Browsing Category

Featured

ଅଧିକ ଦିନ ପର୍ଯ୍ୟନ୍ତ ଯୌବନାବସ୍ଥାରେ ରହିବା ପାଇଁ ପ୍ରଚୁର ପାଣି ପିଅନ୍ତୁ; ସୁସ୍ଥ ରହିବ ହୃଦୟ ଓ ମସ୍ତିଷ୍କ

ଆଜିର ସମୟରେ ସମସ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌବନ ରହିବାକୁ ଚାହାଁନ୍ତି । ଏଥିପାଇଁ କିଛି ଲୋକ ଜିମ୍ ଯାଇ କଷ୍ଟ କରିଥାନ୍ତି ତ କିଛି ଲୋକ ଖାଦ୍ୟ ଖାଇବା ବନ୍ଦ କରିଥାନ୍ତି । ଏହି ସମସ୍ତ କାର୍ଯ୍ୟକଳାପ ଆମ ଶରୀର ଉପରେ…

ରାଉରକେଲାରେ ଦେଖାଦେଇଥିବା ହଇଜା ଜନିତ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଉତ୍ତରାଞ୍ଚଳ ରାଜସ୍ୱ କମିଶନର

ଭୁବନେଶ୍ୱର: ରାଉରକେଲାରେ ଦେଖା ଦେଇଥିବା ହଇଜା ଜନିତ ପରସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି । ଆଜି ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ…

ଦମ୍ ଦେଖାଇଲେ ସଞ୍ଜୁ ସାମସନ୍: ତୃତୀୟ ମ୍ୟାଚରେ ହାସଲ କଲେ ଦମଦାର ଶତକ

ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଫାଇନାଲ ଦିନିକିଆ ଖେଳାଯାଉଛି । ଉଭୟ ଦଳ ୧-୧ ମ୍ୟାଚ ଜିତି ସିରିଜ ବରାବରରେ ରହିଛନ୍ତି । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି ।…

ଚାଉଳ-ଗହମର କମିବ ଦର, ସରକାର ନେଲେ ଏହି ପଦକ୍ଷେପ, ଖୁଚୁରା ବଜାରରେ ବିକ୍ରି କଲେ ଏତିକି

ନୂଆଦିଲ୍ଲୀ: ଗହମ ଏବଂ ଚାଉଳର ଆକାଶଛୁଆଁ ମୂଲ୍ୟ ହ୍ରାସ କିମ୍ବା ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଉଭୟ ଶସ୍ୟର ମୂଲ୍ୟ ହ୍ରାସ କରିବାକୁ ସରକାର ଖୋଲା ବଜାରରେ ୩.୪୬…

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ସେନାର ଯବାନଙ୍କୁ ନେଇ ଯାଉଥିବା ଟ୍ରକ ଉପରକୁ ଗୁଳି, ୩ ଯବାନ ସହିଦ

ନୁଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀମାନେ ଗୁରୁବାର (୨୧ ଡିସେମ୍ବର) ଏକ ସେନା ଟ୍ରକ ଉପରେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ଏକ ସେନା ଟ୍ରକରେ ଗୁଳି ଚଳାଇଛନ୍ତି । ଏଥିରେ ତିନିଜଣ ଯବାନ…

ନିଜ ଉପରେ ପୋଟ୍ରୋଲ ଢାଳି ଗାର୍ଲପ୍ରେଣ୍ଡକୁ ଡରାଉଥିଲେ ଏହି ପୋଲିସକର୍ମୀ, ପ୍ରେମିକା ଦିଆସିଲି ଜଳାଇ ଲଗାଇଦେଲା ନିଆଁ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ କନଷ୍ଟେବଳଙ୍କୁ ତାଙ୍କ ପ୍ରେମିକା ନିଆଁ ଲଗାଇ ଦେଇଛି। ଗୁରୁବାର ଦିନ ପୋଲିସ କହିଛି ଯେ, ଆହତ ପୋଲିସ…

ସଞ୍ଜୟ ସିଂହ ହେଲେ WFIର ନୂତନ ଅଧ୍ୟକ୍ଷ, କହିଲେ- ଏହି ବିଜୟର ଶ୍ରେୟ ଦେଶକୁ ଯାଉଛି..

ନୂଆଦିଲ୍ଲୀ:ସଞ୍ଜୟ ସିଂହ ଭାରତୀୟ କୁସ୍ତି ମହାସଙ୍ଘ (WFI) ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ସିଂହ ବିଜେପି ସାଂସଦ ତଥା ପୂର୍ବତନ WFI ସଭାପତି ବ୍ରିଜ ଭୂଷଣ ସିଂଙ୍କ ନିକଟତର। ସଞ୍ଜୟ ସିଂହଙ୍କ ବିଜୟ…

ଭାଇକୁ କିଡନୀ ଦେବାରୁ ସ୍ତ୍ରୀକୁ ସାଉଦିରେ ଥାଇ WhatsApp କଲରେ ତିନ୍ ତଲାକ୍ ଦେଲା ସ୍ୱାମୀ

ଗୋଣ୍ଡା: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ତିନି ତଲାକ୍ ର ଏକ ମାମଲା ସାମ୍ନାକୁ ଆସିଛି। ସାଉଦି ଆରବରେ କାମ କରୁଥିବା ଜଣେ ବ୍ୟକ୍ତି ହ୍ଵାଟ୍ସଆପ୍ କଲ୍ କରି ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛି। ଏବେ ତିନି ତଲାକ୍ ପୀଡ଼ିତା…

୬୦୦ରୁ ଅଧିକ ଚାଲାଣ, ୩ ଲକ୍ଷ ଜରିମାନା: ଟ୍ରାଫିକ୍ ପୋଲିସର Wanted ସ୍କୁଟି ଡ୍ରାଇଭର

ନୂଆଦିଲ୍ଲୀ: ଟ୍ରାଫିକ ପୋଲିସ ଜବତ କରିଛି ଏକ ସ୍କୁଟି । ତେବେ ଏହି ସ୍କୁଟି ଡ୍ରାଇଭର ନାଁରେ ୬୦୦ରୁ ଅଧିକ ଟ୍ରାଫିକ ଉଲ୍ଲଙ୍ଘନ କରିବା ନେଇ ଅଭିଯୋଗ ରହିଥିବା ବେଳେ ୩ ଲକ୍ଷରୁ ଅଧିକ ଫାଇନ୍ ରହିଥିବା ଜାଣିବାକୁ ମିଳିଛି ।…

ଏସିଡ଼ିଟି ଯୋଗୁଁ କଷ୍ଟ ଭୋଗୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ, ବିନା ଔଷଧରେ ପାଇବେ ମୁକ୍ତି

ଛାତି ଏବଂ ଗଳାରେ ଜଳୁଥିବା ଅନୁଭବକୁ କିଏ ଜାଣିନାହିଁ । ପେଟ ସମ୍ବନ୍ଧୀୟ ଏକ ସାଧାରଣ ସମସ୍ୟା ହେଉଛି ଅମ୍ଳତା, ଯାହାକୁ ‘ଏସିଡ୍ ରିଫ୍ଲକ୍ସ’ ମଧ୍ୟ କୁହାଯାଏ । ପେଟରେ ଏସିଡ୍ ଉତ୍ପାଦନ ହେତୁ ଏହା ହୋଇଥାଏ । ହେଲ୍ଥଲାଇନ୍…