Browsing Category
Featured
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ସର୍ଭିସ ଡାଉନ୍: ଆଉଟେଜ୍ ନେଇ ଅଭିଯୋଗ କଲେ ଅନେକ ୟୁଜର୍ସ
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’କୁ ନେଇ ପୁଣି ଆସିଛି ଏକ ବଡ଼ ଖବର । ପୁଣି ଥରେ ଏକ୍ସ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଏହି ପ୍ଲାଟଫର୍ମରେ ସର୍ଭିସ ଡାଉନ୍ ହୋଇଥିବା ଜଣାପଡ଼ିଛି । ଏନେଇ ବିଶ୍ୱସ୍ତରରେ…
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ମାଡ୍ରାସ ହାଇକୋର୍ଟ
ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଡିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସଜା ଶୁଣାଇଛନ୍ତି । କେବଳ ଏତିକି ନୁହେଁ କୋର୍ଟ ପୋନମୁଡିଙ୍କ ସହିତ ତାଙ୍କ…
ବିହାରରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ଼ ରାମମନ୍ଦିର: ଅଯୋଧ୍ୟା ମନ୍ଦିର ସହିତ କ’ଣ ରହିଛି ସମ୍ପର୍କ
ଭଗବାନ ଶ୍ରୀ ରାମ ଏବଂ ତ୍ରେତୟା ଯୁଗରେ ତାଙ୍କର ପ୍ରିୟ ଭକ୍ତମାନଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଥିଲା । ତେବେ ବର୍ତ୍ତମାନ ସେହି ପରି ସମ୍ପର୍କ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଏବଂ ବିହାରର ପାଟନାରେ ସ୍ଥିତ…
ASI ସର୍ଭେରୁ ବଡ଼ ଖୁଲାସା: ଜ୍ଞାନବାପୀ ମସଜିଦ ହେଉଛି ଏକ ମନ୍ଦିରର ଅଂଶ, ମିଳିଲା ଚିତ୍ରକଳାର ପ୍ରମାଣ- ସୂତ୍ର
ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜ୍ଞାନବାପୀ ଏକ ମନ୍ଦିରର ଅଂଶ ବୋଲି ସ୍ପଷ୍ଟ ସଚିତ୍ର ପ୍ରମାଣ ରହିଥିବା ଏକ ସୂତ୍ରରୁ…
‘ଦେଶ ପାଇଁ ଦାନ’ ନାମରେ ଲୋକଙ୍କୁ ଚାନ୍ଦା ମାଗୁଛି କଂଗ୍ରେସ: ୪୮ ଘଣ୍ଟାରେ ମିଳିଲାଣି ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ: ‘ଦେଶ ପାଇଁ ଦାନ’ ନାମରେ କଂଗ୍ରେସ ପକ୍ଷରୁ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ୟ୍ୟକ୍ରମ ଜାରି ରହିଛି । ଡିସେମ୍ବର ୧୮ରୁ ଏହି ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଆଜକୁ ତାହା ୪୮…
ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ନୂଆ ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ପୂର୍ବତନ DSPଙ୍କ ପୁଅଙ୍କ ନାମ
ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାକୁ ଏହା ମଧ୍ୟରେ ଏକ ସପ୍ତାହ ପୂରି ଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଲୋକସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ…
ବଡ଼ଦିନ ଛୁଟିରେ ବି ଖୋଲା ରହିବ ଏହି ଜିଲ୍ଲାର ସମସ୍ତ ସ୍କୁଲ, ପାଠ ପଢ଼ାଇବେ ଶିକ୍ଷକ: ଜାଣନ୍ତୁ କାହିଁକି…
ଓଡିଶା ଭାସ୍କର: ଅନୁଗୁଳରେ ଜିଲ୍ଲାରେ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରତି ସ୍କୁଲରେ ଆସନ୍ତା ବୋର୍ଡ ପରୀକ୍ଷାରେ ୩ ପ୍ରତିଶତ ଇ୧ ଗ୍ରେଡ ଓ ୫ ପ୍ରତିଶତ ଇ୨ ଗ୍ରେଡ ପାସ୍ ହାର…
IMF ଦେଲା ଚେତାବନୀ: ଭାରତର ଋଣ ଭାର ୨୦୫ ଲକ୍ଷ କୋଟିରେ ପହଞ୍ଚିଲା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ସାରା ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁ୍ଥିବା ବେଳେ ଅନ୍ୟପଟେ ଦେଶର ଋଣ ଭାର ମଧ୍ୟ…
ପାଟିର ଦୁର୍ଗନ୍ଧ ପାଇଁ ଚିନ୍ତିତ କି ? ଏହି ଟିପ୍ସ ଦ୍ୱାରା ଶୀଘ୍ର ଦୂର ହେବ ସମସ୍ୟା
ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏହା ଏକ ପ୍ରକାର ରୋଗ ଯାହାକୁ ହେଲିଟୋସିସ୍(Halitosis) କୁହାଯାଏ । ସାଧାରଣତଃ ବ୍ୟାକ୍ଟେରିଆ ବୃଦ୍ଧି ହେଲେ ବା ପାଟିକୁ ଠିକ୍ ଭାବରେ ସଫା ନ…
ସାବଧାନ! ୨୦୨୪ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏହି ୫ ଟି ରାଶିର ଲୋକଙ୍କ ପାଇଁ ବିପଦ ଆଣିପାରେ
ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ବୈଜ୍ଞାନିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ । ଚନ୍ଦ୍ରଗ୍ରହଣ…