Browsing Category

Featured

ପରାଜୟ ପରେ କାରଣ ତର୍ଜମା କରି ଏହି ନେତାଙ୍କ ବିରୁଦ୍ଧରେ ଆକ୍ସନ ନେଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟରେ ବିଧାନସଭା ହୋଇଥିବା ବେଳେ ସେଥିମଧ୍ୟରୁ ବିଜେପି ୩ଟି, କଂଗ୍ରେସ ଗୋଟିଏ ଓ ଆଞ୍ଚଳିକ ଦଳର ଗୋଟିଏ ରାଜ୍ୟରେ ସରକାର ଗଠନ କରିଛି। କିନ୍ତୁ ବଡ଼ କଥା ଏହା ଯେ ଦୁଇଟି ରାଜ୍ୟରେ କଂଗ୍ରେସ…

ମୁଣ୍ଡବିନ୍ଧାର କାରଣ ହୋଇପାରେ କି ମସ୍କରା ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ସାଧାରଣତଃ ବ୍ୟବହୃତ ପ୍ରସାଧନ ପଦାର୍ଥ ମଧ୍ୟରୁ ମସ୍କରା ହେଉଛି ଗୋଟିଏ। ଏହା ଆପଣଙ୍କ ଆଖିକୁ ବଡ଼ ଏବଂ ଅଧିକ ଉଜ୍ଜ୍ବଳ କରିପାରେ। କିନ୍ତୁ କଣ ମସ୍କରା ଆପଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥାଏ କି ? ଆସନ୍ତୁ ଜାଣିବା ମସ୍କରା…

Breaking…କେନ୍ଦୁଝର: ମଶା ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: (ଓଡ଼ିଶା ଭାସ୍କର) ମଶା ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର ହୋଇଥିବା ସୂଚନା। କେନ୍ଦୁଝରର ଏକ ଘରୋଇ କଂପାନୀ ଅଫିସ୍‌ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଫିସ୍‌ ସୁରକ୍ଷା କର୍ମୀର ମୃତ୍ୟ…

ମଦ ପିଇବାକୁ ଡ଼ାକି ନାବାଳକକୁ ଛୁରୀ-ଇଟାରେ ଆକ୍ରମଣ କରି ମାରିଦେଲେ ସାଙ୍ଗ

ନୂଆଦିଲ୍ଲୀ: ଦିନକୁ ଦିନ ସମାଜରେ ବଢ଼ୁଛି ଅପରାଧିକ ମାମଲା । ରକ୍ତମୁଖା ହେଲେଣି ଯୁବପିଢ଼ି। ଦିଲ୍ଲୀରୁ ଆସିଛି ଛାତିଥରାଇଦେବା ଭଳି ଖବର। ଗୁରୁବାର ଦିନ ଘଟିଛି ଏଭଳି ‌ଘଟଣା। ମାଡ଼ର ପ୍ରତିଶୋଧ ନେବାକୁ ଯାଇ ନାବାଳକ…

ଗୌତମ ଆଦାନୀ କିଣିଲେ ନ୍ୟୁଜ ଏଜେନ୍ସି ଆଇଏଏନଏସର ସର୍ବାଧିକ ଅଂଶଧନ, ଜାଣନ୍ତୁ ଏହାର ମୂଲ୍ୟ କେତେ

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ…

ଆସନ୍ତା ୨୪ରେ ପଥ ଉତ୍ସବ; ଦୁଲୁକିବ ରାଜଧାନୀ ରାଜରାସ୍ତା, ଝୁମିବେ ସହରବାସୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୨୪ ତାରିଖରେ ରାଜଧାନୀର ରାଜରାସ୍ତା ଦୁଲୁକିବ । ଆନନ୍ଦରେ ଝୁମିବେ ଭୁବନେଶ୍ୱରବାସୀ । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ବିରଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ…

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର…

(Video) ଧୋକାବାଜ ପ୍ରେମିକର ଅମାନୁଷିକ କାଣ୍ଡ: ପ୍ରେମିକା ଉପରେ ଗାଡି ଚଢାଇ ଜୀବନରୁ ମାରିଦେବାକୁ କଲା ଉଦ୍ୟମ

ମୁମ୍ବାଇ: ପ୍ରେମ ଆଉ ପ୍ରତାରଣା ପରେ ପ୍ରେମିକାକୁ ମରଣାନ୍ତକ ଆକ୍ରମଣ କଲା ପ୍ରେମିକ। ଶେଷରେ ଗାଡି ଚଢାଇ ପ୍ରେମିକାକୁ ଜୀବନରୁ ମାରିବା ପାଇଁ ଉଦ୍ୟମ କରିଛି ପ୍ରେମିକ। ସୁନ୍ଦରୀ ପ୍ରେମିକା ଜଣଙ୍କ ଏବେ ଗୁରୁତର ଆହତ ହୋଇ…

ଉଲ୍ଲେଖନୀୟ ସେବା ପାଇଁ ପୂର୍ବତଟ ରେଳପଥ ପୁରସ୍କୃତ

ନୂଆଦିଲ୍ଲୀ : ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ…

ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ଥଣ୍ଡାର ପରିମାଣ ବୃଦ୍ଧି: ୧୦ଡିଗ୍ରୀ ତଳେ ୭ଟି ସ୍ଥାନରେ ପାରଦ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ଥଣ୍ଡାର ପରିମାଣ ବଢିଛି । ଗତ ୨୪ଘଣ୍ଟାରେ ୭ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା…