fbpx
BSKY
BJD MC SKY
BJD YOUTH SKY
Browsing Category

Featured

(Video)ଭାଗ୍ୟ ନା ଭଗବାନ! ଭିଡ଼ିଓ ଦେଖିଲେ ଆପଣ ମଧ୍ୟ କହିବେ, ଭାଗ୍ୟ ଜୋର ଥିଲା ନଚେତ ନିଆଁରେ ଲିଭି ଯାଇଥାନ୍ତା..

ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଏହି ଧରା ପୃଷ୍ଠକୁ ତାଙ୍କର ଭାଗ୍ୟ ଆଉ ଭବିଷ୍ୟ ନେଇ ଆସିଥାଆନ୍ତି । ବହୁ ଲୋକ ତାଙ୍କ ଜୀବନରେ ବହୁତ ବଡ ବଡ ଦୁର୍ଘଟଣା ମଧ୍ୟ ଦେଖନ୍ତି କିନ୍ତୁ କିଛି ଲୋକ ଏଭଳି ଭାଗ୍ୟ ନେଇ ଆସିଥାଆନ୍ତି…

ଏହି ୪ଟି ରାଶି ଉପରେ ଥାଏ ଭଗବାନ ହନୁମାନଙ୍କ ବିଶେଷ କୃପା , ପ୍ରତ୍ୟେକ ବିପଦରୁ ପାଆନ୍ତି ରକ୍ଷା

ଭୁବନେଶ୍ୱର : ଚଳିତ ବର୍ଷ ଏପ୍ରିଲ ୬ ରେ ଗୁରୁବାର ଦିନ ପାଳନ ହେବ ହନୁମାନ ଜୟନ୍ତୀ। ବିଶ୍ୱାସ କରାଯାଏ ଯେ ହନୁମାନ ଏହି ଦିନ ଜନ୍ମ ହୋଇଥିଲେ। ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ ନିୟମ ଅନୁଯାୟୀ ହନୁମାନ ଜୀଙ୍କୁ ପୂଜା…

ନିର୍ବାଚନ କ୍ଷେତ୍ର ଜଗିବା ପାଇଁ ବିଜେଡି ବାଛିଲା ପୁରୁଖା ନେତା, ବିଜୟ ପାଇଁ ବାଣ୍ଟିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: ଆଗକୁ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ଗୁରୁଦାଇତ୍ୱ ବାଣ୍ଟିଛି ବିଜେଡି । ଦଳର ଆଗଧାଡିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଶାରଦା ନାୟକଙ୍କୁ ଗଡ ସମ୍ଭାଳିବାକୁ…

ସାବଧାନ୍! ପୃଥିବୀ ଆଡକୁ ମାଡ଼ିଆସୁଛି ୧୫୦ ଫୁଟର ବିଶାଳ ଆଷ୍ଟେରଏଡ, NASAର ଚେତାବନୀ: ସ୍ପିଡ ଜାଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡ଼ିଆସୁଥିବା ଆଷ୍ଟେରଏଡ (ଛୋଟଗ୍ରହ) ସବୁବେଳେ ହେଡଲାଇନରେ ରହୁଛି । ଏହାର ସବୁଠାରୁ ବଡ କାରଣ ହେଉଛି ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ଏବଂ ସେମାନଙ୍କର ଧକ୍କା ହେତୁ ପୃଥିବୀରେ ମାନବ…

ଫେକ ସାର୍ଟିଫିକେଟରେ ଚାକିରୀ ମାମଲାରେ ଯୋଡି ହେଲା ଶିକ୍ଷାବିଭାଗ ନା, ଶିକ୍ଷକ ନକଲି କିନ୍ତୁ ଟଙ୍କା ନେଉଛନ୍ତି ଅସଲି

ଭୂବନେଶ୍ୱର:ଫେକ ସାର୍ଟିଫିକେଟର ମୂଳକରେ ପହଞ୍ଚିବା ପାଇଁ ଆଜି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜିଲ୍ଲାରେ ମାଡିଛି ନକଲି ସାର୍ଟିଫିକେଟ ଚେର । ଏଠାରେ ଫେକ ସାର୍ଟିଫିକେଟ ଦେଖାଇ ଶିକ୍ଷକ ଚାକିରି କରିଥିବା…

