Browsing Category
Featured
ଉପହାରରେ କେହି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ଦେଲେ କ’ଣ କରିବେ? ଜାଣନ୍ତୁ କ’ଣ କହୁଛନ୍ତି ପ୍ରେମାନନ୍ଦ ମହାରାଜ
ଓଡ଼ିଶା ଭାସ୍କର: ମଥୁରା ବୃନ୍ଦାବନରେ ପ୍ରବଚନ କରୁଥିବା ପ୍ରେମାନନ୍ଦ ମହାରାଜ କହିଛନ୍ତି ଯଦି କେହି ଉପହାର ଆକାରରେ ଆପଣଙ୍କୁ ଭଗବାନଙ୍କ ମୂର୍ତ୍ତି ଦିଅନ୍ତି ତେବେ ଆପଣ ତାହାକୁ କ’ଣ କରିବେ । ପ୍ରେମାନନ୍ଦ ମହାରାଜଙ୍କୁ…
ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ୧ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି, ଏହିପରି କରାଯିବ ଚୟନ
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ନିଯୁକ୍ତି ପାଇଁ ଆସିଛି ବଡ଼ ସୁଯୋଗ । ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୧୦୭୪ ଟି ପଦବୀରେ ନିଯୁକ୍ତି ଦିଆଯିବ ।
ଏହି ପଦବୀ ପାଇଁ ଆବେଦନ…
Breaking; ନିଆଳିରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ: ବିଧାନସଭାରୁ ଲଢିବେ ଗୀତାଞ୍ଜଳି
କଟକ: ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । କିନ୍ତୁ ସେପଟେ ପ୍ରାର୍ଥୀ ଚୟନ ଶେଷ କରି ପାରୁନ କଂଗ୍ରେସ । ବର୍ତ୍ତମାନ ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପ୍ରଥମେ…
ଏହି କାରଣ ପାଇଁ ରାଜ୍ୟରେ ବୃଦ୍ଧିପାଇବ ୨ ରୁ ୩ ଡିଗ୍ରୀ ତାପମାତ୍ରା : ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର : ଦକ୍ଷିଣ ଗୋଲାର୍ଦ୍ଧ ବିଷୁବରେଖା ଅତିକ୍ରମ କରୁଥିବା ପବନ ଆରବ ସାଗରକୁ ଆସୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆରବ ସାଗରରୁ ଏହି ପବନ ବଙ୍ଗୋପସାଗରରେ ପହଞ୍ଚୁଥିବାରୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦିନ…
୮ ବର୍ଷର ନିରୀହ ଶିଶୁକୁ ଝୁଣିଦେଲା କୁକୁର, ପୋଲିସ ନେଲା ଏପରି କାର୍ଯ୍ୟାନୁଷ୍ଠାନ
ନୋଏଡା: ନୋଏଡା ସେକ୍ଟର ୧୧୭ ସୋରଖା ଗ୍ରାମରେ ଏକ ପିଟବୁଲ୍ ଡଗ୍ ୮ ବର୍ଷର ଶିଶୁକୁ କାମୁଡି ଗମ୍ଭୀର ଭାବରେ ଆହତ କରିଦେଇଛି । କୁକୁର ଶିଶୁର ପେଟ, ହାତ ସହିତ ଶରୀରର ଅନ୍ୟ ଅଙ୍ଗକୁ ବି କାମୁଡି କ୍ଷତାକ୍ତ କରିଛି । ପୋଲିସ…
ଝଟକା ଦେଲେ ରୁଷି ସୁନକ! ଭାରତର ୪ ହଜାର ନର୍ସଙ୍କୁ ଛାଡିବାକୁ ହେବ ବ୍ରିଟେନ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ବହୁ ସଂଖ୍ୟାରେ ଭିଜା ସ୍ପନ୍ସର କରିଥିବା ଅନେକ କମ୍ପାନୀମାନ ନକଲି ବୋଲି ଜଣାପଡିଛି । ଯେଉଁ କାରଣରୁ ବ୍ରିଟେନରେ ହଜାର ହଜାର ଭାରତୀୟ ନର୍ସଙ୍କ ଉପରେ ବିପଦ ଦେଖାଦେଇଛି । କାରଣ ରୁଷି ସୁନକ ସରକାର ସେହି…
ରାଜନଗର ବିଧାନସଭା ଲଢ଼େଇ: ୨୦୨୪ ନିର୍ବାଚନରେ ଜନତା କାହାକୁ ବାଛିବେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି…
ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ନିୟମରେ ବଡ ପରିବର୍ତ୍ତନ, ଜୁନ୍ ୧ରୁ ହେବ ଲାଗୁ
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ଆଉ ଆପଣଙ୍କୁ ଏବେ ସରକାରୀ ଆଞ୍ଚଳିକ ପରିବହନ ଅଫିସ୍(ଆର୍ଟିଓ)ରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । କାରଣ…
ଆଶ୍ଚର୍ଯ୍ୟଜନକ କଥା! ଜଣେ ଲୋକସଭା ପ୍ରାର୍ଥୀଙ୍କର ମୋଟ ସମ୍ପତ୍ତିର ପରିମାଣ ମାତ୍ର ୨ ଟଙ୍କା
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ବିଭିନ୍ନ…
ସାର୍ଟ ଟାଣି ଚାପୁଡା ସହ ଗୋଇଠା ମାରିଥିଲା ବିଭବ, ଖୁଲାସା ହେଲା ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ
ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କ ସହ ହୋଇଥିବା ମାରପିଟ ଘଟଣା ସମସ୍ତଙ୍କୁ ଚକିତ କରଛିି । ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ଦିଲ୍ଲୀ ପୋଲିସକୁ ନିଜ ଅଭିଯୋଗରେ ତାଙ୍କ ସହ ୧୩ ତାରିଖରେ ଘଟିଥିବା ସମସ୍ତ ଘଟଣା ବିଷୟରେ…