Browsing Category
Featured
ଘରେ ବୁଢିଆଣୀ ଜାଲ ହେବା କ’ଣ ସଂକେତ ଦେଇଥାଏ, ଜାଣନ୍ତୁ ବାସ୍ତୁ ଶାସ୍ତ୍ରରେ କ’ଣ ଉଲ୍ଲେଖ ରହିଛି?
ଓଡ଼ିଶା ଭାସ୍କର: ବାସ୍ତୁ ଅନୁସାରେ ଘରେ ସକରାତ୍ମକତା ବୃଦ୍ଧି ଲାଗି ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିହାତି ଜରୁରୀ । କିନ୍ତୁ ବହୁ ସମୟରେ ଆମେ ଘରର ଛାତ ଓ କୋଣରେ ଲାଗିଥିବା ବୁଢିଆଣୀ ଜାଲକୁ ନଜର ଅନ୍ଦାଜ କରି…
ଏକ ସୁସ୍ଥ ଜୀବନ ପାଇଁ ବଗିଚାର ବି ବଡ଼ ଭୂମିକା ରହିଛି: ଆସନ୍ତୁ ଜାଣିବା କିପରି
ଓଡିଶା ଭାସ୍କର: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଶାନ୍ତି ମିଳିବା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏଭଳି ସ୍ଥିତିରେ ଏକ ସୁସ୍ଥ ଜୀବନ ପାଇଁ ଗୋଟିଏ ବଗିଚା ସୃଷ୍ଟି କରିବା ଓ ତା’ର ଯତ୍ନ ନେବା ଆମର…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୮ ଜଣ ପ୍ରାର୍ଥୀଙ୍କ ନାଁରେ ସାଂଘାତିକ ଅଭିଯୋଗ: କ’ଣ କହୁଛି ADR ରିପୋର୍ଟ?
ଓଡ଼ିଶା ଭାସ୍କର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ନେଇ ଆସିଛି ସାଂଘାତିକ ରିପୋର୍ଟ । ଏଡିଆର ରିପୋର୍ଟରୁ ଅନେକ ପ୍ରାର୍ଥୀଙ୍କ ବିଷୟରେ ସଙ୍ଗୀନ ଅଭିଯୋଗ ରେକର୍ଡ କରାଯାଇଛି । ଦ୍ୱିତୀୟ…
ଓଲଟିଲା କାର୍, ୨ ମୃତ
ଭୁବନେଶ୍ୱର: ଭାରସାମ୍ୟ ହରାଇ ଓଲଟିଲା କାର୍ । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ମୁଜାଗଡ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ୪ ସାଙ୍ଗ ଫୁଲବାଣୀରୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।…
ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ମହେବୁବା ନଗର ନିକଟରେ ଏକ କାର ଦୁର୍ଘଟଣାରେ ତାଙ୍କର…
(Video) ‘ଅଦାନୀ-ଅମ୍ବାନୀ ଯଦି ଆମକୁ ଟଙ୍କା ପଠାଇବେ, ତେବେ ଆମେ ସେମାନଙ୍କ ଉପରେ ଆକ୍ରମଣକୁ ବନ୍ଦ କରିଦେବୁ…’: ଅଧୀର ରଞ୍ଜନ ଚୌଧୁରୀଙ୍କ…
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଛି । ସେଥିପାଇଁ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା…
CSK vs RR; ଆଜି IPLରେ ଶେଷ ମ୍ୟାଚ ଖେଳୁଛନ୍ତି ଧୋନୀ! ମ୍ୟାଚ ପରେ ଅବସର ଘୋଷଣା କରିବେ ମାହି
ଓଡ଼ିଶା ଭାସ୍କର: ଆଜି ରାଜସ୍ଥାନ ବିପକ୍ଷରେ ମ୍ୟାଚ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ଆଜି ଚଳିତ ସିଜନର ଶେଷ ମ୍ୟାଚ ଖେଳୁଛି । ତେବେ ଚେନ୍ନାଇ ସହ ଦଳ ପୂର୍ବତନ…
କିଏ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ, କେଜ୍ରିୱାଲଙ୍କ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ରଖିଲେ ଏପରି ଉତ୍ତର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି । ଏହି କ୍ରମରେ ସେ ଆଜି ହୁଗୁଳିରେ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧନ କରି କହିଛନ୍ତି ଦେଶର ଭରସା ବିଜେପି, ପଦ୍ମ ଓ…
ପ୍ରକାଶ ପାଇଲା ବିଜ୍ଞପ୍ତି: କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଛୁଟି ବାତିଲ, ନିର୍ବାଚନ ପାଇଁ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଛୁଟି ଦିବସକୁ ବାତିଲ କରାଯାଇଛି । ଶନିବାର ଓ ରବିବାର ଛୁଟି ଦିବସକୁ ମଧ୍ୟ…
IPL-2024 ରାଜସ୍ଥାନ ବିପକ୍ଷରେ ନୂଆ ଦଳ ବାଛିଲେ ଋତୁରାଜ: ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର
ନୂଆଦିଲ୍ଲୀ: ପୁଣିଥରେ ଘରୋଇ ମାଟିକୁ ଫେରିଛି ପୂର୍ବତନ ଆଇପିଏଲ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ । ପ୍ଲେଅଫରେ ଏଣ୍ଟ୍ରି କରିବା ପାଇଁ କସରତ ଜାରି ରଖିଛନ୍ତି ଅଧିନାୟକ ଋତୁରାଜ ଗାଏକ୍ୱାଡ । ଏଥିପାଇଁ ଆଜି ରାଜସ୍ଥାନ…