ନୂଆ ଶିକ୍ଷାବର୍ଷରେ ପିଲାମାନେ ପଢ଼ିବେନାହିଁ ମୋଗଲ ଇତିହାସ : ନୂଆ ଅଧ୍ୟାୟକୁ ହଟାଇବା ଉପରେ ଆସିଲା ଶିକ୍ଷାମନ୍ତ୍ରୀଙ୍କ ବୟାନ୍

ନୂଆଦିଲ୍ଲୀ: ଦେଶରେ ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି । ପୁସ୍ତକଗୁଡ଼ିକର ଅଧ୍ୟାୟରେ ସଂଶୋଧନ କରାଯାଉଛି । ଏହି କ୍ରମରେ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ନିଜ…

PlayBoy ମାଗାଜିନର କଭର ପେଜରେ ଫ୍ରାନ୍ସ ମନ୍ତ୍ରୀଙ୍କ ବିବାଦ ଉପରେ ମୁହଁ ଖୋଲିଲେ ମନ୍ତ୍ରୀ କହିଲେ, ମହିଳାମାନେ ନିଜ ଶରୀର ସହିତ …

ନୂଆଦିଲ୍ଲୀ : ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ମନ୍ତ୍ରଣାଳୟ ପରିଚାଳନା କରୁଥିବା ମର୍ଲେନ୍ ସ୍କିଆପା ଏକ ବଡ ବିବାଦରେ ଛନ୍ଦି ହୋଇଛନ୍ତି। ବାସ୍ତବରେ ସେ 'ପ୍ଲେ-ବଏ' ପତ୍ରିକାର କଭର ପେଜ ପାଇଁ ଏକ ଫଟୋ ଉଠାଇଛନ୍ତି,…

ବାଙ୍ଗାଲୁରୁରୁ ବାରାଣାସୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ: ଭିତରେ ଥିଲେ ୧୩୭ ଯାତ୍ରୀ

ନୂଆଦିଲ୍ଲୀ: ବାଙ୍ଗାଲୁରୁରୁ ବାରାଣାସୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ୮୯୭) ର ଜରୁରୀ ଅବତରଣ ମାମଲା ସାମ୍ନାକୁ ଆସିଛି । ସୂଚନାନୁସାରେ, ତେଲେଙ୍ଗାନାର ଶ୍ୟାମସବାଦ୍ ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ…

(Video) ରାଲିରେ ୫୦୦ ଟଙ୍କିଆ ନୋଟ୍ ଉଡାଇବାର ଭିଡିଓ ଭାଇରାଲ, କଂଗ୍ରେସ ନେତାଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ପ୍ରମୁଖ ଡିକେ ଶିବକୁମାରଙ୍କ ବିରୋଧରେ ନୋଟ ଉଡାଇବାକୁ ନେଇ ମାମଲା ରୁଜୁ ହୋଇଛି । ଡିକେ ଶିବକୁମାରଙ୍କ ଏପ ଭିଡିଓ ସାମ୍ନାକୁ ଆସିଛି । ୨୮ ମାର୍ଚ୍ଚରେ କର୍ଣ୍ଣାଟକର ମାଣ୍ଡ୍ୟା…

ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଆଖିଡ୍ରପକୁ ନେଇ ଚିନ୍ତାରେ ଆମେରିକା: ଗଲାଣି ୩ ଜଣଙ୍କର ଜୀବନ, ୮ଜଣ ହରାଇଲେନି ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏବେ ପୁଣି ଚିନ୍ତାର ବିଷୟ ପାଲଟିଛି। ଭାରତର ଏକ ଆଖି ଡ୍ରପ ଆମେରିକାରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଆଖି ଡ୍ରପ ବ୍ୟବହାର ହେତୁ ଆମେରିକାରେ ତିନି ଜଣଙ୍କର ମୃତ୍ୟୁ…