Browsing Category
Featured
ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା; ରୋକ୍ ଲଗାଇଲେ ରାଜ୍ୟ ସରକାର
ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ଙ୍କ…
ଜଳସମ୍ପଦ ବିଭାଗର ନୂଆ ପ୍ରୟାସ: ୬୬୨ କୋଟି ବ୍ୟୟ ଅଟକଳରେ ହେବ ‘ହୀରା ଲିଫ୍ଟ’
ଓଡ଼ିଶା ଭାସ୍କର: ରାଜ୍ୟରେ ଅଧିକରୁ ଅଧିକ ଚାଷଜମିରେ ସେଡ ସାମର୍ଥ୍ୟ ସୃଷ୍ଟି ପାଇଁ ରାଜ୍ୟ ସରକାର କ୍ରମାଗତ ପଦକ୍ଷେପ ନେଇଆସୁଛନ୍ତି । ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କ୍ଷେତକୁ…
କ୍ରେଡିଟ୍ କାର୍ଡ ବନ୍ଦ କରାଇବାର ସଠିକ୍ ଉପାୟ କ’ଣ ? ନଜାଣିଥିଲେ ପରେ ହେବେ ହଇରାଣ
ନୂଆଦିଲ୍ଲୀ : ଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର ଲଗାତର ବଢିବାରେ ଲାଗିଛି । ଆଜି କାଲି ଅନେକ ଅନଲାଇନ୍ ସପିଂ ଡେବିଟ୍ କାର୍ଡ ଅପେକ୍ଷା ଅଧିକ କ୍ରେଡିଟ୍ କାର୍ଡରେ ହିଁ ହେଉଛି । ରିଜର୍ଭ ବ୍ୟାଙ୍କର ଜାନୁୟାରୀରେ ଜାରି…
ଛୋଟ ସିନା ଦାନ ତା’ ମହାନ; ଅଙ୍ଗଦାନ କରି ୮ଜଣଙ୍କୁ ଜୀବନ ଦେଇ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ନେଲେ ଶୁଭଜିତ
ଭୁବନେଶ୍ୱର: ଆଶା ଥିଲା ବଡ଼ ହୋଇ ଡାକ୍ତର ହେବେ, ରୋଗୀ ମାନଙ୍କ ସେବା କରିବେ । କାହାଠାରୁ ଟଙ୍କା ନେବେ ନାହିଁ, ମାଗଣାରେ ରୋଗୀଙ୍କୁ ଚିକିତ୍ସା କରି ଭଲ କରିବେ । ଘରେ ମଧ୍ୟ ଡାକ୍ତର ହେବାର ଅଭିନୟ କରୁଥିଲେ । ହେଲେ…
ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଟ୍ ଅଟା, ଜାଣନ୍ତୁ କାରଣ ଓ କେଉଁ ଅଟା କରିବେ ବ୍ୟବହାର
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ପ୍ୟାକେଟ୍ ଅଟା ବ୍ୟବହାର କରୁଛନ୍ତି । ଖୋଲା ଅଟା କିଣିବା ଏବଂ ବିକ୍ରୟ ଧୀରେ ଧୀରେ ହ୍ରାସ ପାଉଛି । ହେଲେ ଅଧିକ ଦାମରେ ମିଳୁଥିବା ଏହି ପ୍ୟାକେଟ ଅଟା ସ୍ୱାସ୍ଥ୍ୟ ପାଇଁ ହାନିକାରକ…
ସ୍ପେନିସ୍ ପର୍ଯ୍ୟଟକ ଗଣଦୁଷ୍କର୍ମ ମାମଲା; ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ଝାଡ଼ଖଣ୍ଡ ସରକାର
ରାଞ୍ଚି: ଦୁମକା ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ସ୍ପେନିସ୍ ମହିଳା ପର୍ଯ୍ୟଟକଙ୍କୁ ଝାଡ଼ଖଣ୍ଡ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ଦୁମକା ଡେପୁଟି କମିଶନର (ଡିସି) ଏ ଡୋଡେ ତାଙ୍କ ସ୍ୱାମୀଙ୍କୁ…
ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ଵର: ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ…
ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଓଡ଼ିଶା ଭାସ୍କର: ଗତକାଲି ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଅଣହିନ୍ଦୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସିଂହଦ୍ୱାର ସାମ୍ନାରେ…
ବିଜେପି ନେତାମାନେ ବଦଳାଇଲେ ‘X’ ପ୍ରୋଫାଇଲ୍, ଦେଖନ୍ତୁ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ନେତାଙ୍କ ନୂଆ ନାମ କ’ଣ?
ନୂଆଦିଲଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ବିଜେପିର ସମସ୍ତ ଆଗଧାଡିର ନେତାମାନେ ସେମାନଙ୍କ ଏକ୍ସ ହ୍ୟାଣ୍ଡେଲର ପ୍ରୋଫାଇଲ ବଦଳାଇଛନ୍ତି । ଏହି ପରିବର୍ତ୍ତନ ହଠାତ୍ ଘଟିଛି ଏବଂ ସାରା ଦେଶରେ ବିଜେପି ନେତା ତଥା ଦଳର…
ଜେଲ୍ରୁ ଖସିଗଲେ ୪,୦୦୦ ଦୁର୍ଦ୍ଦାନ୍ତ ଅପରାଧୀ, ଦେଶରେ ଜାରି ହେଲା କର୍ଫ୍ୟୁ
ନୂଆଦିଲ୍ଲୀ: ହାଇତିରୁ ଦୀର୍ଘଦିନ ଧରି ହିଂସାତ୍ମକ ଘଟଣାମାନ ସାମ୍ନାକୁ ଆସୁଛି । ରବିବାର ରାତିରେ ଏଠାରେ ଏପରି ଉଗ୍ର ପ୍ରଦର୍ଶନ ହେଲା କି ଜେଲ୍ କୋଠରୀର ବି ତାଲା ଭାଙ୍ଗିଦିଆଗଲା । ଫଳରେ ୪ ହଜାର ଦୁର୍ଦ୍ଦାନ୍ତ ଅପରାଧୀ…