Browsing Category
Featured
Big Breaking; ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର: ପ୍ରାଥମିକ ଶିକ୍ଷକଙ୍କର ବଢିବ ଦରମା
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବ ଉପରେ ମୋହର ମାରଇଛନ୍ତି ସରକାର । ଏହି ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ବେତନ ହାରରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଓଆଇଏସ…
ଦେଶରେ ୧୦ ଲକ୍ଷ ଯୁବବର୍ଗଙ୍କୁ ମିଳିବ ଚାକିରି: ୧୫-୨୦ ଲକ୍ଷ ଦରମା ଦେବ କମ୍ପାନୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଦିକାଂଶ ସମ୍ବୋଧନରେ ପ୍ରାୟତଃ ନୂଆ ଭାରତ ବିଷୟରେ କହୁଛନ୍ତି । ତେବେ ଦେଶରେ ରୋଜଗାର ବ୍ୟବସ୍ଥାକୁ ନେଇ ମୋଦୀଙ୍କ ଏହି ଇସାରା ହିଁ ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କ ଏହି…
(Video)ଆକାଶରେ ଉଡ଼ୁଥିଲା ବିମାନ, ହଠାତ ବିମାନର ଚକା ଖସି ତଳେ ପଡ଼ିଲା, ଆଉ ତା’ପରେ…
ଓଡ଼ିଶା ଭାସ୍କର: ଏୟାରପୋର୍ଟରୁ ଉଡାଣ ଭରି ଆକାଶକୁ ଯାଉଥିବା ବେଳେ ହଠାତ ବିମାନରୁ ଚକା ଖସିଗଲା। ତେବେ ବିମାନରୁ ଚକା ଖସିବା ପରେ ଏହା ଏୟାରପୋର୍ଟରର ପାର୍କିଂ ଅଞ୍ଚଳରେ ପଡ଼ିଥିଲା। ଯାହା ଫଳରେ ଏକାଧିକ କାର…
ଫୋନ୍ରେ ଦେଖିବାକୁ ମିଳୁଛି କି ଏହି ସାଇନ୍, ତୁରନ୍ତ ନୂଆ ଫୋନ୍ କିଣନ୍ତୁ
ଓଡ଼ିଶା ଭାସ୍କର: ଆପଣ କେତେବେଳେ ପୁରୁଣା ବଦଳରେ ଏକ ନୂଆ ସ୍ମାର୍ଟଫୋନ୍ କିଣିବା ଉଚିତ । କ’ଣ ଏଥିପାଇଁ ଆପଣଙ୍କୁ ନିଜ ଫୋନ୍ ଉପରେ କେବଳ ଧ୍ୟାନ ଦେବାକୁ ହେବ ।
ଯଦି ଆପଣଙ୍କ ଫୋନ୍ ବହୁତ ସ୍ଲୋ ହୋଇଯାଇଛି, ଆପଣଙ୍କୁ…
ଏହି ଦିନ ଅବସର ନେବେ ରୋହିତ ଶର୍ମା… ଟେଷ୍ଟ ବିଜୟ ପରେ କହିଲେ ଅଧିନାୟକ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚକୁ ୬୪ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ସିରିଜ ବିଜୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନୂଆ ଏବଂ ଯୁବ ଟିମକୁ ନେଇ ଇଂଲଣ୍ଡକୁ…
ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର
ଓଡ଼ିଶା ଭାସ୍କର: ଲଗାତାର ଗୋଟିଏ ପରେ ଗୋଟିଏ ଖୁସି ଖବର ଦେଉଥିବା ବେଳେ ଆଉ ଏକ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। କାରଣ ବର୍ତ୍ତମାନ ରାଜ୍ୟର ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି…
ଏଣିକି ଟ୍ୱିଟର(X)ରେ ବଡ ଆର୍ଟିକିଲ ବି ପୋଷ୍ଟ କରିପାରିବେ ୟୁଜର, ଜାଣନ୍ତୁ କିପରି ଏହା କରିବେ
ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଲିକାନା ବିଶିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(X) ଲଗାତର ୟୁଜର୍ସଙ୍କ ଲାଗି ନୂଆ ନୂଆ ଫିଚର ଆଣି ଆସୁଛି । ଏହି କ୍ରମରେ ଶୁକ୍ରବାର କମ୍ପାନୀ ଏହାର ଆର୍ଟିକିଲ୍ ଫିଚର ଉପସ୍ଥାପନ କରିଛି…
୧୦୦ତମ ଟେଷ୍ଟରେ ସେନ୍ ୱାର୍ଣ୍ଣଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱୀନ: କୁମ୍ବଲେ-କପିଲ ବି ରହିଗଲେ ପଛରେ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ସହ ସିରିଜ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ଦମଦାର ବୋଲିଂରେ ତୃତୀୟ ଦିନରେ ହିଁ ଏହି ମ୍ୟାଚରେ ରୋହିତ ସେନା ବିଜୟୀ ହୋଇଛି । ତେବେ…
“ଲାଭ” ଯୋଜନାର ଶୁଭାରମ୍ଭ: ଜାଣନ୍ତୁ, ଏଥିରେ ମିଳିବ କେଉଁ ସବୁ ଫାଇଦା
ଓଡ଼ିଶା ଭାସ୍କର: ଆଜି “ଲାଭ” ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ୟ୍ୟାଳୟରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି।…
୧୨ରେ ଝାଡ଼ଖଣ୍ଡରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦ୍ଘାଟନ କରିବେ ମୋଦୀ: ଓଡ଼ିଶା ସମେତ ଏହି ରାଜ୍ୟର ଯାତ୍ରୀ ହେବେ ଉପକୃତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ଆଭାସୀ ଜରିଆରେ ଝାଡ଼ଖଣ୍ଡରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଉଦ୍ଘାଟନ କରିବେ । ଏହି ଟ୍ରେନ୍ ବନାରସ ପର୍ଯ୍ୟନ୍ତ ଚାଲିବ । ରାଞ୍ôଚ…