Browsing Category

Featured

ନୂଆ ବର୍ଷରେ ଗାର୍ଲଫ୍ରେଣ୍ଡ ସହ ବୁଲିବାକୁ ପ୍ଲାନ କରିଛନ୍ତି କି? ତାହେଲେ ଏହି ମନ୍ଦିର ବିଷୟରେ ଜାଣି ରଖନ୍ତୁ

ଓଡିଶା ଭାସ୍କର: ଆଉ ୫ଟା ଦିନ ପରେ ନୂଆ ବର୍ଷ। ଯାହାକୁ ନେଇ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି। ବିଶେଷକରି ପ୍ରେମୀଯୁଗଳ ମାନେ ଏହି ଦିନରେ ବୁଲାବୁଲି କରିବାକୁ ଅନେକ ସାରା ପ୍ଲାନ କରିଛନ୍ତି। କିଛି ଜଣ ବିଭିନ୍ନ…

(video)ଏହିପରି ଯାଦୁଗର ଆପଣଙ୍କୁ ବନାଇଥାଏ ବୋକା, ଭିଡିଓ ଦେଖିବା ପରେ ବୁଝିଯିବେ ପୁରା ଖେଳ

ଯେତେବେଳେ ଯାଦୁଗର କୌଣସି ବି ଯାଦୁ ଦେଖାଇଥାଏ ବ୍ୟକ୍ତିର ମନ ମଧ୍ୟରେ ଏକ ପ୍ରଶ୍ନ ଆସିଥାଏ କି ସେ ଏହା କିପରି କରୁଛି ? ଆହୁରି ମଧ୍ୟ ମନ ମଧ୍ୟରେ ଏକ ଇଚ୍ଛା ଜାଗ୍ରତ ହୋଇଥାଏ କି ମୋତେ ଏପରି ଯାଦୁ ଦେଖାଇ ଆସନ୍ତା କି?…

ଚୀନରେ ପୁଣି ହାହାକାର ସୃଷ୍ଟି କଲା କରୋନାର ନୂଆ ଭାରିଆଣ୍ଟ, ଶ୍ମଶାନ ଘାଟରେ ଲାଗିଲା ଲମ୍ବା ଲାଇନ

ନୂଆଦିଲ୍ଲୀ: ଚୀନରେ କରୋନାର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଛି। ଏଠାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ, କରୋନା କାରଣରୁ ମୃତ୍ୟୁ ହେତୁ ଚୀନ୍‌ର ଶବଦାହ ୨୪ ଘଣ୍ଟା କାମ କରୁଛି।…

ଆମର ଲଢ଼େଇ ଅଧ୍ୟକ୍ଷଙ୍କ ବିରୋଧରେ ନୁହେଁ, ବରଂ ଶାସକ ଦଳ ବିରୋଧରେ: ଜୟରାମ ରମେଶ

ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ମାମଲାରେ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବୟାନ ମାଗିଥିଲେ ବିରୋଧୀ। ଏହା ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ନେଇ ବିବାଦ ଜୋର ଧରିଥିଲା, ଯାହା ପରେ…

ରାଉରକେଲା ପରେ ଚିନ୍ତା ବଢ଼ାଇଲା କଣ୍ଟାବାଞ୍ଜି: ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ସୂଚନା

ଓଡିଶା ଭାସ୍କର; ରାଉରକେଲା ପରେ ଚିନ୍ତା ବଢ଼ାଇଛି କଣ୍ଟାବାଞ୍ଜି। କାରଣ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ। ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ନେଇ ବଲାଙ୍ଗିର ସିଡିଏମଓଙ୍କ ପକ୍ଷରୁ…

ମଧ୍ୟପ୍ରଦେଶରେ କ୍ୟାବିନେଟ୍ ସମ୍ପ୍ରସାରିତ, ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ୨୮ ଜଣ ବିଧାୟକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି । ଆଜି ସୋମବାର ଦିନ ୨୮ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।…

ଟଙ୍କା ଦେଲେ ଗଳାବାଟ ଖୋଲା: ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିବା ଶ୍ରଦ୍ଧାଳୁଙ୍କ ଅଭିଯୋଗ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ସୋମବାର ସକାଳେ ଅନେକ ଭିଡ଼ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଲାଇନରେ ଠିଆ ହୋଇଥିଲେ । ଅନ୍ୟପଟେ ଗଳାବାଟ ଦେଇ ଶ୍ରୀଜଗନ୍ନାଥଙ୍କ…

୮୮ ବର୍ଷୀୟ ବ୍ୟକ୍ତି ଏକ ଫଳବାଲା ନାମରେ କରିଦେଲେ ୪ କୋଟି ସମ୍ପତ୍ତି, ସାମ୍ନାକୁ ଆସିଲା ଏହି ବଡ କାରଣ

ନୂଆଦିଲ୍ଲୀ: ଜଣେ ୮୮ ବର୍ଷୀୟ ବ୍ୟକ୍ତି ନିଜର ସମସ୍ତ ସଂପତ୍ତି ଫଳ ବିକୁଥିବା ଜଣେ ବ୍ୟକ୍ତିଙ୍କ ନାମରେ କରି ଦେଇଛନ୍ତି । ତାଙ୍କ ଫ୍ଲାଟର ମୂଲ୍ୟ ୩.୮୪କୋଟି ଟଙ୍କାରୁ ଅଧିକ । ତେବେ ବୟସ୍କଙ୍କ ଏପରି ନିଷ୍ପତ୍ତିରେ ତାଙ୍କ…

ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ : ଆସନ୍ତା ୫ ଦିନ ଯାଏଁ ତାପମାତ୍ରାରେ ହେବ ନାହିଁ ବିଶେଷ ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଥିବାରୁ ତାପମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ…

କଟକ: ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ

କଟକ: କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଭାବନିୟ ଘଟଣା । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ କୁରାଙ୍ଗ ପ୍ରଧାନ ଗାଁର ଅସ୍ରଫ ଅହମଦଙ୍କର ୧୦ ବର୍ଷର ଝିଅ…