେ ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହି ବିଲ୍ଡିଂର ଟପ୍ ଫ୍ଲୋରରେ ଏକ…

୫ ଓଭର ଲେଖାଏଁ ମ୍ୟାଚ ଖେଳିବେ ଚେନ୍ନାଇ-ବେଙ୍ଗଲୁରୁ? ଜାଣନ୍ତୁ ଏ ପରିସ୍ଥିତିରେ କ’ଣ ରହିବ RCBର ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଚଳିତ ସିଜନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ଏହି ମ୍ୟାଚରେ ଚୟନ ହେବ ପଏଣ୍ଟ ଟବୁଲର…

ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି କି ? ଚାଣକ୍ୟ ନୀତିର ପାଳନ କରନ୍ତୁ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବା ପାଇଁ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କଥା ଉଲ୍ଲେଖ କରିଛନ୍ତି । ବେଳେ ବେଳେ ଅନେକ ପରିଶ୍ରମ ପରେ ମଧ୍ୟ ବ୍ୟକ୍ତିକୁ ବ୍ୟବସାୟରେ ସଫଳତା ମିଳିନଥାଏ । ଏଥିପାଇଁ ସେମାନେ…

୨୨ ନା ୨୩, କେବେ ପଡୁଛି ବୁଦ୍ଧ ପୂର୍ଣ୍ଣିମା? ଜାଣନ୍ତୁ ସ୍ନାନ ମୁହୂର୍ତ୍ତ ଓ ପୂଜା ବିଧି

ଓଡ଼ିଶା ଭାସ୍କର: ଏଥର ବୁଦ୍ଧ ପୂର୍ଣ୍ଣିମା ମେ’ ୨୩ ଗୁରୁବାର ପାଳନ କରାଯିବ । ଏହା ବୈଶାଖ ପୂର୍ଣ୍ଣିମା ନାମରେ ବି ପରିଚିତ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବୁଦ୍ଧ…