Browsing Category
Featured
ମୋବାଇଲ୍ ଚାର୍ଜ କରିବା ପରେ ଅଧିକାଂଶ ଲୋକ କରନ୍ତି ଏହି ଭୁଲ, ଯାହାକି ଏକ ବଡ ଦୁର୍ଘଟଣାର କାରଣ ହୋଇପାରେ: ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ
ମୋବାଇଲ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି । ଏହା ମାଧ୍ୟମରେ ଆମେ ଆମର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗରେ ରହିଥାଉ । ଏଭଳି ପରିସ୍ଥିତିରେ ସର୍ବଦା ମୋବାଇଲକୁ ଅନ୍ ରଖୁ । ମୋବାଇଲକୁ ଅନ୍…
ରାଜନୀତି ଦୁନିଆରେ ଡେବ୍ୟୁ କରିବେ ଶାମୀ! ନିର୍ବାଚନରେ ବିଜେପି ଦେଇପାରେ ପ୍ରାର୍ଥି ଟିକେଟ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହି ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଡେବ୍ୟୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି…
୧୬୦୦୦୦ ଟଙ୍କା ଦରମା ପାଇବାକୁ ଚାହୁଁଛନ୍ତି କି ? ତେବେ ବିଳମ୍ବ ନକରି ଏଠାରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଏନଏଚପିସି ଲିମିଟେଡରେ ଚାକିରି (ସରକାରୀ ଚାକିରି) ଖୋଜୁଥିବା ଯୁବକଯୁବତୀମାନଙ୍କ ପାଇଁ ଖୁସି ଖବର । ଏଥିପାଇଁ ଏନଏଚପିସି ଟ୍ରେନିଂ ଇଞ୍ଜିନିୟର୍ସ / ଟ୍ରେନିଂ ଅଫିସର ପଦବୀ ପାଇଁ ନିଯୁକ୍ତି ବାହାର କରିଛି ।…
WTC ଟେଷ୍ଟ ମାନ୍ୟତାରେ ଭାରତର ରାଜୁତି: ଇଂଲଣ୍ଡକୁ ହରାଇ ଶୀର୍ଷରେ ରୋହିତ ସେନା
ନୂଆଦିଲ୍ଲୀ: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏଥିସହିତ ଭାରତ ଟେଷ୍ଟ ସିରିଜକୁ ୪-୧ରେ କବଜା କରିଛି । ତେବେ ଏହି ବିଜୟ ସହ ଭାରତୀୟ ଦଳକୁ ଆହୁରି ୨ଟି ଉପହାର ମଧ୍ୟ ମିଳିଛି ।…
କେଉଁ ପ୍ରଶ୍ନର ଉତ୍ତର ଦେଇ କ୍ରିଷ୍ଟିନା ପିସକୋଭା ଜିତିଲେ ମିସ୍ ୱାଲ୍ଡ ୨୦୨୪ର ଟାଇଟଲ ? ଜାଣନ୍ତୁ
ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ ୨୦୨୪ ଭାରତରେ ଅନୁଷ୍ଠିତ ହୋଇଥିଲା । ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଉଦଘାଟନୀ ସମାରୋହ ପରେ ବ୍ୟୁଟୀ ପେଜେଣ୍ଟ ଅନେକ ଦିନ ଧରି ଚାଲିଥିଲା ଏବଂ ଶେଷରେ ମାର୍ଚ୍ଚ ୯ ତାରିଖ ରାତିରେ ମିସ୍…
ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିବ ବିଜେପି! ତାଲିକାରେ ୧୫୦ ଆଶାୟୀଙ୍କ ନାମ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ନିଜ ଗଡ଼ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ଦୌଡ଼ରେ ବିଜେପି ଖୁବ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ…
ରିସର୍ଚ୍ଚରୁ ଖୁଲାସା; Bread ଖାଇଲେ ହୋଇପାରେ କ୍ୟାନ୍ସର! ଏବେଠୁ ହୋଇଯାଆନ୍ତୁ ସାବଧାନ୍
ଓଡ଼ିଶା ଭାସ୍କର: ଅଧିକାଂଶ ଲୋକେ ସକାଳ ଜଳଖିଆରେ ବ୍ରେଡ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଯଦି ଆପଣ ବି ବ୍ରେଡ ଖାଇବା ପାଇଁ ଭଲ ପାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ । କାଣ ବ୍ରେଡ ଖାଇବା କ୍ୟାନ୍ସର ଭଳି ରୋଗର କାରଣ…
ବଡ଼ ଖବର… ଶ୍ରୀମନ୍ଦିର ପରିସରରେ ଅଗ୍ନିକାଣ୍ଡ: ବଡ଼ ଦେଉଳରେ ବାରମ୍ବାର ଘଟୁଛି ଅଘଟଣ
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ ଘଟିଛି । ବଡ଼ ଦେଉଳ ଭିତର ବେଢାର ମା କାଳୀଙ୍କ ମନ୍ଦିରରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ମନ୍ଦିରରେ ନିଆଁ ଲାଗିଥିବା…
କଂଗ୍ରେସ-ଡ଼ିଏମକେ ମଧ୍ୟରେ ଚୂଡାନ୍ତ ହେଲା ମେଣ୍ଟ: ୨୦୧୯ ଫର୍ମୁଲାକୁ ରିପିଟ୍ କଲା ଡିଏମକେ
ଓଡ଼ିଶା ଭାସ୍କର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଡିଏମକେ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ନିଷ୍ପତି ଚୂଡ଼ାନ୍ତ ହୋଇଛି। ରାଜ୍ୟର ୪୦ଟି ଆସନ ମଧ୍ୟରୁ ସହଯୋଗୀ କଂଗ୍ରେସ ଦଳ ପାଇଁ ୯ଟି ଆସନ ପ୍ରଦାନ…
SBIର ଜବରଦସ୍ତ ସ୍କିମ୍, ମିଳିବ ୭.୫୦ ପ୍ରତିଶତ ସୁଧ: ନିବେଶ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସୁଯୋଗ
ନୂଆଦିଲ୍ଲୀ: ଯଦି ଆପଣ ଜଣେ ବରିଷ୍ଠ ନାଗରିକ ଏବଂ ଫିକ୍ସଡ୍ ଡିପୋଜିଟ୍ (ଏଫଡି) ରେ ନିବେଶ କରି ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ । ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟେଟ୍…